jotisha sastra -ନିଜର ଜନ୍ମ ବର୍ଷ ବାଛନ୍ତୁ, ଆଉ ଜାଣନ୍ତୁ ନିଜର ଚମକ୍ତାର ଭବିଷ୍ୟତ ବିଷୟରେ…

ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ବୟସ, ଜନ୍ମ ତାରିଖ, ଜନ୍ମ ବାର ସେମାନଙ୍କ ବିଷୟରେ ଅନେକ କିଛି ଗୁପ୍ତ ରହସ୍ୟ ଜଣାଇଥାଏ ।ତେବେ ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ବହୁତ ଗୁଡିଏ ଗୁପ୍ତ କଥା କହିଥାଏ । ଯଦି ଆପଣଙ୍କ ଜନ୍ମ 1980 ରୁ 2000 ମସିହା ଭିତରେ ହୋଇଛି , ତେବେ ଆପଣ ମାନେ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଖାସ୍ କଖା ଜାଣିପାରିବେ । ତେବେ ଜାଣିବା ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କ ଭବିଷ୍ୟତ ବିଷୟରେ ।

1. 1980 ଓ 1991 :-ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ଏହି ମସିହାରେ ହୋଇ ଅଛି , ସେମାନେ ,ସ୍ୱଭାବରୁ ଚୁମ୍ୱକୀୟ ଓ ଆକର୍ଷଣୀୟ ହୋଇଥାନ୍ତି । ଆପଣ ମାନଙ୍କ ଭିତରେ ଥିବା ଗର୍ବ ଗୁଣକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ।2. 1981 ଓ 1995 :-ଏହି ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଏବଂ ନିଜ ପରିଶ୍ରମ ଦ୍ୱାରା ଜୀବନରେ ବହୁତ କିଛି ହାସଲ କରି ଦିଅନ୍ତି । ଅନ୍ୟ ମାନଙ୍କ ଉପରେ ବହୁତ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ ।3. 1982 ଓ 1998 :-ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନଙ୍କୁ ବିଶ୍ୱାସନୀୟ ଏବଂ ସ୍ନେହୀ ବୋଲି ମାନାଯାଏ । ଆପଣଙ୍କ ସ୍ୱାଭାବ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ , ଅନ୍ୟ ମାନଙ୍କ ପାଇଁ ଆପଣ ମାନେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ।
4. 1983 ଓ 1990 :-ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ଦୟାଳୁ ଏବଂ ଭଲ ବୋଲି ମାନାଯାଇଥାଏ । ଏମାନେ ସମସ୍ତଙ୍କ ସହିତ ସହଜରେ ମିଶିଯାଇଥାନ୍ତି , ଯାହା କାରଣରୁ ଆପଣ ବେଳେ ବେଳେ ଧୋକା ମଧ୍ୟ ଖାଇଥାନ୍ତି ।
5. 1984 ଓ 1996 :-ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସ୍ୱଭାବରେ ବହୁତ ପଜେଟିଭ ହୋଇଥାନ୍ତି । ଆପଣ ମାନେ କିଛି ନ ବୁଝୁ କାହାକୁ ମଧ୍ୟ କିଛି କହିଦିଅନ୍ତି , ଯାହାଫଳରେ ବେଳେ ବେଳେ ଲୋକଙ୍କ ସାମ୍ନାରେ ଖରାପ ମଧ୍ୟ ବନିଯାଆନ୍ତି ।
6. 1985 ଓ 1999 :-ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସର୍ବଦା ମନ କଥାହିଁ ଶୁଣିଥାନ୍ତି , ଅନ୍ୟ କାହାର ଉପଦେଶ ଶୁଣନ୍ତି ନାହିଁ ।7. 1986 ଓ 1992 :-ଆପଣ ସ୍ୱତନ୍ତ୍ର ବିଚାରର ବ୍ୟକ୍ତି ଅଟନ୍ତି , ଯିଏକି କାହା କଥାରେ କାମ କରିବା ପାଇଁ ପସନ୍ଦ କରନ୍ତି ନାହିଁ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଟିକିଏ ଭାବିଚିନ୍ତି କରନ୍ତୁ ନଚେତ୍ ପରେ ପସ୍ତେଇ ପାରନ୍ତି ।8. 1987 ଓ 1994 :-ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ କୁହାଯାଏ କି ଏମାନେ ଯାହାକୁ ଭଲ ପାଇଥାନ୍ତି , ତାଙ୍କ ବିନା ଗୋଟେ ମୁହୂର୍ତ୍ତ ମଧ୍ୟ ରହି ପାରନ୍ତି ନାହିଁ ।

 

9. 1988 ଓ 1997 :ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସର୍ବଦା ମସ୍ତି କରିବା ମୋଡ ରେ ରହିଥାନ୍ତି , ସ୍ୱଭାବରୁ ମଧ୍ୟ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।10. 1989 ଓ 2000 :-ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଧ୍ୟାନ ରଖିବା ବାଲା ହୋଇଥାନ୍ତି , ଆପଣ ମାନେ କାହାକୁ ସହଜରେ ବିଶ୍ୱାସ କରନ୍ତି ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment