ତେବେ ସବୁ ମଣିଷ ର ଯେ ଚାଲି ଚଳନ ଏକା ପ୍ରକାର ର ହୋଇ ଥାଏ ତାହା ନୁହେଁ ପ୍ରତେକ ଲୋକ ଙ୍କର ଚାଲି ଚଳନ ପ୍ରାୟ ଅଲଗା ହିଁ ହୋଇ ଥାଏ | ତେବେ ସେହି ଚାଲି ଚଳନ ଦ୍ୱାରା ହିଁ ବ୍ୟକ୍ତି ଙ୍କର ସ୍ୱଭାବ ଜଣା ଯାଇ ଥାଏ | ଏମିତି ବି ଲୋକ ମାନଙ୍କର ଶରୀର ର ଅଂଶ ମଧ୍ୟ ଅଲଗା ଅଲଗା ହୋଇ ଥାଏ ଯାହାକୁ ଦେଖି ବ୍ୟକ୍ତି ମାନଙ୍କ ସମ୍ପର୍କ ରେ ଜାଣି ହୁଏ | ତେବେ ସାଧାରଣତଃ ଲୋକ ମାନଙ୍କର ନାଭି ଅଲଗା ଅଲଗା ହୋଇ ଥାଏ ଆଉ ସେହି ନାଭି କୁ ନେଇ ହିଁ ଆମେ ପ୍ରତେକ ଙ୍କ ସମ୍ପର୍କ ରେ ଆଲୋଚନା କରିବା |
ଓଭରାଲି ନାଭି :-
ତେବେ ଏଭଳି ନାଭି ଥିବା ଲୋକ ମାନେ ସାଧାରଣତଃ ଦୁର୍ବଳ ପ୍ରକୃତି ର ହୋଇ ଥାଆନ୍ତି, ଏଣୁ ଏମାନେ ଟିକେ ଟିକେ କଥା ରେ ହିଁ କାନ୍ଦି ପକାଇ ଥାଆନ୍ତି | ଏମାନେ ସବୁବେଳେ ନୂଆ ନୂଆ ଜିନିଷ ଜାଣିବାକୁ ଇଚ୍ଛା କରି ଥାଆନ୍ତି ଏବଂ ଏମାନେ ନିଜର ମନ କଥା କାହାକୁ କୁହନ୍ତି ନାହିଁ | ଏମାନେ ସବୁ କଥା କୁ ନେଇ ଅଧିକ ଚିନ୍ତିତ ହୋଇ ପଡ଼ି ଥାଆନ୍ତି |
ବହୁତ ଗଭୀର ଥିବା ନାଭି :-
ଏଭଳି ଗଭୀର ଥିବା ନାଭି ର ବ୍ୟକ୍ତି ମାନେ ବହୁତ ଦିଲବାଲା ହୋଇ ଥାଆନ୍ତି ଏବଂ ଏହି ଲୋକ ମାନେ ନିଜର କଠିନତା ପରିଶ୍ରମ ନିଜ ଭିତରେ ହିଁ ରଖି ଥାଆନ୍ତି, କୌଣସି କଥା ମଧ୍ୟ କାହା ଆଗରେ ପ୍ରକାଶ କରନ୍ତି ନାହିଁ | ଏମାନେ ସମସ୍ତ ପରିସ୍ଥିତି କୁ ବହୁତ ଭଲ ଭାବରେ ମୁକାବିଲା କରି ଥାଆନ୍ତି ଏବଂ ଏହା ସହିତ ଏମାନେ ମନ ରୁ ବହୁତ ସହାନୁଭୂତି ଶିଳତା ହୋଇ ଥାଆନ୍ତି ଏବଂ ସମସ୍ତ ଙ୍କୁ ଭଲ ବ୍ୟବହାର ଦେଖାଇ ଥାଆନ୍ତି |
ବିରୋଧ ନାଭି :-
ଏଭଳି ଲାଗି ଯାଇ ଥିବା ନାଭି ର ବ୍ୟକ୍ତି ମାନେ ବହୁତ ଧୀର ପ୍ରକୃତି ର ହୋଇ ଥାଆନ୍ତି | ଏଭଳି ବ୍ୟକ୍ତି ବହୁତ ପରୋଉପକାରୀ ହୋଇ ଥାଆନ୍ତି ଏଣୁ ଏମାନେ ସମସ୍ତ ଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରି ପାରି ଥାଆନ୍ତି | ଏମାନେ ସମସ୍ତ ଙ୍କ ଖୁସି ରେ ଖୁସି ହୋଇ ଥାଆନ୍ତି ଏବଂ ସବୁ ସମ୍ପର୍କ କୁ ବହୁତ ଭଲ ଭାବରେ ଲିଭାଇ ଥାଆନ୍ତି |
ଛୋଟ ନାଭି :-
ଏଭଳି ନାଭି ଥିବା ବ୍ୟକ୍ତି ବହୁତ ଚାଲାକ ଓ ଚତୁର ହୋଇ ଥାଆନ୍ତି ଏବଂ ନିଜ କଥା କୁ ସବୁବେଳେ ଲୁଚେଇ ରଖି ଥାଆନ୍ତି | ଏମାନେ ନିଜ ଭିତରେ ସବୁବେଳେ ସକାରାତ୍ମକ ଭାବନା ଆଣି ଥାଆନ୍ତି ଏବଂ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରି ଥାଆନ୍ତି |
ତଳୁଆ ନାଭି :-
ଏଭଳି ନାଭି ଥିବା ଲୋକ ମାନେ ବହୁତ ଅଳସୁଆ ହୋଇ ଥାଆନ୍ତି ଆଉ ଏହି ଅଳସୁଆ ଯୋଗୁଁ ସେମାନେ ସବୁବେଳେ ଦୁଃଖ ପାଇ ଥାଆନ୍ତି | ଏମାନେ କୌଣସି କ୍ଷେତ୍ରରେ ସଫଳତା ଲାଭ କରି ପାରନ୍ତି ନାହିଁ ଏଣୁ ଏମାନେ ସବୁବେଳେ ଅନ୍ୟ ଉପରେ ନିର୍ଭର କରି ଥାଆନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।