Jhitipiti (ଝିଟିପିଟି) ଶୁଭ ଏବଂ ଅଶୁଭ ସଂକେତ ..ଶରୀର ଉପରେ ପଡିଲେ କଣ ସୂଚନା ମିଳିଥାଏ !

ତେବେ ଆପଣ ମାନେ ଜାଣିଛନ୍ତି ଝିଟିପିଟି ଆମେ ଦେଖିଲେ ବା ଆମ ଶରୀରରେ ବିଭିନ୍ନ ଅଙ୍ଗରେ ପଡିଲେ ଏହାର ଭିନ୍ନ ଅର୍ଥ ରହିଥାଏ ।ତେଣୁ ଆମେ ଆଜି ସେହି ଝିଟିପିଟି କୁ ନେଇ କିଛି ବିଶେଷ କଥା ବିଷୟ ରେ ଆପଣଙ୍କ କହିବୁ କି ଝିଟିପିଟି କୋଉଠି ଦେଖିଲେ ତାହା କେଉଁ କେଉଁ ଶୁଭ ଓ ଅଶୁଭ ସୂଚନା ଦେଇଥାଏ ।ଯେବେ ଯେତେବେଳେ ଆପଣ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଆଗକୁ ଶୁଭ ସମୟ ଆସିବାକୁ ଯାଉଛି ।ତେବେ ଯେତେବେଳେ ଆପଣ ଦେଖନ୍ତି ସେତେ ବେଳେ ଯାଇ ନିଜ ପୂଜା ଘଟେ ଥିବା ସିନ୍ଦୁର ଓ ଚାଉଳ କୁ ଆଣି ସେହି ଝିଟିପିଟି ଉପରେ ଚାଟିଦେବେ ଓ ସେତିକି ବେଳେ ନିଜର ଯାହା ବି ଇଚ୍ଛା ଥିବା ତାହା ନିଜ ମନ ଭିତରେ କହିବେ ।

ତେବେ ଶାସ୍ତ୍ର ଅନୁସାରେ ଝିଟିପିଟି ଦେଖିବାକୁ ଶୁଭ କୁହା ଯାଏ ଏହା ଦ୍ବାରା ଆପଣ ଙ୍କ ଜୀବନ ରେ କେବେ ଧନ ର ଅଭାବ ରହି ନ ଥାଏ ଆଉ ଆପଣଙ୍କ ଜୀବନରେ କିଛି ଅସୁବିଧା ହେଇ ନଥାଏ ।ତେବେ ଆମେ ଯେଉଁ କଥା କହିଲୁ ତାହାକୁ ଆପଣ ଯଦି କିଛି ଖାସ ଦିନ ବା ସନ୍ଧ୍ୟା ସମୟ ରେ କରନ୍ତି ତାହେଲେ ଅଧିକ ଶୁଭ ଫଳ ମିଳିବ କିନ୍ତୁ ଏହି ଉପାୟ କେବେ ବିନା କାରଣ ରେ କରିବେ ନାହିଁ ।

ତେବେ ଯେବେ ଆପଣ ମରିଥିବା ଝିଟିପିଟି ଦେଖନ୍ତି ତେବେ ଏହା ଖରପ ଅଟେ ଆଉ ଯଦି କେତେବେଳେ ଘର ସଫା କଲାବେଳେ ଝିଟିପିଟି ମରିଯାଏ ତେବେ ତାହାର ସଂସ୍କାର କରିଦେବେ ନହେଲେ ତାକୁ ମାଟିରେ ପୋତି ଦେବେ ।ଆଉ ଏହା କଲେ ଆପଣ ହତ୍ୟା ପାପରୁ ବଞ୍ଚି ଯାଆନ୍ତି ଆଉ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

ତେବେ କେତେବେଳେ କେଉଁ ସଂଙ୍କେତ ଦିଏ ଝିଟିପିଟି:-
-ଖାଇବା ବେଳେ ଝିଟିପିଟି ର ଶବ୍ଦ ଶୁଣା ଗଲେ ଏହା ଦ୍ବାରା ଆପଣ କିଛି ଶୁଭ ସମାଚାର ଓ ଶୁଭ ଫଳ ପାଇ ଥାଆନ୍ତି ।

 


-ଯେତେବେଳେ ଦୁଇଟି ଝିଟିପିଟି କୁ ସାଙ୍ଗରେ ଦେଖନ୍ତି ତେବେ ଏହା ଦ୍ବାରା ଆପଣ ନିଜର ପୁରୁଣା ସାଙ୍ଗ ସହିତ ଦେଖା କରି ପାରନ୍ତି ।
-ମରିଥିବା ଝିଟିପିଟି ଦେଖିଲେ ଏହା ଅଶୁଭ ସଂଙ୍କେତ ଦେଇଥାଏ ।

-ବାହାରକୁ ଗଲାବେଳେ ମୁଣ୍ଡରେ ଓ ହାତରେ ଝିଟିପିଟି ପଡିଲେ ନିକଟରେ ଆପଣ ମାନ ସମ୍ମାନର ଅଧିକାରୀ ହେବେ ।
-କାହା ସହିତ କଥା ହେଲା ବେଳେ ଯଦି ଝିଟିପିଟି ର ଶବ୍ଦ ଶୁଣିବାକୁ ମିଳେ ତେବେ କହୁଥିବା କଥା ସତ ହେଇଥାଏ ।


-କୀଟ ପତଙ୍ଗ ଖାଉଥିବା ଝିଟିପିଟି ଦେଖିଲେ ଆପଣଙ୍କ ଜୀବନରେ ଧନର ଆଗମନ ହେବା ସହିତ ଧନ କ୍ଷତି ହେଇଥାଏ ।
-ଝିଟିପିଟି ଡାହାଣ କାନ ଉପରେ ପଫିଲେ ଗହଣା ମିଳିଥାଏ ଓ ବାମ କାଁ ଉପରେ ପଡିଲେ ଆୟୁଷ ବଡିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment