ଯାତ୍ରା ଜଗତରେ ଏମିତି ଗୀତ ଆଗରୁ କେବେବି ଶୁଣି ନଥିବେ, ଆଉ ଶୁଣିଲେ ଆଖିରେ ଲୁହ ଆସିଯିବ।

ଆପଣମାନେ ତ ସବୁଦିନ କିଛି ନା କିଛି ନୂଆ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିଥିବେ। ଆଉ ଏହି ଭାଇରାଲ ଭିଡିଓ ମଧ୍ୟରେ ଏମିତି କିଛି ଭାଇରାଲ ଭିଡିଓ ଦେଖିବାକୁ ମିଳେ ଯାହାକୁ ଦେଖିଲା ମାତ୍ରେ ଆପଣ ମାନେ ମନୋରଞ୍ଜନ କରିବା ସହିତ ସେହି ଭଳି ଭିଡିଓ ଆପଣଙ୍କର ମନ ଆଉ ମାଇଣ୍ଡ୍ କୁ ବି ପୁରା ଫ୍ରେସ୍ କରିଦେବ। ତେବେ କୋଣାର୍କ ଗଣନାଟ୍ୟ ରେ ଏହିଭଳି ମନଛୁଆଁ ଗୀତ ଭାଇରାଲ ହେବାରେ ଲାଗିଛି। ଆଉ ଯାହା ଦର୍ଶକ ମାନଙ୍କ ହୃଦୟ କୁ ବେଶ୍ ଛୁଇଁ ପାରିଛି।ତେବେ ଭାଇରାଲ୍ ହେଉଥିବା ଏହି ଭିଡିଓ ଟି ହେଇଛି କୋଣାର୍କ ଗଣନାଟ୍ୟ ରେ ଯାତ୍ରା ଚାଲୁଥିବାର ଦୃଶ୍ୟ।


ଆଉ ଯେଉଁଠି ଦେଖିବାକୁ ମିଳିଛି କି ସିଙ୍ଗର ଓମ୍ କୁମାର ବେଶ୍ ସୁନ୍ଦର ଭାବରେ ସୁ ମଧୁର କଣ୍ଠରେ ଗୀତ ଗାଉଥିବାର ଦେଖିବା ପାଇଁ ମିଳିଛି। ଆଉ ତାଙ୍କର ସେହି ଗୀତ ର ତାଳେ ତାଳେ ଝୁମିବାକୁ ଲାଗିଛନ୍ତି ସମସ୍ତ ଲୋକେ। ଆଉ ତାଙ୍କର ଗୀତ ସହିତ ତାଳ ପକାଇ ସମସ୍ତେ ଗୁଣୁଗୁଣୁ ହେଉଛନ୍ତି।

 ତେବେ ଯାତ୍ରା କହିଲେ ସାଧାରଣତଃ ବୟସ୍କ ଲୋକ ମାନେ ଟିକିଏ ଅଧିକ ଦେଖିବା ପାଇଁ ପସନ୍ଦ କରିଥାନ୍ତି। ଆଉ ଅନେକ ଜାଣିଛୁ କି ବିଶେଷକରି ଗାଁ ,ଗହଳି ମାନଙ୍କରେ ବେଶି ଯାତ୍ରା ର ପ୍ରଭାବ ଟା ଦେଖିବାକୁ ମିଳିଥାଏ। ଆଉ ଏହି ଯାତ୍ରାରେ ବି ବହୁତ ଯାଦୁ ରହିଛି ।ଆଉ ଯାହା ଫଳରେ ଦର୍ଶକ ମାନଙ୍କ ହୃଦୟ କୁ ବେଶ୍ ଆକର୍ଷିତ କରିଥାଏ। ଆଉ ଦର୍ଶକଙ୍କ ମନରେ ବେଶ୍ ଅଲଗା ପ୍ରକାରର ଏକ ଖୁସି ଆସିଥାଏ।

ଆଉ ସେମାନଙ୍କର ଅଭିନୟର ଯାଦୁରେ ସମସ୍ତଙ୍କୁ ବେଶ୍ ଆକୃଷ୍ଟ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି। ତେବେ ଭାଇରାଲ୍ ହେଉଥିବା ଭିଡିଓ ଟି ହେଇଛି ଯାତ୍ରା କୋଣାର୍କ ଗଣନାଟ୍ୟ ର ଜବରଦସ୍ତ ଗୀତ। ଯାହାକୁ ଷ୍ଟେଜ୍ ରେ ଯାତ୍ରା ଜଗତର ଫେମସ୍ ଗାୟକ ଓମ କୁମାର ଗାଇଛନ୍ତି। ଆଉ ଗୀତଟି ରହିଛି ମା କୁ ଆଧାର କରି ଛୋଟି ସି ନନୀ ସି ପ୍ୟାରି ସେ ଆଇ କୋଇ ପରୀ ।

ତେବେ ସେ ଗୀତଟିକୁ ଏପରି ଭାବ ଏବଂ ରାଗ ରେ ଗାଇଛନ୍ତି ଯାହାକୁ ଆପଣ ବି ଶୁଣିଲେ ଆପଣଙ୍କ ଆଖିରେ ଲୁହ ଜୋକେଇ ଆସିବ। ତେବେ ତାଙ୍କର ସେହି ହୃଦୟସ୍ପର୍ଶୀ ଗୀତ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ମାନେ ଭାବ ବିହ୍ୱଳ ହୋଇ ପଡିଛନ୍ତି ଓ ସେହି ଗୀତର ମର୍ମକୁ ବୁଝୁଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି।

Leave a Comment