କଳିଙ୍ଗ ଗଣନାଟ୍ୟ ଷ୍ଟେଜ ରେ ollywood ହିରୋଇନ ଅର୍ଚ୍ଚିତା ( Archita ) କଲେ କମାଲ…

ଆପଣ ମାନେ ଜାଣିଥିଲେ କି ଆମ ଓଡ଼ିଶାରେ ଓଲିଉଡ ଜଗତର ଯେମିତି ନାଁ ରହିଛି ଠିକ ସେହିଭଳି ଯାତ୍ରା ଜଗତର ମଧ୍ୟ ଗୋଟିଏ ସ୍ୱତନ୍ତ୍ର ନାଁ ରହିଛି । ଆଇ ସେହି ଯାତ୍ରା ଜଗତକୁ ମଧ୍ୟ ଆମ ଓଡ଼ିଶାରେ ରହୁଥିବା ଅଗଣିତ ଦର୍ଶକ ମାନେ ପସନ୍ଦ କରିଥାନ୍ତି ଆଉ ଯାତ୍ରା ରେ ଥିବା ନାଚ, ଗୀତ ସାଙ୍ଗକୁ ଅଭିନୟ ର ମଜା ମଧ୍ୟ ନେଇଥାନ୍ତି ।

ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ନାଚ ଆଉ ଗୀତ ରେ ଝୁମେଇଛନ୍ତି କଳାକାର ମାନେ ଦର୍ଶକ ଙ୍କୁ । ତାହା ସହିତ ଓଲିଉଡ ର ଜଣାଶୁଣା ଚୁଲବୁଲି ଏବଂ ଲୋକପ୍ରିୟ ନାୟିକା ସୁନ୍ଦରୀ ଅର୍ଚ୍ଚିତା ସାହୁ ଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା ।


ଏଠାରେ କୁହାଯାଇଛି କି ଦୁର୍ଗାପୂଜା ଅବସରରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ନିଜର ସଂଗୀତ ର ଯାଦୁ ରେ ମୋତୁଆଲା କରିବା ସହିତ ଷ୍ଟେଜ ରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଯାତ୍ରା କଳାକାର ମାନେ ।ଆଉ ଦେଖାଯାଉଛି କି କଳିଙ୍ଗ ଗଣନାଟ୍ୟ ରେ ଦେଖିବାକୁ ମିଳିଛି କି ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ଡାନ୍ସ କରିବା ପାଇଁ ଲାଗିଛନ୍ତି ଯାତ୍ରା କଳାକାର ମାନେ ।

ଆଉ ଦର୍ଶକ ମାନଙ୍କୁ ଏଣ୍ଟେଟେଣ୍ଟମେନ କରିବା ସହିତ ନିଜର ଡାନ୍ସ ରେ ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରିଛି ବୋଲି ଦେଖିବାକୁ ମିଳିଛି ।ଆଉ ତାପରେ ଅର୍ଚ୍ଚିତା ତାଙ୍କ ଫିଲ୍ମର ଗୋଟିଏ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା ,ଆଉ ଯେଉଁ ଗୀତଟି ହେଉଛି ତୋ ଆଖିରେ ମୁଁ ,ମୋ ଆଖିରେ ତୁ ।

ତେବେ ସେହି ଯାତ୍ରା ମଞ୍ଚ ରେ ଦେଖିବାକୁ ମିଳିଛି କି ଡାନ୍ସ ସାଙ୍ଗକୁ ଏଙ୍କରିଙ୍ଗ ର ଯାଦୁ ମଧ୍ୟ ଦେଖିବାକୁ ମିଳିଛି ।ଆଉ ସୁନ୍ଦର ଭାବରେ ଶ୍ଳୋକ କହି ଦର୍ଶକ ମାନ୍ନାକର ହୃଦୟରେ ଏକ ସ୍ୱତନ୍ତ୍ର ଘର କରି ପାରିଛନ୍ତି ଦର୍ଶକ ଯାତ୍ରା କଳାକାର ମାନେ । ତାହା ବ୍ୟତୀତ ନିଜର ଡାନ୍ସ ଆଉ କଥା ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ପାରିଛନ୍ତି ସେ ହେଉଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।ଆଉ ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ସେହି କଳାକାର ଜଣଙ୍କ । ଆଉ ଷ୍ଟେଜ ରେ ତାଙ୍କର ଦମଦାର ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ତାଙ୍କ ସହିତ ଝୁମିଯାଇଛନ୍ତି ।

ତେବେ ଆପଣ ମାନେ ତ ଅନେକ ସମୟରେ ଅନେକ ପ୍ରକାରର ଡାନ୍ସ ଦେଖିବାକୁ ପାଉଥିବେ ଯାତ୍ରା ମଞ୍ଚରେ । ତେବେ ଏଠାରେ ଲୋକ ମାନଙ୍କର ମନକୁ ଏଣ୍ଟରଟେନମେଣ୍ଟ କରିବା ପାଇଁ ଯେଉଁ ଭଳି ଭାବରେ ଡାନ୍ସ କରାଯାଉଛି ଯାହାକୁ ଦେଖି ଉପସ୍ଥିତ ଦର୍ଶକ ମାନେ ମଧ୍ୟ ମଜା ନେଇଛନ୍ତି ଆଉ ଝୁମି ଯାଇଛନ୍ତି । ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Leave a Comment