ଲକ୍ଷାଧିକ ଟଙ୍କା ଫେଲ୍ ହୋଇଯିବ ଏହି ମେଡିସିନ୍ ଆଗରେ। ଏହି ପତ୍ର ଅମୃତ ଠୁ କମ୍ ନୁହେଁ। ଆୟୁର୍ବେଦ ରେ ତୁଳସୀ କୁ ଅମୃତ ସମାନ କୁହାଯାଇଅଛି। ଯଦି ତୁଳସୀ ପତ୍ର କୁ ଗଛରୁ ତୋଳି ଏମିତି ଖାଉଛନ୍ତି ତେବେ ଆପଣ ବହୁତ ବଡ଼ ଭୁଲ କରୁଛନ୍ତି। ତୁଳସୀ ପତ୍ର ରେ ପାରା ନାମକ ବିଷ ରହିଥାଏ। ଯଦି ତାହାକୁ ଡାଇରେକ୍ଟ ଚୋବେଇ ସକାରୁ ଖାଲି ପେଟରେ ଖାଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଏହା ଧୀରେ ଧୀରେ କିଛି ବର୍ଷ ମଧ୍ୟରେ ଆପଣଙ୍କ ଦାନ୍ତ କୁ ସଢ଼େଇ ଦେବ।
କାରଣ ଏହା ମଧ୍ୟରୁ ଯେଉଁ ପାରା ନାମକ ବିଷ ମିଳିଥାଏ ଏହି ଗଛକୁ ପୋକ କାଟିବାରୁ ବଞ୍ଚେଇ ଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହାର ଠିକ୍ ସେବନ ଉପାୟ ବିଷୟରେ ଜଣେଇବୁ ଏବଂ ଆୟୁର୍ବେଦ ରେ ତୁଳସୀ ପତ୍ର ର ୨୧ ପ୍ରକାର ଫାଇଦା ବିଷୟରେ କହିବୁ।
ବିଭିନ୍ନ ପ୍ରକାରର ଗମ୍ଭୀର ରୋଗରେ ପ୍ରୟୋଗ କରି ଭଲ ହୋଇ ପାରିବେ। ତେବେ ବର୍ତ୍ତମାନ ଜାଣିବା ଏହି ଡ୍ରିଙ୍କ୍ କିପରି ପ୍ରସ୍ତୁତ ହୋଇଥାଏ।
ପ୍ରସ୍ତୁତି –
ଏହି ଡ୍ରିଙ୍କ୍ ବନେଇବା ପାଇଁ ୮ ରୁ ୧୦ ଟି ତୁଳସୀ ପତ୍ର ନିଅନ୍ତୁ। ତାପରେ ଏକ ତମ୍ବା ପାତ୍ର ବା ଯେ କୌଣସି ପାତ୍ରରେ ଏକ ଗ୍ଲାସ ପାଣି ନେଇ ଫୁଟାନ୍ତୁ। ତାପରେ ସେଥିରେ ଅଳ୍ପ ଗୋଲମରିଚ ପକାନ୍ତୁ। ତାପରେ ଏକ ରୁ ଦୁଇଟି ଲବଙ୍ଗ ନେଇ ପକାନ୍ତୁ। ତା ସହିତ ଅଳ୍ପ ଆମଲା ଚୂର୍ଣ୍ଣ ପକାନ୍ତୁ। ଯେଉଁ ମାନଙ୍କୁ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଅଛି ସେମାନେ ଏଥିରେ ଏକ ଛୋଟ ଖଣ୍ଡ ର ଡାଲଚିନି ବ୍ୟବହାର କରି ପାରିବେ।
ତାପରେ ସେଥିରେ ୨ ରୁ ୩ ଟି କଞ୍ଚା ନିମ୍ବ ପତ୍ର ପକାନ୍ତୁ।ଏକ ଗ୍ଲାସ୍ ପାଣି ନେଇଥିଲେ, ତାହା ଫୁଟି ଅଧା ଗ୍ଲାସ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏହି ପାଣିର ସେବନ କରିବା ଦ୍ୱାରା ଆପଣଙ୍କୁ ଚମତ୍କାରିତା ଫାଇଦା ଦେଖିବାକୁ ମିଳିବ। ତେବେ ଏହାର ୫ଟି ଫାଇଦା ବିଷୟରେ କହିବୁ।
ପ୍ରଥମତଃ ଯଦି ଆପଣଙ୍କ ପ୍ରତିରୋଧକ ଶକ୍ତି କମ ଅଛି ତେବେ ଏହାକୁ ବଢ଼େଇବାରେ ଜବରଦସ୍ତ ଘରୋଇ ଉପଚାର ଅଟେ।
ଦ୍ୱିତୀୟତଃ ଯେଉଁ ଲୋକଙ୍କୁ ପୁରୁଷ ବା ମହିଳା ଆଳସ୍ୟ ବା ଦୁର୍ବଳତା ଅଧିକ ଅଛି, ରକ୍ତର ଅଭାବ ରହିଛି ସେମାନଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ।
ତୃତୀୟରେ ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ଥିଲେ ସେମାନେ ମଧ୍ୟ ଏହାକୁ ପ୍ରୟୋଗ କରି ପାରିବେ।
ଚତୁର୍ଥରେ ଯେଉଁ ମାନଙ୍କୁ ଥାଇରୋଏଡ଼୍ ଭଳି ସମସ୍ୟା ଅଛି ସେମାନେ ମଧ୍ୟ ଏହି ଉପଚାର ଦ୍ୱାରା ଥାଇରୋଏଡ଼୍ ଭଳି ସମସ୍ୟା କୁ ଦୂର କରି ପାରିବେ।
ପଞ୍ଚମରେ ଏହା ଆପଣଙ୍କ ପାଚନ ତନ୍ତ୍ର କୁ ମଜବୁତ୍ କରିଥାଏ। ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରେ।
ସେବନ –
ଏହାକୁ ବନେଇ ସାରିବା ପରେ ଆପଣ ପ୍ରତିଦିନ ଏହାକୁ ସକାଳୁ ଚା ପରି ସେବନ କରନ୍ତୁ ଦେଖିବେ ଯାହା ବି ସମସ୍ୟା ଥିବ ତାହା ସବୁ ଦୂର ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।