,କେଉଁ ଦୁଇଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ ୧୩ ହେଇଥାଏ,ବୁଦ୍ଧିମାନ ଲୋକ କେବେ ଭୁଲ କହିବେ ନାହିଁ,ଦେବେ ସଠିକ ଉତ୍ତର…

ଆମର ଓଡ଼ିଆ ରେ ଏମିତି କିଛି ପ୍ରଶ୍ନ ରହିଛି ଯାହାର ଉତ୍ତର ଆମେ ମାନେ ଖୋଜିଲେ ମଧ୍ୟ ସହଜରେ ପାଇ ନ ଥାଉ | ଆଉ ଯେଉଁ ପ୍ରଶ୍ନ କୁ ଶୁଣିଲେ ଆପଣଙ୍କୁ ଶୁଣିଲା ଭଳିଆ ଲାଗିପାରେ କିନ୍ତୁ ପ୍ରଶ୍ନ ର ଉତ୍ତର ଦେବା ଏତେ ସହଜ ହୋଇ ନ ଥାଏ | ଆଉ ଯାହା IAS ପ୍ରଶ୍ନ ଉତ୍ତର ଭଳି ହୋଇଥାଏ | ତାହେଲେ ଆମ ଓଡ଼ିଆ ରେ ମଧ୍ୟ ସେହିଭଳି କିଛି ପ୍ରଶ୍ନ ରହିଛି | ଆଉ ଯାହାର ଉତ୍ତର ଆମେ ସହଜରେ ଜାଣି ପାରି ନ ଥାଉ, ଆଉ ଯାହାର ଉତ୍ତର ଦେବା ଆମ ପକ୍ଷରେ ସେତେ ସୁବିଧା ହୋଇ ନ ଥାଏ | ତାହେଲେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଆଉ ଉତ୍ତର ବିଷୟରେ ଆଜି ଆମେ ମାନେ ଆଲୋଚନା କରିବା |

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି l ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

1-ବଙ୍ଗଳାର ଦୁଃଖ କାହାକୁ କହନ୍ତି ?
ଉତ୍ତର :-ଦାମୋଦର ନଦୀ
2-“ଦାସ କ୍ୟାପିଟାଲ “ପୁସ୍ତକ ର ଲେଖକ କିଏ?
ଉତ୍ତର :-କାଲମାର୍କସ
3-ଏକ ଗ୍ରାମ ୱେଟରେ କେତେ ଡାଇନି ?
ଉତ୍ତର :-981

4-ଡିପଥେରିଆ ରୋଗ ମଣିଷର କେଉଁ ଅଙ୍ଗରେ ହୋଇଥାଏ ?
ଉତ୍ତର :-ଗଳା
5-ଦୂରସ୍ଥ ବସ୍ତୁକୁ ନିକଟରେ ଦେଖିବା ପାଇଁ କେଉଁ ଯନ୍ତ୍ରଣା ବ୍ୟବହାର କରାଯାଏ ?
ଉତ୍ତର :-ବାଇନ କୁଲାର
6-ପ୍ରଥମ 20-20 ବିଶ୍ୱକପ କ୍ରିକେଟ ଚମ୍ପିୟାନ କିଏ ?
ଉତ୍ତର :-ଭାରତ
7-କେନ୍ଦ୍ରୀୟ ଡ୍ରଗସ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ କେଉଁଠାରେ ଅବସ୍ଥିତ ?
ଉତ୍ତର :-ଲକ୍ଷ୍ନୌ
8-ଏକ ସୁସ୍ଥ ମାନବର ମିନିଟ ପ୍ରତି ସ୍ପଦନ କେତେ ଥର ହୋଇଥାଏ ?
ଉତ୍ତର :-72

9-ସର୍ବତ୍କୃଷ୍ଟ ବିଦ୍ୟୁତ ପରିବାହୀ କିଏ ?
ଉତ୍ତର :-ସିଲଭର

10-ଆଦମ ବ୍ରିଜ କେଉଁ କେଉଁ ଦେଶକୁ ସଂଯୁକ୍ତ କରୁଛି ?
ଉତ୍ତର :-ଭାରତ ଓ ଅଫଗାନିସ୍ତାନ

11-ହିନ୍ଦୁ ପୌରାଣିକ କଥା ଅନୁସାରେ ଦେବଗୁରୁ ବୃହସ୍ପତିଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ନାମ କଣ ?
ଉତ୍ତର :-ତାରା
12-ଆକାଶରେ ସପ୍ତର୍ଷି ମଣ୍ଡଳ ସମସ୍ତେ ଦେଖିଛନ୍ତି ଶିଶୁମାରାପୁଞ୍ଜ କେଉଁ ଦିଗରେ ଦେଖାଯାଏ ?
ଉତ୍ତର :-ଉତ୍ତର


13-ଇନ କୀଲାବ ଜିନ୍ଦାବାଦ ସ୍ଲୋଗାନ କେଉଁ ସ୍ୱାଧୀନତା ସଂଗ୍ରାମୀ ଦ୍ଵାରା ପ୍ରଚଳିତ ହୋଇଥିଲା ?
ଉତ୍ତର :-ଭଗତସିଂହ
14-ଚିକିତ୍ସା ବିଜ୍ଞାନରେ କିଏ “କଲେରା “ରୋଗରେ ପ୍ରତିରୋଧକ ଟୀକା ଆବିଷ୍କାର କରିଥିଲେ ?
ଉତ୍ତର :-ଲୁଇପାଶ୍ଚର


15. କେଉଁ ଦୁଇଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ 13 ହେଇଥାଏ ?
ଉତ୍ତର :- 13 ଓ 1 କୁ ଗୁଣନ କଲେ ଗୁଣଫଳ 13 ହେଇଥାଏ

Leave a Comment