VIRAL VIDEO – କହିଲେ ରାଣୀ ପଣ୍ଡାକୁ ଫେମସ୍ କରିଛୁ ତମକୁ କରିବୁ, ନିଜ TRP ପାଇଁ ମତେ ବେଶ୍ୟା ସଜେଇ ଦେଲେ। ଅନେଇ ମହିଳା ଜଣଙ୍କ କଣ ,କହୁଛନ୍ତି ଦେଖନ୍ତୁ VIDEO

ତେବେ ରାଜଲକ୍ଷ୍ମ ମହାପାତ୍ର ନାମକ ଜଣେ ମହିଳା ଏବେ ସୋସିଆଲ ମିଡ଼ିଆ ରେ ନିଜ ସମସ୍ୟା କୁ ନେଇ ଏବେ କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇଯିବେ | କିଛି ନ୍ୟୁଜ ଚ୍ୟାନେଲ ତାଙ୍କୁ ନେଇ ଅଶ୍ଳୀଳ ଭାବରେ କିଛି ଭିଡ଼ିଓ ଉପଲୋଡ କରୁଛନ୍ତି ଯାହାକି ସେ ଏବେ ଅଭିଯୋଗ ଆଣିଛନ୍ତି | ସେ କହିଛନ୍ତି କି ଯେତେ ମୋ ସ୍ୱାମୀ ଚାଲି ଗଲା ପରେ ମୁଁ ବହୁତ ଜାଗାରେ ବାସନ ମାଜିଛି ଉପାସ ମଧ୍ୟ ରହିଛି ଆଉ ଉପାସ ରେ ପଡ଼ିଲା ପରେ ମୁଁ ଗୋଟେ ଲାଇନ କୁ ଆଦରି ନେଇ ଥିଲି ସେଟା ଅବଶ୍ୟ ଭଲ ଲାଇନ ନୁହେଁ ଖରାପ ଲାଇନ |

ମୋ ଛୋଟ ଛୋଟ ଛୁଆ କୁ ମଣିଷ କରିବା ପାଇଁ ମତେ ଏହି ବେଶ୍ୟା ବୃତ୍ତି କୁ ଆପଣେଇବା ପାଇଁ ପଡିଥିଲା | ସେହି ସମୟରେ 12 ବର୍ଷ ପର୍ଯ୍ୟନ୍ତ ମୁଁ ଜଣଙ୍କ ସହିତ ପ୍ରେମ ସମ୍ପର୍କ ରେ ଥିଲି ଆଉ ସେ ଯେତେବେଳେ ସସ୍ପେଣ୍ଡ ହୋଇ ଯାଇଥିଲେ ସେ ମୋ ଘରେ ଆସି ରହିଲେ


ଆଉ ମୋ ସହିତ ସେ ଶାରୀରିକ ସମ୍ପର୍କ ରଖିଲା ଆଉ ମୁଁ ଯେତେ ବେଳେ ତାଙ୍କୁ ପଇସା ମାଗିଲି ମୋର ନିହାତି ଦରକାର କହିକି ସେ ସେବେ ଠାରୁ ମୋ ପାଖରୁ ଦୂରେଇ ଗଲେ | ଆଉ ଏହାପରେ ମୁଁ ଗଣ ମାଧ୍ୟମ କୁ ଡକାଇ ଥିଲି ଆଉ କହିଥିଲି କି ମୋର ଏମିତି ଅସୁବିଧା ବୋଲି ଆଉ ମୋର ଦୁଃଖ କଥା ସବୁ କହିଥିଲି |

କିନ୍ତୁ ସେମାନେ କହିଲେ କି ଆପଣ ଯେପର୍ଯ୍ୟନ୍ତ ଥାନାରେ ଏଫାୟାର ନ ଦେଇଛନ୍ତି ଆପଣଙ୍କର ହେବ ନାହିଁ | ଆଉ ତାପରେ ପୁଣି ଗୋଟେ ଚ୍ୟାନେଲ ଆସିଲେ ମୁଁ ମୋ ଧୋକା ବିଷୟରେ କହି ଥିଲି ମିଡ଼ିଆ ସାମ୍ନାରେ | କିନ୍ତୁ ସେ ଚ୍ୟାନେଲ ଟିକେ ଟିକେ କରିକି ଆଉ ଅଶ୍ଳୀଳ ଭାବରେ ନ୍ୟୁଜ ହେଡିଙ୍ଗ ଦେଇକି ସେମାନେ ପକାଇଲେ | ସେଠିକା ନ୍ୟୁଜ ଚ୍ୟାନେଲ ମତେ ଏମିତି ଅଶ୍ଳୀଳ ଭାବରେ ନ୍ୟୁଜ ପକେଇକି ମତେ ଏମିତି କରି ସାରିଲେଣି ମୁଁ ଏବେ କିରୋସିନ ଢାଳିକି ମରିବି |

ଆଉ ମତେ ଏବେ କହୁଛନ୍ତି ନା କଣ ଆମେ କଣ ସେମିତି ରାଣୀପଣ୍ଡା କୁ ବି କରି ନଥିଲୁ କି, ରାଣୀପଣ୍ଡା ପୁଣି ଖରାପ ଖରାପ ବଜେଇ ବଜେଇ ଭଲ ହେଲା ନା ନାହିଁ ଆପଣ ଙ୍କୁ ମଧ୍ୟ ଆମେ ସେହି ଜାଗାରେ ନେଇ ଥାଆନ୍ତୁ | ଆଉ କହିଲେ କୁ ଜାନୁଆରୀ 26 ରେ ମତେ ଫୁଲମାଳ ଦେଇ ଥାଆନ୍ତେ ମୋର କାନ୍ଦିବା ପାଇଁ ଆଉ ଲୁହ ନାହିଁ |

ଯଦି ତମର TRP ବଢ଼ାଇବାର ଥିଲା ତେବେ ଆଉ କଣ କଲନି, ମୁଁ ଯୋଉ ଗୁଡ଼ା ସବୁ ସମାଜ ସେବା କରିଛି ମତେ କହିଲନି ମୁଁ ସେଗୁଡା କରିଥାନ୍ତି | ତାଙ୍କ ଘରେ ମା ଭଉଣୀ ନାହାଁନ୍ତି ସେଥିପାଇଁ ସେମାନେ ଏମିତି ଅଶ୍ଳୀଳ ନ୍ୟୁଜ ଛାଡ଼ୁଛନ୍ତି ବୋଲି ରାଜଲକ୍ଷ୍ମ ମହାପାତ୍ର କହିଛନ୍ତି | ତେବେ ଏଭଳି ଏକ ଖବର ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

Leave a Comment