କୁନି ବୟସରେ ବହି ଲେଖି ପବ୍ଲିଶ କଲେ olllywood ଅଭିନେତା ହରିଙ୍କ ଝିଅ ତବିଶ ତନୟା ମହାପାତ୍ର -ଦେଖନ୍ତୁ video

ବହୁତ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ର ଭିଡ଼ିଓ ଭାଇରାଲ ହେଉଥିବା ର ଆପଣ ମାନେ ସମସ୍ତେ ଦେଖିଥିବେ | ତେବେ ଏହି ସମସ୍ତ ଭାଇରାଲ ଭିଡ଼ିଓ ଭିତରୁ କେତେକ ଆମକୁ ଭଲ ଲାଗିଥାଏ ତୋ ପୁଣି କେତେକ ଭିଡ଼ିଓ ଆମ ମନକୁ ନିରାଶ କରିଥାଏ | ତେବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଦର୍ଶକ ମାନଙ୍କ ମନ କୁ ଛୁଇଁଛି ବୋଲି ଜଣା ପଡିଛି | ତାହାଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଏବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଦେଖା ଯାଇଛି ତାହା ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ହର ହର ମହାପାତ୍ର ଙ୍କର | ତେଵେ ନିଜର ଅଭିନୟ ମାଧ୍ୟମ ସେ ଲୋକଙ୍କ ମନ କୁ ଜିତି ଆଜି ସେ ଏ ସ୍ଥାନରେ ପହଞ୍ଚିଛନ୍ତି | 1995 ମସିହା ଠାରୁ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜକୁ ନିୟଜିତ କରିବା ପରେ |

ସେବେ ଠାରୁ ସେ ଦର୍ଶକ ମାନଙ୍କ ମନ ରେ ହସ ଭରି ଆସିଛନ୍ତି | କୁହାଯାଏ ଯେ ଦୁନିଆରେ ସବୁଠାରୁକ୍ଯୁ କଷ୍ଟ କାମ ହେଉଛି କାହାକୁ ହସାଇବା | ତେବେ ସେ ନିଜକୁ 1995 ମସିହା ଠାରୁ ଲୋକଙ୍କ ମୁହଁରେ ହସ ଫୁଟାଇବା ନିଜକୁ ସମର୍ପଣ କରିଛନ୍ତି | ଖାଲି ଏତିକି ନୁହେଁ ସେ ଜଣେ ଭଲ ରାଜନେତା ବୋଲି ମଧ୍ୟ କୁହାଯାଏ |

ତେଵେ ଏବେ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେଥିରେ ହରିହର ମହାପାତ୍ର ନିଜ ଝିଅ ତବିଶି ମହାପାତ୍ର ପାଇଁ ସାମ୍ନାକୁ ଆସିଛନ୍ତି । ତେବେ ଗତ କାଲି ଓଡିଆ ଅଭିନେତା ହରିଙ୍କ ଝିଅର ଜନ୍ମ ଦିନ ଥିଲା । ଆଉ ଗତ କାଲି ତାଙ୍କ ଝିଅର ଏକ ବହି ଉନ୍ମୋଚନ ହୋଇଛି ।

ଆଉ ଏହି ଅବସରରେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ତବିଶିଙ୍କୁ ବହୁତ ସାରା ଆର୍ଶିବାଦ ମଧ୍ୟ ଦେଇଥିଲେ । ତେବେ ଅଭିନେତ୍ରୀ ବର୍ଷା କହିଛନ୍ତି କୁନି ଝିଅଟି ବହି ଲେଖିଛି ମୁଁ ବହୁତ ଖୁସି ମୋତେ ଗର୍ବ ଅନୁଭବ ହେଉଛି । ସେ ଗୋଟେ କୁନି ପ୍ରତିଭା ନିଜ ପ୍ରତିଭାକୁ ସିଏ ଆବିଷ୍କାର କରିଛନ୍ତି ତାବିଶି ମହାପାତ୍ର ।

ତେବେ ଏନେଇ ହରି କହିଛନ୍ତି ଛୋଟ ବେଳୁ ତାର ଲେଖିବାରେ ବହୁତ ଆଗ୍ରହ ଥିଲା ତେଣୁ ଆମେ ତାକୁ ଉତ୍ସାହିତ କରୁଥିଲୁ । ଆଉ ଦୀର୍ଘ 2 ବର୍ଷର ପ୍ରଚେଷ୍ଠା ବଳରେ ମାତ୍ର 11 ବର୍ଷ ବୟସରେ ସେ କ୍ଲାସ4 ପାଇଁ ଏକ ସୁନ୍ଦର ବହି ଯାହାର ନାମ ରହିଛି Birds are being to Fly l ତେଣୁ ମୁଁ ତା ପାଇଁ ବହୁତ ଗର୍ବିତ । ତେବେ ମୋର ମଧ୍ୟ ସାହିତ୍ୟ ଲେଖିବାରେ ବହୁତ ଆଗ୍ରହ ଥିଲା କିନ୍ତୁ ସେ ସ୍ଵପ୍ନକୁ ଆଜି ତାଙ୍କର ଝିିଅ ପୂରଣ କରିଛି। ତେବେ ଏହି ପୁସ୍ତକଟିକୁ ନ୍ୟାସନାଲ ଲେବଲ୍ ପର୍ଯ୍ୟନ୍ତ ପହଞ୍ଚାଇବାକୁ ତାଙ୍କର ଇଚ୍ଛା ଯାହା କେବଳ ଲୋକମାନଙ୍କଦ୍ୱାରା ହୋଇପାରିବ ।

ଆଉ ଲୋକ ମାନେ ଯଦି ଏହାକୁ ପଢ଼ି ଏହାର ସର୍ଦଭ ବୁଝି ପାରିବେ ତାହେଲେ ଏହା ନିଶ୍ଚୟ ଦିନେ ବହୁତ ଆଗକୁ ଯିବ । ତେବେ ତବିଶି ଆଜି ଏତେ ଛୋଟବୟସରୁ ନିଜର ପ୍ରତିଭା ପାଇଁ ନିଜର ଗୋଟିଏ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ,ଯେଉଁଥିପାଇଁ ଏବେ ତାଙ୍କୁ ସବୁଠି ପ୍ରସଂଶା ଏବଂ ଶୁଭେଚ୍ଛା ସୁଅ ଛୁଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment