ଗୋଟିଏ ଝିଅ ଜନ୍ମ ହେଲା 1950 ରେ ଆଉ ମଲା 1950 ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା 20 ବର୍ଷ କୁହ କେମିତି ହେଲା |

ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |

ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ | ଆଜି ଆମ ଭାରତ ସମ୍ପର୍କ ରେ କିଛି ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା ଯାହାକି ଭବିଷ୍ୟତ ରେ ଆପଣ ଙ୍କୁ ନିହାତି ଭାବରେ ସାହାଯ୍ୟ କରିବ |

ପ୍ରଶ୍ନ :- ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇ ଥାଉ ?
ଉତ୍ତର :- ଭେଜିଟେବୁଲ

ପ୍ରଶ୍ନ :- କାହାର ଡେଣା ନଥିଲେ ମଧ୍ୟ ସେ ଉଡ଼ି ପାରେ ?
ଉତ୍ତର :- ଗୁଡ଼ି

ପ୍ରଶ୍ନ :- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷରେ ଥରେ କେବଳ କିଣିଥାନ୍ତି ?
ଉତ୍ତର :- ରାକ୍ଷୀ

ପ୍ରଶ୍ନ :- ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୁଲାମ ହୋଇ ନାହିଁ ?
ଉତ୍ତର :- ଗୋଆ

ପ୍ରଶ୍ନ :- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟ ପ୍ରାଣୀ ଦେଖିବାକୁ ମିଳନ୍ତି ?
ଉତ୍ତର :- ମୟୁରଭଞ୍ଜ ଜିଲ୍ଲା ଏବଂ ସେଠାରେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର, ହାତୀ, ଗୟଳ, ସମ୍ବର, ହରିଣ, ଭାଲୁ, ସାପ |

ପ୍ରଶ୍ନ :- ଭିତରକନିକା କେଉଁ ଜିଲ୍ଲା ରେ ଅଛି ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ?
ଉତ୍ତର :- କେନ୍ଦ୍ରାପଡ଼ା ରେ କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି ଏବଂ ସେଠାରେ ସାପ, ହରିଣ, ସମ୍ବର ରହିଛି |

ପ୍ରଶ୍ନ :- ଏମିତି କେଉଁ ଜିନିଷ ଯିଏ ଆଲୋକ ରେ ତୁମ ସହିତ ଥାଏ କିନ୍ତୁ ଅନ୍ଧାରରେ ନଥାଏ ?
ଉତ୍ତର :- ଛାଇ

ପ୍ରଶ୍ନ :-ଗୋଟିଏ ଝିଅ ଜନ୍ମ ହେଲା 1950 ରେ ଆଉ ମଲା 1950 ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା 20 ବର୍ଷ କୁହ କେମିତି ହେଲା ?
ଉତ୍ତର :- କାରଣ ସେ ଝିଅଟି 1950 ମସିହା ରେ ଜନ୍ମ ହୋଇଥିଲା ଓ ଯେଉଁ ଘରେ ମଲା ସେହି ଘର ନମ୍ବର ଥିଲା 1950 |

ପ୍ରଶ୍ନ :- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ହୋଇ ଥାଏ ?
ଉତ୍ତର :- 8 ଗ୍ରାମ

ପ୍ରଶ୍ନ :- ମୋଗଲ ବଂଶର ସଂସ୍ଥାପକ କିଏ ଥିଲେ ?
ଉତ୍ତର :- ବାବର

ପ୍ରଶ୍ନ :- ଭାରତର ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ ?
ଉତ୍ତର :- ପ୍ରଧାନମନ୍ତ୍ରୀ

ପ୍ରଶ୍ନ :- ବିଶ୍ୱର ସବୁଠାରୁ ଗରିବ ଦେଶ କେଉଁଠି ?
ଉତ୍ତର :- ଭୁଟାନ

ପ୍ରଶ୍ନ :-ମିସ ୟୁନିଭର୍ସ ବନିଥିବା ପ୍ରଥମ ଭାରତୀୟ ମହିଳା କିଏ ?
ଉତ୍ତର :- ସୁସ୍ମିତା ସେନ

ପ୍ରଶ୍ନ :- ଭାରତରେ ସବୁଠାରୁ କମ ଜନସଂଖ୍ୟା ଥିବା ରାଜ୍ୟ କେଉଁଠି ?
ଉତ୍ତର :- ଶିକ୍କିମ

ପ୍ରଶ୍ନ :- ସାପ ମାନଙ୍କର ଦେଶ କାହାକୁ କୁହାଯାଇଥାଏ ?
ଉତ୍ତର :- ବ୍ରାଜିଲ କୁ

ପ୍ରଶ୍ନ :- କଇଁଛର ଜୀଵନ କାଳ କେତେ ହୋଇ ଥାଏ ?
ଉତ୍ତର :- 123 ବର୍ଷର

ପ୍ରଶ୍ନ :- ମନୁଷ୍ୟର କେଉଁ ଜିନିଷଟି ସବୁବେଳେ ବଢ଼ି ଚାଲିଥାଏ ?
ଉତ୍ତର :- ବୟସ

ପ୍ରଶ୍ନ :- ମୋବାଇଲ ର ଆବିଷ୍କାର କିଏ କରି ଥିଲେ ?
ଉତ୍ତର :- ମାର୍ଟିନ କୂପର

ପ୍ରଶ୍ନ :- ଲୁହରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ ଆମେ କଣ ପ୍ରୟୋଗ କରିଥାଉ ?
ଉତ୍ତର :- କ୍ରୋମିୟମ

ପ୍ରଶ୍ନ :- ତାଜମହଲ ନିର୍ମାଣ କରିବା ପାଇଁ କେତେ ବର୍ଷ ଲାଗିଥିଲା ?
ଉତ୍ତର :- 22 ବର୍ଷ

ପ୍ରଶ୍ନ :- ସାବର ଶ୍ରୀକ୍ଷେତ୍ର କେଉଁ ଜିଲ୍ଲା ରେ ଅବସ୍ଥିତ ?
ଉତ୍ତର :- କୋରାପୁଟ

ପ୍ରଶ୍ନ :- ଆପଣଙ୍କର କେଉଁ ଆବାଜ ଆପଣଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଖରାପ ଭାବନ୍ତି ?
ଉତ୍ତର :- ଘୁଙ୍ଗୁଡ଼ି

ପ୍ରଶ୍ନ :- ଗିରି ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ ?
ଉତ୍ତର :- ଗୁଜୁରାଟ

ପ୍ରଶ୍ନ :- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ ?
ଉତ୍ତର :- କଲିକତ g

Leave a Comment