Life Style – ନିଜର ଜନ୍ମମାସ ରୁ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ କିପରି ରହିବ

କୌଣସି ବ୍ୟକ୍ତି ପସନ୍ଦ ତାର ସ୍ଵଭାବ ଓ ଲକ୍ଷଣ ର ଆଇନା ସଦୃଶ୍ୟ ହୋଇ ଥାଏ ତାକୁ କଣ ପସନ୍ଦ କଣ ପସନ୍ଦ ନୁହଁ ର । ସେଥିରୁ ତାର ସ୍ଵଭାବ ର ବହୁତ୍ କିଛି ଜାଣିବା ପାଇଁ ମିଳିଥାଏ ।ଆମେ ଆମ ନିଜ ବିଷୟ ରେ ଯେତେ ଜାଣିଲେ ବି ଆମର ସବୁବେଳେ ନିଜ ବିଷୟ ରେ ଜାଣିବା ଇଛା ଅଧିକ ରହି ଥାଏ।ତେବେ ଆଜି ଆମେ ନିଜ ଜୀବନ ବିଷୟ ରେ କିଛି ଜାଣିବା ।ତେବେ ଆମେ ପ୍ରାୟ ନିଜର ଖରାପ୍ ଗୁଣ କୁ ସମସ୍ତ ଙ୍କ ପାଖରୁ ଲୁଚାଇ ରଖି ଥାଉ ଆଉ ଆମେ ବେଳେ ବେଳେ ଏହି ଗୁଣ ବିଷୟ ରେ ଆମେ ଅଜ୍ଞାତ ଥାଉ ।

ତେବେ ଆଜି ଆମେ ଆପଣଙ୍କୁ ଆପଣ ଙ୍କ ଜନ୍ମ ମାସ ହିସାବ ରେ ଅଲଗା ଅଲଗା ହାର୍ଟ ର ଫଟୋ ଦେଖାଇବା ଯେଉଁ ଭିତରୁ ଆପଣ ଙ୍କ ଜନ୍ମ ମାସ ମଧ୍ୟ ରହିଛି ଆଉ ଏହି ହିସାବ ରେ ଆମେ ଆପଣଙ୍କୁ ନିଜ ଜୀବନ ର ବିଷୟ ଗୋଟିଏ ଏମିତି କଥା କହିବୁ ଯାହା ଆପଣ ଆଗରୁ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା ;

1- ଯଦି ଆପଣ ଜାନୁଆରୀ ମାସ ବାଛି ଅଛନ୍ତି ତେବେ ଆପଣ ବହୁତ୍ କୁଲ ମଣିଷ ଅଟନ୍ତି। ସବୁବେଳେ ସତ୍ୟ ର ସାଥ ଦେଇ ଥାଆନ୍ତି ।

2- ଯଦି ଆପଣ ଫେବୃଆରୀ ମାସ ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଭାବୁକ ସ୍ଵଭାବ ର ହୋଇ ଥାଆନ୍ତି । ନିଜ ପାଇଁ ନିଜେ ପରିଚୟ ସୃଷ୍ଟି କରି ଥାନ୍ତି।

3- ଯଦି ଆପଣ ମାର୍ଚ୍ଚ ମାସ ବାଛି ଅଛନ୍ତି ତେବେ ଆପଣ ସବୁ କାର୍ଯ୍ୟ ବହୁତ୍ ଆତ୍ମବିଶ୍ଵାସ ସହିତ କରି ଥାଆନ୍ତି ଓ କଠିନ ପରିଶ୍ରମୀ ହୋଇ ଥାଆନ୍ତି।

4- ଯଦି ଆପଣ ଏପ୍ରିଲ ମାସ ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଙ୍କ ଚିନ୍ତାଧାରା ସବୁବେଳେ ଭିନ୍ନ ହୋଇଥାଏ । ଆପଣ ତେବେ ଅନ୍ୟ ମାନେ ମଧ୍ୟ ଆପଣ ଙ୍କୁ ଖୁବ୍ ଭଲ ପାଇ ଥାଆନ୍ତି। ଅନୁସରଣ କରନ୍ତି ନାହିଁ ଆଉ କାହାକୁ ବିଶ୍ୱାସ କରନ୍ତି ନାହିଁ ।

5- ଯଦି ଆପଣ ମେ ମାସରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଙ୍କୁ ପରିବର୍ତ୍ତନ ଖୁବ୍ ପସନ୍ଦ ଅଟେ ଓ ଆପଣ ସବୁବେଳେ ସବୁ ଜିନିଷ ରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତି।

6- ଜୁନ ମାସ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ କାହାକୁ ସହଜ ରେ ବିଶ୍ୱାସ କରନ୍ତି ନାହିଁ କି ପ୍ରେମ ଉପରେ ଏମାନଙ୍କର ବିଶ୍ୱାସ ନଥାଏ।

7- ଜୁଲାଇ ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କୁ ନିଜେ ଲାଇଫ ରେ ସ୍ଵତନ୍ତ୍ରତା ଖୁବ୍ ପସନ୍ଦ ହୋଇ ଥାଏ ତେଣୁ ଆପଣ ସର୍ବଦା କଠିନ ପରିଶ୍ରମ କରି ଥାନ୍ତି।

8- ଅଗଷ୍ଟ ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ସାଧାରଣ ସ୍ୱର୍ଥପର ହୋଇ ଥାଆନ୍ତି।

9- ସେପ୍ଟେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ରଚନାତ୍ମକ ହୋଇ ଥାଆନ୍ତି । ସବୁବେଳେ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରି ଥାଆନ୍ତି ।

10- ଅକ୍ଟୋବର ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ନିଜ ଦକ୍ଷତା ଉପରେ ବିଶ୍ୱାସ କରନ୍ତି ଓ ସବୁ କାର୍ଯ୍ୟ ଆରାମ ରେ କରନ୍ତି।

11- ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ଖୁବ୍ ହସମୁଖ୍ ସ୍ଵଭାବ ର ବ୍ୟକ୍ତି ହୋଇ ଥାଆନ୍ତି । ଆପଣ ଙ୍କ ର ଏହି ଗୁଣ ପାଇଁ ଆପଣ ଙ୍କୁ ସମସ୍ତେ ପସନ୍ଦ କରି ଥାଆନ୍ତି ।

12- ଡିସେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ର ସାମାନ୍ୟ ଅହଂ ଭାବ ରହିଥାଏ ।

Leave a Comment