ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଯାହାକି ସେଥି ମଧ୍ୟରୁ ଆମର ପ୍ରିୟ କଳାକାର ମଧ୍ୟ ରହିଛନ୍ତି ଯାହାଙ୍କର ଫିଲ୍ମ ହେଉ କିମ୍ବା ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଆମେ ଚାତକ ଭଳି ଚାହିଁ ରହି ଥାଉ | ଏହା ମଧ୍ୟ ସତ ଯେ ସେଲିବ୍ରେଟି ଙ୍କ ଜୀଵନ ଶୈଳୀ ସାଧାରଣ ଭାବରେ ଭିନ୍ନ ହୋଇ ଥାଏ ଯାହାକି ଷ୍ଟାଇଲିସ ହୋଇ ଥାଏ |
ଏମାନେ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି ଯାହାକି ତାଙ୍କର ଯେ କୌଣସି ଭିଡ଼ିଓ ହେଉ ସେ ତାହାକୁ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ବିବାହ ର ଋତୁ ଚାଲିଛି ଆଉ ଏଥିରେ ଅନେକ ସେଲିବ୍ରେଟି ମାନେ ବିବାହ କରି ଥାଆନ୍ତି ସେଭଳି ଭାବେ ଏକ ଚୁଲବୁଲି ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି |
ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ତ ଆପଣ ଵୀ ଭଲ ଭାବରେ ଜାଣିଛନ୍ତି ଯିଏ କି ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ପାରିଛନ୍ତି | ପ୍ରଥମେ ସେ ଏକ ରିୟାଲିଟି ସୋ ରେ ଅଡିସନ ଦେବା ପାଇଁ ଆସି ଥିଲେ ସୁ ସେଠାରେ ଉତୀର୍ଣ୍ଣ ହୋଇ ସିରିଏଲ ରେ କାମ କରି ଥିଲେ |
ଏହାପରେ ଧୀରେ ଧୀରେ ସେ ବଡ଼ ପରଦା ରେ କାମ କରି ସଫଳତା ସିଡ଼ି କୁ ଚଢି ଥିଲେ | ସେ ଦେଖିବା ପାଇଁ ଯେମିତି ସୁନ୍ଦର ଓ ଚୁଲବୁଲି ଅଟନ୍ତି ସେଭଳି ଭାବେ ତାଙ୍କର ଅଭିନୟ ମଧ୍ୟ ଖୁବ ଚୁଲବୁଲି ଅଟେ | ତେବେ ତାଙ୍କର ବର୍ତ୍ତମାନ ସମୟରେ ନିର୍ବନ୍ଧ ସରି ଯାଇଛି ଆଉ ଯାହାର ଭିଡ଼ିଓ ଆପଣ ମାନେ ନିହାତି ଭାବରେ ଦେଖି ଥିବେ | ଆଉ ଏବେ ତାଙ୍କର ହଳଦୀ ମଧ୍ୟ ସରି ଯାଇଛି ଯାହାର କିଛି ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ତେବେ ପୂର୍ବରୁ ଆପଣ ମାନେ ଲିପ୍ସା ମିଶ୍ର ଙ୍କର ହଳଦୀ ର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଇଥିଲେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଲିପ୍ସା ମିଶ୍ର ଙ୍କର ସଂଗୀତ ସେରିମନି ର କିଛି ଭିଡ଼ିଓ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଲୁପ୍ସା ତାଙ୍କର ହେବାକୁ ଥିବା ସ୍ୱାମୀ ଙ୍କ ସହିତ ଡାନ୍ସ କରିବା ପାଇଁ ଲାଗିଛନ୍ତି ରୋମାଣ୍ଟିକ ୱେ ରେ |
ଆଉ ତାହା ସହିତ ତାଙ୍କ ସହିତ ଲିପ୍ସାଫୋଟ ଉଠାଇବା ସହିତ ଡାନ୍ସ କରୁଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା | ତେବେ ଏଭଳି କିଛି ହଳଦୀ ଏ ସୁନ୍ଦର ଫଟୋ କିଛି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି |