Jyotisha Shastra – ଦୀର୍ଘ 500 ବର୍ଷ ପରେ ଶାନ୍ତହେଲେ ଭୋଳାନାଥ…କାଲି ସୋମବାର ଏହି 5ଟି ରାଶିର ବ୍ୟକ୍ତି ରାଜାଭଳି ଜୀବନ କାଟିବେ ?

ପ୍ରାୟ ଲୋକ ଅଛନ୍ତି ଯେଉଁ ମାନେ ଦେବ ମହାଦେବ ଙ୍କର ଭକ୍ତ ଅଟନ୍ତି ଏବଂ ଅତି ନିଷ୍ଠା ଓ ଭକ୍ତି ର ସହିତ ପୂଜା କରି ଥାଆନ୍ତି | ତେବେ ପ୍ରତି ସୋମବାର ରେ ମଧ୍ୟ ଅନେକ ମହାଦେବ ଙ୍କର ଭକ୍ତ ଶିବ ଲିଙ୍ଗ ରେ ପାଣି ଢାଳିବାକୁ ଯାଇ ଥାଆନ୍ତି ଏବଂ କଥାରେ ମଧ୍ୟ ଅଛି ଯିଏ ନିଷ୍ଠା ର ସହିତ ମହାଦେବ ଙ୍କୁ ପୂଜା କରିବ ସେହି ଭକ୍ତ ର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ | ଆପଣ ତ ଜାଣିଛନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳଣି ରେ ପରିବର୍ତ୍ତନ ହୋଇ ଥାଏ ଆଉ ଯାହା ଦ୍ୱାରା ରାଶି ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ି ଥାଏ | ତେବେ ଭୋଳାନାଥ ଙ୍କ କୃପା ରୁ 5ଟି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଛି ଯାହା ଦ୍ୱାରା ତାଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ, ଆସନ୍ତୁ ଜାଣିବା ଏହା କେଉଁ କେଉଁ ରାଶି ଅଟନ୍ତି |

1. ବୃଷ ରାଶି :- ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ନିଜର ବୁଦ୍ଧିମତା କାରଣରୁ ଆପଣ ପ୍ରଚୁର ଧନ ଉପାର୍ଜନ କରିବେ | ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଏବଂ ନିର୍ମାଣ କ୍ଷେତ୍ରରେ ଉନ୍ନତ ମାନ ର ଫଳ ପାଇବେ | ଏହି ରାଶି ଙ୍କୁ ମହାଦେବ ଙ୍କ କୃପା ରୁ ଉନ୍ନତି ପାଇଁ ନୂଆ ମାର୍ଗ ମିଳିବ ଏବଂ ବ୍ୟବସାୟ କ୍ଷେତ୍ରରେ ସନ୍ତୁଷ୍ଟ ଲାଭ କରିବେ | ଅଫିସର ଏବଂ ସହକର୍ମୀ ମାନେ ଆପଣଙ୍କ କାମରେ ପ୍ରଶଂସା କରିବେ, ପ୍ରିୟ ଲୋକ ମାନଙ୍କ ସହିତ ସମ୍ପର୍କ ସ୍ଥାପନ ହେବ |
2. ସିଂହ ରାଶି :- ଆପଣଙ୍କର ଧନ ସହିତ ଜଡ଼ିତ ସମସ୍ୟା ଦୂରୀଭୂତ ହେବ, ଜମି ସମ୍ବନ୍ଧିତ ସମସ୍ୟା ମଧ୍ୟ ଦୂର ହୋଇ ଯିବ | ତାହା ସହିତ କିଛି ନୂଆ ମାର୍ଗ ମଧ୍ୟ ଆପଣଙ୍କୁ ମିଳିବ ଏବଂ ଚାକିରୀରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ନୂଆ ଚାକିରୀ ମଧ୍ୟ ଆପଣଙ୍କୁ ମିଳି ପାରେ | ଏହି ଲୋକ ମାନେ ନୂଆ ଲୋକଙ୍କ ସହିତ ମିଶିବେ ଯାହାକି ଆଗକୁ ଯାଇ ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ | ଏମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ହେବାକୁ ଯାଉଅଛି |

3. ମକର ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ପ୍ରାପ୍ତି ର ଯୋଗ ବନୁଅଛି, ମାନ ସମ୍ମାନ ରେ ବୃଦ୍ଧି ପାଇବ ଏବଂ ବନ୍ଧୁ ମାନଙ୍କ ସହଯୋଗ ଆପଣ ଙ୍କୁ ପ୍ରାପ୍ତ ହେବ | କୌଣସି ବନ୍ଧୁ ଙ୍କ ତରଫରୁ ଆପଣ ଙ୍କୁ ଖୁସି ଖବର ପ୍ରାପ୍ତ ହେବ ଏବଂ ପାରିବାରିକ କଲହ ସବୁ ଦୂରୀଭୂତ ହେବ | ସାଥି ଙ୍କର ସହଯୋଗ ପାଇବେ, ଅଧୁରା କାମ ପୁରା ହୋଇ ଯିବ ଏବଂ ସାମାଜିକ କାର୍ଯ୍ୟ ରେ ମଧ୍ୟ ସଫଳତା ପ୍ରାପ୍ତ କରିବେ |

4. ତୁଳା ରାଶି :- ଭୋଳା ଶଙ୍କର ଙ୍କ କୃପା ରୁ ଆପଣ ଙ୍କୁ ସରକାର କାର୍ଯ୍ୟ ରେ ସାହାଯ୍ୟ ପ୍ରାପ୍ତ ହେବ, ଉନ୍ନତି ର ନୂଆ ରାସ୍ତା ଖୋଲିବ ଏବଂ ଭଗବାନ ଙ୍କ ପ୍ରତି ଆସ୍ତା ବଢିବ | ବ୍ୟାପାର ରେ ଲାଭ ପାଇଁ ସୁଯୋଗ ପ୍ରାପ୍ତ କରିବେ ଏବଂ ଆପଣ ଧର୍ମ କାର୍ଯ୍ୟ ରେ ଅଧିକ ଅଗ୍ରାହୀ ଜଣା ଯିବେ | ମନ ପବିତ୍ର ଓ ଧର୍ମ ରେ ରହିବ ଦୁଃଖ କଷ୍ଟ ରେ ରହୁ ଥିବା ଲୋକ ଙ୍କୁ ଅନେକ ସାହାଯ୍ୟ ସହଯୋଗ ମିଳିବ |

6. କୁମ୍ଭ ରାଶି :- ଏମାନେ ବହୁତ ସରଳ ଓ ଶାନ୍ତ ସ୍ୱଭାବ ର ବ୍ୟକ୍ତି ହୋଇ ଥାଆନ୍ତି ଆଉ ଏମାନେ ମହାଦେବ ଙ୍କର ଉପାସନା କରିବାକୁ ବହୁତ ଭଲ ପାଇଥାନ୍ତି | ଏମାନେ ନିଜ ସମ୍ପର୍କ କୁ ନେଇ ବହୁତ ସିରିଏସ ହୋଇ ଥାଆନ୍ତି ଏବଂ ଏମାନେ ଅସହାୟ ଲୋକ ଙ୍କୁ ବହୁତ ସାହାଯ୍ୟ କରିଥାନ୍ତି | ଯେଉଁ ମାନେ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରିଥାନ୍ତି ଭଗବାନ ଶିବଙ୍କର ସେହି ବ୍ୟକ୍ତି ବହୁତ ପ୍ରିୟ ହୋଇ ଥାଆନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment