Jyotish Shastra -କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସାରେ କରନ୍ତୁ ଏହି 5ଟି ପୁର୍ଣ୍ୟ କାମ ପ୍ରାପ୍ତି ହେବ | ଅଚାନକ ହେବ ଘରେ ହେବ ଧନର ବର୍ଷା….

କାର୍ତ୍ତିକ ପୂର୍ଣ୍ଣିମା ରେ ବନୁଅଛି ଏକ ବିଶେଷ ମହାସଂଯୋଗ, ଏହି 6ଟି କାମ କରିବା ପାଇଁ କେବେ ବି ଭୁଲନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ | ଶାସ୍ତ୍ର ପୁରାଣ ରେ କାର୍ତ୍ତିକ ପୂର୍ଣ୍ଣିମା ର ବିଶେଷ ମହତ୍ୱ ରହିଅଛି, ଏହି ଦିନରେ ବିଶେଷ ଭାବରେ ପୂଜା ଅର୍ଚନା କରି ସମସ୍ତ ଦେବା ଦେବୀ ଙ୍କୁ ପ୍ରସନ୍ନ କରାଯାଇ ପାରିବ | ବର୍ଷ 2022 ର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର 8 ତାରିଖ ରେ ପଡ଼ିବାକୁ ଯାଉଅଛି |

ଏହି ଦିନ ଘରର ମୁଖ୍ୟ ଦ୍ୱାରକୁ ସୁନ୍ଦର ଭାବରେ ସଜାନ୍ତୁ, କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ କାଳରେ ଉଠି ସମସ୍ତ ଘରକୁ ସଫା ସୁତୁରା କରି, ସ୍ନାନ ଆଦି କରି ଭଗବାନ ଙ୍କର ନାଁ କୁ ଉଚ୍ଚାରଣ କରି, ଘରର ଦ୍ୱାରରେ ସ୍ୱସ୍ତିକ ଚି଼ହ୍ନ ଟି ଅବଶ୍ୟ ବନାନ୍ତୁ | କୁହାଯାଇ ଥାଏ କି ଏପରି କରିବା ଦ୍ୱାରା ଗୃହ କୁ ମା ଲକ୍ଷ୍ମୀ ଙ୍କର ଆଗମନ ହୋଇ ଥାଏ ଏବଂ ଗୃହ ରୁ ସମସ୍ତ ପ୍ରକାର ଦୁଃଖ ଦରିଦ୍ରତା ଦୂର ହୋଇ ଯାଇଥାଏ | ମନ୍ଦିର ଯାଇ ଦୀପ ଦାନ କରନ୍ତୁ, ଶାସ୍ତ୍ର ମାନଙ୍କରେ ଏମିତି ମାନ୍ୟତା ରହିଛି କି ବହୁ ଥିବା ନଦୀ, ଜଳ ଏବଂ ପୋଖରୀ ଆଦିରେ ଦୀପ ଦାନ କରିବା ଆବଶ୍ୟକ ହୋଇଥାଏ |

ଯଦି ସମ୍ଭବ ହୁଏତ କୌଣସି ଶିବ ମନ୍ଦିର କୁ ଯାଇ ସୁଧ ଘିଅ ରେ ଦୀପ ଟିଏ ଅବଶ୍ୟ ଜାଳନ୍ତୁ | ଏହି ଦିନ ବନୁ ଥିବା ସମୃଦ୍ଧି ଯୋଗ ଦିନ ଶିବ ମନ୍ଦିର କୁ ଯାଇ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଏବଂ ଶିବ ମନ୍ତ୍ର 108 ଥର ଜପ କରନ୍ତୁ | ତେବେ ଏହା ଆପଣଙ୍କ ପାଇଁ ବହୁତ ହିଁ ଶୁଭ ପ୍ରଭାବ ରଖିଥାଏ, ଏପରି କରିବା ଦ୍ୱାରା ବ୍ୟକ୍ତି ଙ୍କୁ ପୂଜା ଫଳ ନିଶ୍ଚିତ ପ୍ରାପ୍ତି ହୋଇଥାଏ ଏବଂ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ | କୌଣସି ଆବଶ୍ୟକତା ଥିବା ବ୍ୟକ୍ତି ଙ୍କୁ ଚାଉଳ ର ଦାନ କରନ୍ତୁ, ଏପରି ବିଚାର କରାଯାଏ କି ଚାଉଳ ର ସମ୍ବନ୍ଧ ଚନ୍ଦ୍ରମା ଙ୍କ ସହିତ ରହିଥାଏ ଯାହାଦ୍ୱାରା ଖୁବ ଶୁଭ ଫଳ ପ୍ରାପ୍ତି ହୋଇଥାଏ |

ଯେଉଁ ମାନଙ୍କ କୁଣ୍ଡଳୀ ରେ ଚନ୍ଦ୍ରମା ପ୍ରତିକୂଳ ସ୍ଥିତିରେ ରହିଥାଏ ତାଙ୍କୁ ବି ଏହି ବିଶେଷ ଦିନରେ ଚାଉଳ ଦାନ କରିବା ଉଚିତ | ଯଦି ଏହି ଦିନରେ ମା ତୁଳସୀ ଙ୍କର ପୂଜା ଅର୍ଚନା କରାଯାଏ କାରଣ ଏହାଦ୍ୱାରା ଅଦ୍ଭୁତ ଫଳ ପ୍ରାପ୍ତି ହୋଇଥାଏ | ବୈଭବ ଲକ୍ଷ୍ମୀ ବ୍ରତ ଆରମ୍ଭ କରନ୍ତୁ ଏହି ବ୍ରତ ଜୀବନରେ ସୁଖ ସମୃଦ୍ଧି ବଢାଇବା ପାଇଁ କରାଯାଇ ଥାଏ | ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମସ୍ୟ ଅବତାର ଧାରଣ କରି ଥିଲେ, କୁହାଯାଏ କି ଏହି ଦିନରେ ବ୍ରହ୍ମ ମୁହୂର୍ତ୍ତ ରେ ସ୍ନାନ କରି ଭଗବାନ ଙ୍କର ଦର୍ଶନ କରିବା ଦ୍ୱାରା ଏବଂ ଦୀପ ଦାନ କରିବା ଦ୍ୱାରା ଦଶ ଯଂଜ୍ଞ ସମାନ ଫଳ ଆପଣଙ୍କୁ ପ୍ରାପ୍ତି ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment