Jotisha Sastra -ବାଛନ୍ତୁ ଆପଣଙ୍କର ପସନ୍ଦର ଗୋଟିଏ ବର୍ଷ ( year),ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ….

ଜୀବନରେ ସମସ୍ତଙ୍କର ଅନେକ ସମସ୍ୟା ଆସିଥାଏ, ଏହି ସମସ୍ୟାକୁ ଦୂର କରିବାପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି । ଏହା ସହିତ ଲୋକେ ନିଜର ଭବିଷ୍ୟତ ସହିତ ଜଡିତ କଥା ଗୁଡିକ ମଧ୍ୟ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି । ଆଗକୁ ଆସୁଥିବା ନୂଆ ବର୍ଷଟି ଆପଣଙ୍କ ପାଇଁ କେତେ ଶୁଭ ହୋଇଥାଏ ବା ଏହି ବର୍ଷ ଆପଣଙ୍କର କେମିତି କାଟିବ ମୁଁ ଆଜି ଆପଣକୁ ଏହି ବିଷୟରେ ଜଣାଇବି । ଆପଣକୁ ତିନୋଟି ରଙ୍ଗ ଅର୍ଥାତ ହଳଦିଆ, ନାଲି ଏବଂ ନୀଳ ମଧ୍ୟରୁ ଯେ କୌଣସି ଗୋଟିଏ ରଙ୍ଗ ପସନ୍ଦ କରିବାକୁ ପଡିବ । ଯେଉଁ ବ୍ୟକ୍ତି ଯେଉଁ ରଙ୍ଗ ପସନ୍ଦ କରିବେ ସେ କଉଁ ସ୍ଵଭାବରେ ହୋଇଥିବେ, ସମୟ ତାଙ୍କୁ କଉଁ ଆଡକୁ ନେଇଯିବ ସେ ବିଷୟରେ ଜାଣନ୍ତୁ ।

ନୀଳରଙ୍ଗ :-

 


ଯଦି ନୀଳ ରଙ୍ଗ ବାଛିଛନ୍ତି ତେବେ ଆପଣ ଆଗକୁ ଆସୁଥିବା ଲମ୍ବା ସମୟରେ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିବ । ଆପଣ ଜଣେ ଗଭୀର ବ୍ୟକ୍ତି ଅଟନ୍ତି,ଅଯଥାରେ ସମୟ ନଷ୍ଟ ନକରି ନିଜ କେରିଅର ପାଇଁ ଚିନ୍ତା କରିଥାନ୍ତି । ଆପଣ ନିଜର ଅଭିଜ୍ଞାତା ମାଧ୍ୟ୍ୟମରେ ନିଜେ ହିଁ ଦିନେ ସଫଳତା ହାସଲ କରିବେ,ଜୀବନରେ ଆପଣ ଯେକୌଣସି କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି ସେହି କାର୍ଯ୍ୟ ବିଷୟରେ ଅଧିକ ଚିନ୍ତାକରିଥାନ୍ତି । ଆପଣ ବିବାହିତ ହୋଇଥିଲେ ନିଜର ଜୀବନ ସାଥୀଙ୍କ କଥା ନିଶ୍ଚିତ ଶୁଣନ୍ତୁ, ତାହାଦ୍ଵାର ଆପଣ ବହୁତ ଆଗକୁ ଯାଇପାରିବ ।

ଧଳାରଙ୍ଗ :-

 


ବ୍ୟକ୍ତିମାନେ ବହୁତ ଧର୍ଯ୍ୟବାନ ଓ ଵିଵେକୀ ହୋଇଥାନ୍ତି ଏହି ବ୍ୟକ୍ତିମାନେ ଯେଉଁ କ୍ଷେତ୍ରରେ ରହନ୍ତି ସବୁ କ୍ଷେତ୍ରରେ ଉଚ୍ଚରେ ହିଁ ରହିଥାନ୍ତି । ଏହି ବ୍ୟକ୍ତିମାନେ ପବିତ୍ର ସ୍ଵଭାଵ ସମ୍ପର୍ଣ ହୋଇଥିବାରୁ ସବୁ ବ୍ୟକ୍ତିଙ୍କର ପ୍ରିୟ ହୋଇଥାନ୍ତି । ଆପଣ କ୍ରୋଧୀ ସ୍ଵଭାବର ହୋଇଥାନ୍ତି ତେଣୁ ଟିକେ କଥାରେ ଶୀଘ୍ର ରାଗିଯାଇଥାନ୍ତି, ଏଥିପାଇଁ ଆପଣକୁ ବହୁତ ଲୋକ ଭୁଲ ବୁଝିଥାନ୍ତି କିନ୍ତୁ ଯେଉଁମାନେ ଆପଣକୁ ଭଲରେ ବୁଝିଛନ୍ତି ସେମାନେ ଆପଣକୁ କେବେ ତ୍ୟାଗ କରନ୍ତି ନାହିଁ । ଆପଣ ଖର୍ଚି ସ୍ଵଭାଵର ହୋଇଥାନ୍ତି ତେଣୁ ଜୀବନରେ କେବେ ଧନ ସଂଚୟ କରିପାରନ୍ତି ନାହିଁ । ଜୀବନରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମାରେ ଆପଣ ସଫଳତା ପ୍ରାପ୍ତ କରିବେ, ଆପଣଙ୍କ ପାଖକୁ ଏତେ ଧନ ଆସିବ ଯେ ତାହା କେବେ ଆପଣ ଧାରଣ କରିନଥିବେ ।

ଲାଲରଙ୍ଗ :-

 

ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନେ ସମସ୍ତଙ୍କ ମନ ଶୀଘ୍ର କିଣି ନେଇଥାନ୍ତି ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ଥରେ ମିସିଛନ୍ତି ସେମାନେ ଶୀଘ୍ର ଆପଣଂକୁ ଭୁଲି ପାରନ୍ତି ନାହିଁ । ଆପଣ ଗପିବାକୁ ଅଧିକ ପସନ୍ଦ କରିଥାନ୍ତି, ସମସ୍ତଙ୍କ ସହିତ ମିଶି ରହିବା ପାଇଁ ଆପଣ ଚାହାଁନ୍ତି । ଆପଣଙ୍କ ହୃଦୟ ସମ୍ପୂର୍ଣ ସଫା ଅଟେ ତେଣୁ ଏଥିପାଇଁ ଆପଣ ବେଳେବେଳେ ଠକାମୀର ସାମ୍ନା କରିଥାନ୍ତି । ଆପଣଙ୍କ ଜୀବନରେ ଯେକୌଣସି ବଡ଼ ସମସ୍ୟା ଆସିଲେ ମଧ୍ୟ ଆପଣ ତାହାକୁ ସାମ୍ନା କରିଥାନ୍ତି ଏହି ବ୍ୟକ୍ତିମାନେ କଳା ଏବଂ ସଂଗୀତରେ ଅଧିକ ରୁଚି ରଖିଥାନ୍ତି ।

 

Leave a Comment