ଆପଣ ଆଗରୁ ଅନେକ ପ୍ରଶ୍ନ ବିଷୟରେ ଜାଣିଥିବେ ନିଶ୍ଚିତ, ଏହି ପ୍ରଶ୍ନ ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ଅନେକ କ୍ଷେତ୍ରରେ କମରେ ଆସୁଛି। ଛାତ୍ରଛାତ୍ରୀ ମାନେ ସେମାନଙ୍କ ଜୀବନରେ ସଫଳତା ହାସଲ କରିବା ପାଇଁ ଦିନ ରାତି ଅନେକ ପରିଶ୍ରମ କରି ପାଠ ପଢୁଛନ୍ତି। ମୁଁ ଆଜି ଆପଣଙ୍କୁ ହିନ୍ଦୁ ଧର୍ମ ରେ ପୌରାଣିକ ର ଏମିତି କିଛି ପ୍ରଶ୍ନ ବିଷୟରେ କହିବି ଯାହା ଆପଣଙ୍କ ଜୀବନରେ ଅନେକ କ୍ଷେତ୍ରରେ କାମରେ ଲାଗିବ। ତେବେ ଏହିପରି କିଛି ପ୍ରଶ୍ନ ବିଷୟରେ ଜାଣିବା।
୧- ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ନାମିତ? ଉତ୍ତର -ବଡ଼ କ୍ଷେତ୍ର
୨- କେଉଁ ଦେବତାଙ୍କ ରଥ ସାତୋଟି ଘୋଡାରେ ଟଣା ଯାଏ? ଉତ୍ତର -ସୂର୍ଯ୍ୟ ଦେବଙ୍କ ରଥ
୩- ଶ୍ରୀ କୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ? ଉତ୍ତର -ଦ୍ୱାପର ଯୁଗର
୪- କେଉଁ ହିନ୍ଦୁ ଦେବତା ସର୍ବଦା ଜୋତା ପିନ୍ଧନ୍ତି? ଉତ୍ତର -ସୂର୍ଯ୍ୟ ଦେବତା
୫- ପୁରାଣରେ ଅସୁର ମାନଙ୍କ ଗୁରୁ କିଏ ଥିଲେ? ଉତ୍ତର -ଶୁକ୍ରଚାର୍ଯ୍ୟ
୬- ଶ୍ରୀ କୃଷ୍ଣଙ୍କ ଗୁରୁ କିଏ? ଉତ୍ତର -ସନ୍ଦୀପନି
୭- ଭରତଙ୍କ ପତ୍ନୀଙ୍କ ନାମ କଣ? ଉତ୍ତର -ମଣ୍ଡବି
୮- ରାଜା ଦଶହରଥଙ୍କ ତିନି ରାଣୀଙ୍କ ନାମ କଣ ଥିଲା? ଉତ୍ତର -କୌଶଲ୍ୟା, କୈକେଇ ଓ ସୁମିତ୍ରା
୯- ୧୪ ବର୍ଷ ବନ ବାସ ପ୍ରଭୁ ରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ସହିତ ଅନ୍ୟ କିଏ ଯାଇଥିଲା? ଉତ୍ତର -ସୁମନ୍ତ
୧୦- ଉର୍ମିଳା କାହାଙ୍କ ସ୍ତ୍ରୀ? ଉତ୍ତର -ଲକ୍ଷଣ
୧୧- ସମୁଦ୍ର ପାର ହେବା ପାଇଁ ହନୁମାନ କଉଁ ଠାରୁ ଡ଼ିଆ ମାରିଥିଲା? ଉତ୍ତର -ମହେନ୍ଦ୍ର ପାର୍ବତରୁ
୧୨- ରାମଙ୍କ ସୈନ ଲଙ୍କା ଯିବା ପାଇଁ କିଏ ପୋଲ ତିଆରି କରିଥିଲେ? ଉତ୍ତର -ବିଶ୍ୱକର୍ମାଙ୍କ ପୁତ୍ର ନଳ
୧୩- ରାବଣ ଯେଉଁ ଅସ୍ତ୍ରରେ ମାରିଥିଲେ ସେ ଅସ୍ତ୍ରର ନାମ କଣ? ଉତ୍ତର -ବ୍ରହ୍ମାସ୍ତ୍ର
୧୪- କେଉଁ ଦେଶର ନାମ ଅଯୋଧ୍ୟା ଥିଲା? ଉତ୍ତର -କୁଶଳ
୧୫- ରାଜା ଦଶରଥଙ୍କ ପିତା ଓ ମାତାଙ୍କ ନାମ କଣ ଥିଲା? ଉତ୍ତର -ଅଜ ଏବଂ ଇନ୍ଦୁମତୀ
୧୬- ଭାରତଙ୍କ ରାଜଧାନୀର ନାମ କଣ ଥିଲା? ଉତ୍ତର -ନନ୍ଦୀଗ୍ରାମ
୧୭- ରାଜା ଜଣକ କେଉଁ ଠାରେ ରାଜୁତି କରୁଥିଲେ? ଉତ୍ତର -ମିଥିଳା ରାଜ୍ୟରେ
୧୮-ରାବଣଙ୍କ ରାଣୀ ମାନଙ୍କ ମଧ୍ୟ୍ୟରୁ ତାଙ୍କ ପ୍ରଥମ ରାଣୀ କିଏ ଥିଲେ? ଉତ୍ତର -ମନ୍ଦନ୍ଦରୀ
୧୯-କେଉଁ ଯୁଗରେ ବିଷ୍ଣୁ ରାମଙ୍କ ଅବତାର ଧାରଣ କରିଥିଲେ? ଉତ୍ତର -ତ୍ରେତୟା ଯୁଗରେ
୨୦- ବଡ଼ ଦେଉଳର ପୂର୍ଵ ଦିଗରେ ଥିବା ଦ୍ଵାରର ନାମ କଣ? ଉତ୍ତର -ସିଂହ ଦ୍ଵାର
୨୧- ରଥ ନିର୍ମାଣ ପରେ ତିନି ରଥର ପ୍ରତିଷ୍ଠା କିଏ କରିଥିଲେ? ଉତ୍ତର -ନାରଦ