Jyotisha Shastra – 1980 ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ୧୯୮୦ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ହୋଇଛି ସେମାନଙ୍କ ବିଷୟରେ। ଏହା ଦ୍ଵାରା ସେହି ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୋଇଥାଏ ଏବଂ ଆଗକୁ ଆସୁଥିବା ନୂଆ ନୂଆ କଥା ବିଷୟରେ ମଧ୍ୟ ଜଣା ପଡ଼ିଥାଏ। ତେବେ ଏହା ଅନେକ ସମୟରେ ବ୍ୟକ୍ତି ଜନ୍ମ ହୋଇଥିବା ସମୟ ଓ ଜାତକ ଉପରେ ନିର୍ଭର କରିଥାଏ। ଜ୍ୟୋତିଷ ଶାସ୍ତ୍ର ରେ ଏହିସବୁକୁ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ଦିଆଯାଇଥାଏ। ତେବେ ଆମେ ବ୍ୟକ୍ତି ଜନ୍ମ ହୋଇଥିବା ମାସକୁ ଦେଖି ତାର ଚରିତ୍ର କିପରି ହୋଇଥାଏ ତାହା ଜଣା ପଡ଼ିଥାଏ। ତେବେ ଜାଣିବା ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ସ୍ୱଭାବ ବିଷୟରେ।

୧- ୧୯୮୦ ରୁ ୧୯୮୩ ମସିହା

ତେବେ କୁହାଯାଉଛି କି ଏହି ମସିହା ମାନଙ୍କରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଭାବନା ଉପରେ ଧ୍ୟାନ ଦେଉଥିବା ବ୍ୟକ୍ତି ର ସ୍ଵଭାଵ ହୋଇଥିବା ବେଳେ ସେହି ବ୍ୟକ୍ତି ମାନେ ବ୍ୟକ୍ତି ରଚନାତ୍ମକ ହୋଇଥାନ୍ତି ।

୨- ୧୯୮୧ ରୁ ୧୯୮୪ ମସିହା

ତେବେ କୁହାଯାଉଛି ଏହି ସବୁ ମସିହା ରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ୱତନ୍ତ୍ର ବିଚାର ପ୍ରକୃତି ର ହୋଇଥାନ୍ତି ।ତାହା ବ୍ୟତୀତ ସେହି ବ୍ୟକ୍ତି ଭଲ ପାଇବା କ୍ଷେତ୍ରରେ ଆଗୁଆ ଆଉ ଯାହାକୁ ଭଲ ପାଇଥାନ୍ତି ତାକୁ କେବେ ଧୋକା ଦିଅନ୍ତିନି ।

୩- ୧୯୮୨ ରୁ ୧୯୮୫ ମସିହା

ଏହିଭଳି ଏହି ବ୍ୟକ୍ତି ମାନେ ଦୟାଳୁ ଓ ଭଲ ହେବା ସହିତ ସମସ୍ତ ଙ୍କ ସହିତ ଭଲ ମିସିଥାନ୍ତି ଓ ବିଶ୍ୱାସ ଜନ୍ମେଇଥାନ୍ତି । ଏହା ବ୍ୟତୀତ ସେହି ବ୍ୟକ୍ତି ବହୁତ ପଜିଟିଭ ସ୍ଵଭାଵ ର ହୋଇଥାନ୍ତି ଓ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଓ ସବୁବେଳେ ମନ ଅନୁସାରେ କାମ କରନ୍ତି ।

୪- ୧୯୮୬ ରୁ ୧୯୮୮ ମସିହା

ଏହି ସବୁ ମସିହା ରେ ଜନ୍ମିତ ବ୍ୟକ୍ତି ମାନେ ମସ୍ତି କରିବା ସହିତ ଓ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । ସେହିଭଳି ଏହି ବ୍ୟକ୍ତି ମାନେ ବହୁତ ଦୃଢ ସ୍ଵଭାବର ହୋଇଥାନ୍ତି ଓ ସବୁ କାର୍ଯ୍ୟକୁ ନିଜେ ସମାଧାନ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି ।

୫- ୧୯୮୭ ରୁ ୧୯୮୯ ମସିହା

ତେବେ କୁହାଯାଉଛି କି କେଉଁ ବ୍ୟକ୍ତି ମାନେ ଏହି ମସିହା ମାନଙ୍କରେ ଜନ୍ମ ହୋଇଥାନ୍ତି ସେମାନଙ୍କ ପାଖରେ ଅଧିକ ଚୁମ୍ବକୀୟ ଗୁଣ ରହିଥାଏ ବୋଲି କୁହାଯାଉଛି ।

୬- ୧୯୯୦ ରୁ ୧୯୯୨ ମସିହା

ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ଧନି ହେବା ସହିତ ସେମାନଙ୍କର ବହୁତ ସାଙ୍ଗ ରହିଥାନ୍ତି ଆଉ ଯେଉଁମାନେ ଅସୁବିଧା ରେ ପଡିଲେ ମଧ୍ୟ ପରିସ୍ଥିତି ର ସାମ୍ନା କରିଥାନ୍ତି ।

୭- ୧୯୯୧ ରୁ ୧୯୯୩ ମସିହା

ତେବେ ଏହି ମସିହା ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପଜିଟିଭ ଭାବନା ର ବ୍ୟକ୍ତି ମାନେ ଜନ୍ମ ନେଇଥାନ୍ତି ଓ ତାହା ଛଡା ଏହି ମସିହା ମାନଙ୍କ ରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭଲ ଆଉ ଶାନ୍ତ ପ୍ରକୃତିର ହୋଇଥିବା ବେଳେ ଏହି ରାଶି ମାନଙ୍କରେ ଜନ୍ମିତ ବ୍ୟକ୍ତି ଯାହାକୁ ଭଲ ପାଇଥାନ୍ତି ତାହା ସହିତ ଜୀବନ ବିତାଇଥାନ୍ତି ।

୮- ୧୯୯୪ ରୁ ୧୯୯୬ ମସିହା

ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ଅନ୍ୟ ର ବିଶ୍ୱାସ ମଧ୍ୟ ଜନ୍ମେଇଥାନ୍ତି ଓ ସେହି ବ୍ୟକ୍ତି ମାନେ ବିଶ୍ୱାସନୀୟ, ସ୍ନେହୀ ଓ ଅଲଗା ସ୍ଵଭାଵ ର ହୋଇଥାନ୍ତି ବୋଲି କୁହାଯାଇଥାଏ ।

୯- ୧୯୯୫ ରୁ ୧୯୯୭ ମସିହା

ତାହା ବ୍ୟତୀତ ଏହି ସବୁ ମସିହା ରେ ଜନ୍ମିତ ବ୍ୟକ୍ତି ମାନେ ମସ୍ତି କରିବା ସହିତ ଓ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । ସେହିଭଳି ଏହି ବ୍ୟକ୍ତି ମାନେ ବହୁତ ଦୃଢ ସ୍ଵଭାବର ହୋଇଥାନ୍ତି ଓ ସବୁ କାର୍ଯ୍ୟକୁ ନିଜେ ସମାଧାନ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି ।

୧୦- ୧୯୯୮ ରୁ ୧୯୯୯ ମସିହା

ଏହା ସହିତ ଏହି ମସିହା ରେ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ମନରେ ବିଶ୍ୱାସ ଜନ୍ମଇବା ଭଳି ସ୍ଵଭାଵ ହୋଇଥାଏ । ତେବେ ମାଇଣ୍ଡ ତୀବ୍ର ହେବା ସହିତ ସମସ୍ତଙ୍କର ପସନ୍ଦ ଆସିବା ଭଳି ସ୍ଵଭାଵ ର ବ୍ୟକ୍ତି ରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି । ତାହା ବ୍ୟତୀତ ସମସ୍ତଙ୍କର ମନ କୁ କିଣି ନେଇଥାନ୍ତି ।

୧୧- ୨୦୦୦ ମସିହା

୨୦୦୦ ମସିହା ମାନଙ୍କର ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭଲ ଆଉ ଜୀବନରେ ସାହସର ସହିତ ସବୁବେଳେ ଆଗେଇଥାନ୍ତି ବୋଲି କୁହାଯାଉଛି ।ତାହା ବ୍ୟତୀତ ସେମାନେ ସମ୍ବେଦନ ଶିଳ ସ୍ଵଭାଵ ର ମଧ୍ୟ ହୋଇଥାନ୍ତି ।

Leave a Comment