IAS INTERVIEW – କେଉଁ ଫୁଲର ଆକାର ମଣିଷର ଓଠ ଭଳି ହୋଇଥାଏ ?ସାହାସ ଅଛିତ ଉତର ଦିଅ …

ତେବେ ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି | କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ତେବେ ଆଜି ଏଭଳି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା ଯାହାକି ଭବିଷ୍ୟତ ରେ ଆପଣ ଙ୍କର ନିହାତି କାମରେ ଆସିବ |

1. ଏମିତି କେଉଁ ଗଛ ଅଛି ଯିଏକି ମାଂସ ଖାଇଥାଏ ?
ଉତ୍ତର :- ଭେନୁଷ ଫ୍ଲାଇ ଟ୍ରାପ
2. ଡେନମାର୍କ ଦେଶର ସାଂସଦର ନାମ କଣ ଅଟେ ?
ଉତ୍ତର :- ଫୋଲକେଟିଙ୍ଗ
3. କେଉଁ ଦେଶର ଲୋକ ମାନେ ଭାରତରେ ବୁଲି ପାରିବେ ନାହିଁ ?
ଉତ୍ତର :- ଉତ୍ତର କୋରିଆ

4. ପ୍ରତେକ ମନୁଷ୍ୟ ଶୋଇବା ପରେ ତାର କେଉଁ ଅଙ୍ଗ ଛୋଟ ହୋଇ ଯାଇଥାଏ ?
ଉତ୍ତର :- ଆଖି ଡୋଳା
5. ଶୋଇବା ସମୟରେ ମୁଣ୍ଡ କଣ ଖୋଜି ଥାଏ ?
ଉତ୍ତର :- ତକିଆ

6. ଭାରତର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉତ୍ତର :- ରାଜୀବ ଗାନ୍ଧୀ
7. କେଉଁ ପକ୍ଷୀର ପର ନଥାଏ ?
ଉତ୍ତର :- କି୍ୱି ପକ୍ଷୀ
8. ଭାରତର ସବୁଠୁ ବଡ଼ ବ୍ୟାଙ୍କର ନାମ କଣ ଅଟେ ?
ଉତ୍ତର :- ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ

9. ଉତ୍ତରପ୍ରଦେଶ ର ମୁଖ୍ୟ ଲୋକ ନୃତ୍ୟ ର ନାମ କଣ ଅଟେ ?
ଉତ୍ତର :- ଚାଚାରୀ
10. ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉତ୍ତର :- ଇନ୍ଦିରା ଗାନ୍ଧୀ
11. ଭାରତର ସବୁଠୁ ବଡ଼ ରାଜ୍ୟ କଣ ଅଟେ ?
ଉତ୍ତର :- ରାଜସ୍ଥାନ
12. କେଉଁ ଫୁଲର ଆକାର ମଣିଷର ଓଠ ଭଳି ହୋଇଥାଏ ?
ଉତ୍ତର :- ହକର ଲିପ୍ସ ଫ୍ଲାୱାର
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment