Jyotisa Shastra – ରଖିଲେ ଶିବ ମାରିବ କିଏ ! ଆଉ ମାତ୍ର 12 ଘଣ୍ଟା ପରେ ଏହି 8ଟି ରାଶିରେ ଶୁଭ ସଂଙ୍କେତ …ଏଥିରେ ଆପଣଙ୍କ ରାଶି ନାହିଁ ତ ?

ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କୁ ବହୁତ ମହତ୍ତ୍ୱ ଦିଆଯାଇଛି ।ସଂସାରରେ ଜନ୍ମ ନେଇଥିବା ସମସ୍ତ ମନୁଷ୍ୟ ସହିତ 12 ଗୋଟି ରାଶି ଯୋଡି ହୋଇ ରହିଥାଏ ।ଏହି ରାଶି ବ୍ୟବହାର ,ଭବିଷ୍ୟତ ଓ ବ୍ୟକ୍ତିଗତ ଦର୍ଶାଇଥାଏ ।ଅଲଗା ଅଲଗା ରାଶିଗୁଟିକ ହେବା କାରଣରୁ ପ୍ରତ୍ୟେକ ମନୁଷ୍ୟର ବ୍ୟବାହର ଭିନ୍ନ ହୋଇଥାଏ ।ରାଶିଗୁଡିକର କିଛି ନା କିଛି ଗ୍ରହ ଅନ୍ତର୍ଗତ ଆସିଥାଏ ।ଏଥିପାଇଁ ଗ୍ରହର ସ୍ଥିତି ରାଶିମାନଙ୍କ ଜରିଆରେ ମନୁଷ୍ୟ ଜୀବନକୁ ପ୍ରଭାବିତ କରିଥାଏ ।ଗ୍ରହଗୁଡିକ ଶୁଭ ହେବା , ଶୁଭ ଫଳ ଦେଇଥାଏ । କିନ୍ତୁ ଗ୍ରହର ଅଶୁଭ ଫଳ ଜୀବନରେ ନାନଦି କଠିନତା ଦେଇଥାଏ ।ଜ୍ୟୋତିଷ ଶାସ୍ତ୍ରରେ ସବୁଦିନ ମଣିଷ ର ଚଳନ ର ଦେଖିକରି ଦିନକୁ ଖାସ୍ ବୋଲି କୁହାଯାଇଛି ।ଯେବେ କି କିଛି ରାଶିମାନଙ୍କର ଭଲ ଯୋଗ ବନୁଅଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ରାତି ଠାରୁ ଗ୍ରହରେ ଏମିତି ପରିବର୍ତ୍ତନ ହେଉଛି କି ଯେଉଁଦ୍ୱାରା କି 5 ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ । ତେବେ ଆସନ୍ତୁ ଜାଣିବା ସେହି 5ଟି ରାଶିମାନଙ୍କ ବିଷୟରେ ।

1- ମେଷ ରାଶି- ଏହା ରାଶଇର ଲୋକମାନଙ୍କ ପାଇଁ ରାଜଯୋଗ ବନୁଅଛି । ଲମ୍ବା ସମୟ ଧରି ଯେଉଁ ଅସୁବିଧାରେ ଘେରି ହୋଇ ରହିଛନ୍ତି ଏବେ ଆପଣଙ୍କୁ ମୁକ୍ତି ମିଳିବ ।ଆପଣଙ୍କୁ ନୂଆ ଅବସର ମିଳିବ ।ଉନ୍ନତି ମିଳିବ । ଏହି ଯୋଗ ବନିବା ପରେ ନୂଆ ଲୋକଙ୍କ ସହିତ ଯୋଗ ବନିବ ।ବ୍ୟାପାରି ଙ୍କ ସହିତ ବ୍ୟବସାୟରେ ବହୁତ ଲାଭ ହେବ ।

2- ସିଂହ ରାଶି- ଏହି ରାଜଯୋଗ ସିଂହ ରାଶି ପାଇଁ ବହୁତ ଭଲ ରହିବ । ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କ କିଛି ନୂଆ ଯୋଜନା ହେବାର ଅଛି ।ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ।ଚାକିରୀ କରୁଥଇବା ପେଶା ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ ।

3- କନ୍ୟା ରାଶି- ଏହି ରାଶିର ଲୋକଙ୍କ ପାଇଁ ବଡ ଧନ ଲାଭର ଯୋଗ ବନୁଅଛି ।ବ୍ୟାପାରୀଙ୍କ ପାଇଁ ବ୍ୟାପାରରେ ଧଲ ଲାଭର ଯୋଗ ବନୁଅଛି ।ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାମରେ ସଫଳତା ମିଳିବ ।ଏହେ ଯୋଗ ପରେ ଆପଣଙ୍କ ପଇସାରେ କିଛି ଅଭାବ ରହିବ ନାହିଁ ।ଭାଗ୍ର ଭରପୁର ସାଥ ମିଳିବ ।ଯାହାର କାରଣରୁ ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ ।

4- ତୁଳା ରାଶି- ମହାଦେବ ଙ୍କ କୃପାୁରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଚାରଚାନ୍ଦ ଲାଗିଯିବ ।ଆପଣଙ୍କ ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବ ।ଭଗବାନ ଶିବ ଆପଣଙ୍କ ଉପରେ ଆଶୀର୍ବାଦ କରାଇବେ ।ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତି ହେବ ।ଆର୍ଥିକ ସ୍ଥିତିରେ କ୍ରମଶ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନ ପ୍ରାପ୍ତି ହୋଇପାରେ ।

5- କୁମ୍ଭ ରାଶି- ଏହା ରାଶିର ବ୍ୟକ୍ତିବିଶେଷମାନଙ୍କୁ ମଧ୍ୟ ଭୋଳାନାଥ ଙ୍କ କୃପା ବନି ରହିବ ।ଆର୍ଥିକ କ୍ଷେତ୍ରରେ ବି ଲାଭବାନ ହେବେ ।ବ୍ୟବସାୟରେ ବି ଚାରିଗୁଣା ଲାଭପ୍ରାପ୍ତି ହେବ ।ଯାହା ଚାହିଁବେ ସେ ସବୁ ଆପଣଙ୍କୁ ପ୍ରପ୍ତି ହେବ ।ପୂର୍ବ ଯୋଜନା ଅନୁଯାୟୀ ଆପଣଙ୍କୁ ସେ ସବୁର ଫଳ ମଧ୍ୟ ମିଳିବ ।ପାରିବାରିକ ଜୀବନରେ ମଧ୍ୟ ସୁଖସମୃ୍ଦ୍ଧି ବୃଦ୍ଧି ପାଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment