ଯୁବତୀ ଦେଲେ କଡା ମନ୍ତବ୍ୟ ! ପାଞ୍ଚ ଦଶ ମିନିଟର ସୁଖ ପାଇଁ ଜୀବନ ସାରା ଏକ ଦୁଃଖର ପାହାଡ଼ ଥୋଇବା ଠିକ ନୁହେଁ :ଆୟେଶା,କିନ୍ନର

ବର୍ତ୍ତମାନ ସମୟରେ ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଉ ବିଶେଷକରି ସେକ୍ସ କୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଚର୍ଚ୍ଚା ହେବାରେ ଲାଗିଛି। ଆପଣମାନେ ଦେଖି ପାରୁଥିବେ ସମାଜରେ ସବୁ କେଉଁ ଭଳି ଘଟଣା ଘଟୁଛି। ଯୁବକ ଯୁବତୀ ମାନେ ସେକ୍ସ କରି ବହୁତ ଅସୁବିଧା ର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

ତେବେ ଏପରି ଘଟଣାକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ ଆୟେଶା। ଆଉ ତାଙ୍କର କଥା ଅନୁସାରେ ଯାହା କୁହାଯାଉଛି କି ଆଜି କାଲି ଲୋକ ମାନେ 5 ମିନିଟ ର ଖୁସି ପାଇକି ଏହି ଭଳି ବିନା ପ୍ରଟେକ୍ସନ ରେ ସେକ୍ସ କରିବାକୁ ଲାଗୁଛନ୍ତି ଆଉ ଯାହା ସେମାନଙ୍କୁ ସାରା ଜୀବନ ପାଇଁକି ବିପଦରେ ପକାଉଛି ବୋଲି କୁହାଯାଉଛି ।


ଆଉ ଯାହା ସେମାନଙ୍କ ଜୀବନ ଉପରେ ପ୍ରଭାବ ପକାଉଛି ଆଉ ସାରା ଜୀବନ ପାଇଁକି HIV ରେ ପୀଡିତ ମଧ୍ୟ ହେଉଥିବାର କୁହାଯାଉଛି । ତେବେ ସେ କହିଛନ୍ତି କି ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କି HIV ଭଳି ରୋଗରେ ପୀଡିତ ଅଛନ୍ତି କିନ୍ତୁ ସେମାନେ ଜାଣି ପାରି ନାହାନ୍ତି । ଆଉ କେତେବେଳେ ଅଛନ୍ତି ଯେଉଁ ମାନେ କି HIV ହୋଇଛି ଭଳି ଭାବିକି ଟେଷ୍ଟ କରିବା ପାଇଁ ମଧ୍ୟ ଡରୁଛନ୍ତି ବୋଲି କୁହାଯାଉଛି ।

ତେବେ ଏହା ଯୋଗୁ ସେମାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ର ନିଜେ ପଡିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ପକାଉଛନ୍ତି ଅସୁବିଧାରେ ବୋଲି କୁହାଯାଉଛି । ତେବେ ଏଥି ପ୍ରତି ସତର୍କ ହେବା ପାଇଁ କହିଛନ୍ତି ଆୟେଶା।ତେବେ ଆଜି କାଲି ଗଞ୍ଜାମ ରେ ବେଶୀ HIV ସଂକ୍ରମିତ ଲୋକ ମାନଙ୍କୁ ଦେଖିବାକୁ ମିଳୁଛି ଆଉ ବହୁତ ଦିନ ରହିବା ପରେ HIV ରୋଗ ଟି AIDS ଭାବରେ ଦେଖା ଯାଉଛି ।ତେବେ କିନ୍ନର ମାନଙ୍କ କଥା ମଧ୍ୟ କହିଛନ୍ତି ଆୟେଶା ।ଯେହେତୁ କିନ୍ନର ମାନଙ୍କର କାମ ହେଉଛି ସେକ୍ସ ତେବେ ସେମାନେ ମଧ୍ୟ ପ୍ରୋଟେକ୍ସନ ନେବା ଆବଶ୍ୟକ ।ଆଉ ତାହା ନ ହେଲେ ଅସୁବିଧା ହୋଇ ପାରେ ବୋଲି କହିଛନ୍ତି । ଆଜି କାଲି ବିଭିନ୍ନ ପ୍ରକାରର ସଂସ୍ଥା ବାହାରି ଲାଣି, ଆଉ ଯାହା ସାହାଯ୍ୟରେ ସେମାନେ ନିଜର HIV ଭଳି ରୋଗ ର ଚିକିତ୍ସା ମଧ୍ୟ କରି ପାରିବେ ବୋଲି କହିଛନ୍ତି ।

 

ତେବେ ଆଜି ଡିସେମ୍ବର ୧ ତାରିଖ ବିଶ୍ୱ AIDS ଦିବସ ଥିବାରୁ ଏହି ରୋଗ ବିଷୟରେ କିଛି କହିଛନ୍ତି ଆୟେଶା, ଆଉ କହିଛନ୍ତି କି ଏହି ଭଳି ରୋଗ ଖାଲି ସେକ୍ସ ଯୋଗୁ ନୁହଁ ରୋଗୀର ଇଞ୍ଜେକେସନ ବା ସିରିଜ ସାହାଯ୍ୟ ରେ ମଧ୍ୟ ବ୍ୟାପି ପାରେ । ତେଣୁ ଏଥି ପ୍ରତି ସତର୍କ ହୋଇ 5 ମିନିଟ ର ଖୁସି ପାଇଁ ଜୀବନ ସାରା ଦୁଃଖ ନ ପାଉ ବୋଲି କହିଛନ୍ତି ।ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment