କେମିତି ଥିଲା ରୂପା ପିଣ୍ଟୁ ( Rupa Pintu ) ଙ୍କ ନୂଆ ଆଲବମ ମେଘ ନନ୍ଦିନୀ… ଦେଖନ୍ତୁ Video

ସୋସିଆଲ ମିଡିଆରେ ବର୍ତ୍ତମାନ ହୋଇ ଚଇ ସୃଷ୍ଟି କରିଛି ସେହି ନୂଆ ମ୍ୟୁଜିକାଲ ଭିଡିଓ ଯାହା ଗତ କାଲି ରିଲିଜ ହେବାରେ ଲାଗିଛି । ତେବେ ଆମେ ଜାଣିଛୁ କି ନିଜର ନୂଆ ନୂଆ ଭିଡିଓ ଗୁଡିଓ ସୋସିଆଲ ମିଡିଆରେ ଭାଇରାଲ କରେଇ ସମସ୍ତଙ୍କର ପ୍ରସଂଶା ର ପାତ୍ର ହେବାକୁ ଲାଗିଛନ୍ତି ରୁପା ଓ ପିଣ୍ଟୁ । ତେବେ ନମ୍ବର 1 ଭ୍ଲୋଗର ଭାବରେ ଓଡିଶା ରେ ବେଶ ପ୍ରସଂଶା ଅର୍ଜନ କରିଥିବା ରୁପା ଆଉ ପିଣ୍ଟୁ ଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଯାହା ଗୋଟିଏ ଗାଁ ରେ ସୁଟିଂ ହୋଇଥିଲା। ଆଉ ଯେଉଁ ସୁଟିଂ ର କିଛି ଝଲକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତାହେଲେ ଭାଇରାଲ ହେଉଥିବା ସେହି ମ୍ୟୁଜିକାଲ ଭିଡିଓ ଉପରେ ଟିକିଏ ନଜର ପକାଇବା ।

ତେବେ ଯାହା ଦେଖିବାକୁ ମିଳିଛି କି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ସୁଟିଂ ସେଟ ର କେତେକ ଭିଡିଓ । ଆଉ ଯାହା ଦେଖିବାକୁ ମିଳିଛି କି ରୁପା ଆଉ ପିଣ୍ଟୁ ଙ୍କର ଏକ ନୂଆ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି । ଆଉ ଯେଉଁ ମ୍ୟୁଜିକ ଭିଡିଓ ଟିର ନାଁ ହେଉଛି ମେଘ ନନ୍ଦିନୀ । ଆଉ ଯାହା ଏକ ଗାଁ ରେ ସୁଟିଂ ହୋଇଛି । ତେବେ ଯାହା ଦେଖିବାକୁ ମିଳିଛି ଏକ ଗାଉଁଲି ଷ୍ଟାଇଲ ରେ ଗୀତ ଟି ସୁଟିଂ ହୋଇଥିଲା ।ଆଉ ଯେଉଁଥିରେ ଏକ ଲଭ ଷ୍ଟୋରି କୁ ନେଇକି ଭିଡିଓ ଟି ହେଇଛି ।


ବହୁତ ସୁନ୍ଦର ଭାବରେ ପିଣ୍ଟୁ ତାଙ୍କର ଅଭିନୟ ସାଙ୍ଗକୁ ନାଚ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ଓ ଏକାଠି ମିଶି ହାଣ୍ଡିଆ ଖାଇବା ର ଭିଡିଓ ଯାହା ସେହି ମ୍ୟୁଜିକ ଭିଡିଓ ଟିରେ ରହିଛି ତାହାର ସୁଟିଂ ଆପଣ ଅନ୍ୟ ଏକ ଭିଡିଓ ରେ ମଧ୍ୟ ଦେଖି ପାରିବେ । ଆଉ ଗାଁ ରେ ଏହିଭଳି ଭାବରେ ରୁପା ଆଉ ପିଣ୍ଟୁ ଙ୍କୁ ଦେଖିବାକୁ ପାଇଁ ଗାଁ ବାସୀ ମାନେ ବହୁତ ଖୁସି ହୋଇଯାଇଛନ୍ତି । ଆଉ ଯାହା ଦେଖିବାକୁ ମିଳିଛି କି ସମସ୍ତେ ସେହି ସୁଟିଂ କୁ ଦେଖିବା ପାଇଁ ମଧ୍ୟ ଆସୁଛନ୍ତି ।


ତେବେ ଗାଁ ରେ ଏହିଭଳି ଭାବରେ ସୁଟିଂ କୁ ନେଇକି ବହୁତ ଖୁସି ଥିବାର ଦେଖିବାକୁ ମିଳୁଛି ପିଣ୍ଟୁ ଆଉ ରୁପା ଙ୍କୁ । ଆଉ ଯାହା କୁହାଯାଉଛି କି “ମେଘ ନନ୍ଦିନୀ ” ମ୍ୟୁଜିକ ଭିଡିଓ ଟିର ସୁଟିଂ ବହୁତ ଭଲ ହୋଇଛି ଓ ଯାହା ରିଲିଜ୍ ହୋଇ ସାରିଛି, ଆଉ ସମସ୍ତଙ୍କୁ ଗୀତଟି ବହୁତ ପସନ୍ଦ ଲାଗିଛି। ସମସ୍ତେ ବହୁତ ଭଲ ଭଲ ପ୍ରତିକ୍ରିୟା ଦେଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment