ପ୍ରତ୍ୟେକ ବ୍ୟକ୍ତି ରାଶିର ଆଧାରରେ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ ମହତ୍ତ୍ୱପୂର୍ଣ୍ଣ କଥା ଜାଣିପାରିଥାନ୍ତି । ଏହା ବ୍ୟତୀତ ସେମାନଙ୍କ ସ୍ୱାଭାବ ଓ ଭଲ ଗଉ ବା ଖରାପ ଗୁଣ ମଧ୍ୟ ଜାଣିହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକର ଦୁର୍ବଳତା ବିଷୟରେ ।
1 ମେଷରାଶି
ପ୍ରେମ ସମ୍ପର୍କରେ ଏମାନଙ୍କ ଉପରେ ଭରସା କରିବା ସହଜ ନୁହେଁ ଏବଂ ଏହି ରାଶିର ବ୍ୟକ୍ତିମାନେ ଛୋଟ ଛୋଟ କଥାରେ କ୍ରଧିତ ହୋଇଯାଇଥାନ୍ତି । ଏମାନେ ବହୁତ ଜଦିଆ ମଧ୍ୟ ହୋଇଥାନ୍ତି ।
2 ବୃଷରାଶି
ଏମାନେ ବହୁତ ଅଳସୁଆ ହୋଇଥାନ୍ତି ଏବଂ ନିଜ ଭୁଲକୁ କେବେହେଲେ ସ୍ୱୀକାର କରନ୍ତି ନାହିଁ । ଏହି ରାଶିର ବ୍ୟକ୍ତିମାନେ ରାଗର ସୀମା ଟପି ଯାଇଥାନ୍ତି ଏବଂ ନିଜକୁ ନିଜେ ସମସ୍ୟାରେ ପକାଇଥାନ୍ତି ।
3 ମିଥୁନରାଶି
ଏହି ରାଶିର ବ୍ୟକ୍ତିମାନେ ସର୍ବଦା ଅସମ୍ଭବ କଥା ଚିନ୍ତା କରିଥାନ୍ତି , ଯେଉଁ କାର୍ଯ୍ୟ କରିବା ଏମାନଙ୍କ ପକ୍ଷେ ଅସମ୍ଭବ ହୋଇଥାଏ । ଏହି ବ୍ୟକ୍ତି ମାନଙ୍କର ହୃଦୟ ବହୁତ କୋଠର ହୋଇଥାଏ ଏବଂ ଏମାନଙ୍କର ମନରେ କିଛି ସମୟ ମଧ୍ୟରେ ପରିବର୍ତ୍ତନ ଆସିଥାଏ ।
4 କର୍କଟରାଶି
କର୍କଟ ରାଶିର ବ୍ୟକ୍ତିମାନେ ବହୁତ ଜିଦିଆ ଅଟନ୍ତି ଏବଂ ପ୍ରେମ ସମ୍ପର୍କରେ ଏମାନଙ୍କ ଉପରେ ଭରସା କରିବା ସହଜ ନୁହେଁ । ଏମାନେ ଭୁଲ କରି ମଧ୍ୟ ନିଜର ଭୁଲ ବୋଲି ମାନନ୍ତି ନାହିଁ , ନିଜର ଏହି ସ୍ୱଭାବ କାରଣରୁ ଏମାନେ ସବୁବେଳେ ହଇରାଣ ହୋଇଥାନ୍ତି ।
5 ସିଂହରାଶି
ଏମାନଙ୍କ