ଆପଣ ତ ଜାଣିଛନ୍ତି ପ୍ରତେକ ମଣିଷ ଙ୍କର ନିଜ ମନ ଭିତରେ ପ୍ରିୟ ଠାକୁର ରହି ଥାଆନ୍ତି ଯାହାଙ୍କୁ ସେ ଅଧିକ ବିଶ୍ୱାସ କରି ଥାଆନ୍ତି ଏବଂ ନିଷ୍ଠା ର ସହ ପୂଜା ଅର୍ଚ୍ଚନା କରି ଥାଆନ୍ତି | ତେବେ ମନୁଷ୍ୟ ଯେତେ ବେଳେ ନିଷ୍ଠା ର ସହ ପୂଜା କରି ଥାଏ ତେବେ ତାହା ମନରେ ଏକ ଶାନ୍ତି ଆସି ଥାଏ ଏବଂ ଖୁବ ଖୁସି ମଧ୍ୟ ଅନୁଭବ ହୋଇ ଥାଏ | ତେବେ ଆଜି ଆମେ ଜାଣିବା କେଉଁ ଠାକୁର ଙ୍କୁ ପୂଜା କରିବା ଦ୍ୱାରା କେମିତି ଫଳ ପ୍ରାପ୍ତି ହୋଇ ଥାଏ ଅର୍ଥାତ ଆଗାମୀ ଭବିଷ୍ୟତ ସମ୍ପର୍କ ରେ ଜାଣିବା |
ତେବେ ପ୍ରଥମ ଟି ହେଉଛି ଆପଣ ଯଦି ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କରୁଛନ୍ତି ତେବେ ଆଗାମୀ ସମୟରେ ଆପଣଙ୍କ ର ସୁଖର ଦିନ ଆସିବା ପାଇଁ ଯାଉଛି ତାହା ବି ପୁଣି ଖୁବ ଜଲଦି | ଆପଣ ଯଦି ଧୋର୍ଯ୍ୟ ର ସହ ସବୁ କାମ ସମାପ୍ତ କରିବେ ତେବେ ଆପଣ ଙ୍କୁ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତି ହେବ | ଦୁଃଖ ର ଦିନ ସବୁ ଚାଲି ଯାଇ ଏକ ନୂଆ ସକାଳ ଆପଣଙ୍କ ପାଇଁ ଆସିବ ଯାହା ଆପଣ ଙ୍କୁ ଖୁବ ଖୁସି ପୂର୍ଣ୍ଣ କରି ଦେବ |
ସେହିଭଳି ଭାବରେ ଦ୍ୱିତୀୟ ଭଗବାନ ହେଉଛନ୍ତି ବୁଦ୍ଧିଦାତା, ବିଘ୍ନ ବିନାଶକ ଆଉ ସମସ୍ତ ଙ୍କର ଅତି ପ୍ରିୟ ଦେଵ ଦେବ ମହାଦେବ ଙ୍କର ପୁତ୍ର ଶ୍ରୀ ଗଣେଶ | ତେବେ ଯଦି ଆପଣ ଗଣେଶ ଠାକୁର ଙ୍କୁ ପୂଜା କରୁଛନ୍ତି ତେବେ ଆପଣ ଙ୍କର ଯାହା ବି ଅସୁବିଧା ରହିଛି ତାହା ସବୁ ଦୂରେଇ ଯିବ | ଏହା ସହିତ ଆପଣ ଙ୍କର ପୂର୍ବ ରୁ ଯାହା ସହିତ ବାଦ ବିବାଦ ରହିଛି ଆପଣ ସେଥିରୁ ମଧ୍ୟ ମୁକ୍ତି ପାଇ ଯିବେ | ଆପଣ ଯେତେ ସତର୍କ ହୋଇ ରହିବେ ତାହା ଆପଣଙ୍କ ପାଇଁ ସେତେ ଭଲ କାରଣ ପାରିବାରିକ ସମସ୍ୟା ଉପୁଜି ପାରେ | ସବୁ କାର୍ଯ୍ୟ ରେ ସଫଳତା ମିଳିବାର ମଧ୍ୟ ଅଧିକ ସମ୍ଭାବନା ରହିଛି |
ତୃତୀୟ ରେ ହେଉଛନ୍ତି ସାରା ସଂସାର ର ସଂହାର କର୍ତ୍ତା ଆଉ ତାଙ୍କ ପାଖରେ ସାରା ସଂସାର ର ଶକ୍ତି ସମାହାର ହୋଇ ରହିଛି | ସେ ହେଉଛନ୍ତି ଦେବ ଦେବ ମହାଦେବ, ଆପଣ ଯଦି ଶିବ ଠାକୁର ଙ୍କୁ ପୂଜା ଅର୍ଚନା କରୁଛନ୍ତି ତେବେ ଆପଣଙ୍କ ର ସମସ୍ତ ପ୍ରକାର ଯାହା ବି ମନ୍ଦ କାର୍ଯ୍ୟ ରହିଛି ତାହା ସବୁ ଦୂରେଇ ଯିବ |
କିନ୍ତୁ ଆପଣ ଙ୍କୁ କେବଳ ସବୁ କାର୍ଯ୍ୟ ନିଷ୍ଠା ର ସହ କରିବାର ଅଛି ଏହା ଦ୍ୱାରା ହିଁ ସଫଳତା ପ୍ରାପ୍ତି ହୋଇ ପାରିବ | ଆପଣଙ୍କ ଜୀବନରେ ବହୁତ ଦିନ ରୁ ଯଦି ଦୁଃଖ ଲାଗି ରହିଛି ତେବେ ସେହି ସମସ୍ୟା ମଧ୍ୟ ସବୁ ଦୂର ହୋଇ ଯିବ | କେବଳ ଏତିକି ନୁହେଁ ବରଂ ସନ୍ତାନ ସୁଖ ର ଯୋଗ ମଧ୍ୟ ବନୁ ଅଛି |