ଆଜି ଶନିବାର ନିଶ୍ଚୟ କରନ୍ତୁ ଏହି ( ୩ଟି କାମ ), ଆପଣଙ୍କ ଉପରେ ହେବ ଶନିଦେବଙ୍କ କୃପା….

ଶନିବାର ଦିନ ଏହି ତିନୋଟି କାମ କରନ୍ତୁ , ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇ ଯିବ । ଜିବନରେ ବହୁତ ସମସ୍ୟା ଆସି ଥାଏ ଯାହା ଫଳରେ ଆମେ ବହୁତ ଚିନ୍ତିତ ଥାଉ କେମିତି ଆମେ ସେହି ଟେନସନ କୁ ଦୂର କରିବୁ । କିନ୍ତୁ ସମସ୍ୟା କମିବା ବଦଳରେ ସମସ୍ୟା ବଢି ଯାଇ ଥାଏ । ଏହି ସମସ୍ୟା ହେଉଛି । ଆପଣ ଯେତେ ଭଲ କଲେ ମଧ୍ୟ ସମସ୍ତେ ଆପଣଂକୁ ଛାଡି ପଳାଇବେ । ଏମିତି କିଛି ସମୟ ଆସେ ଗୋଟେ କାମ ଭଲ କରିବାକୁ ଯାଇ ସବୁ କାମ ଗୁଡିକ ଖରାପ ହୋଇ ଯାଇ ଥାଏ ।

ଯାହାକୁ ବେଶି ବିଶ୍ୱାସ କରୁଥିବେ ମଧ୍ୟ ସେ ବି ଆପଣଂକୁ ଛାଡି ପଳାଇ ଯିବ । ତେବେ ଏହା ସବୁ ଶନି ଦଶା ପଡିବା ଦ୍ୱାରା ହୋଇ ଥାଏ । ତେବେ ଆଜି ଆମେ ଆପଣଂକୁ ସେହି ତିନୋଟି କାମ ବିଷୟରେ କହିବୁ , ଯାହା ଆପଣ କରି ଦେଲେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇ ଯିବ ।ତେବେ ଆସନ୍ତୁ ଜାଣିବା ।

1, ସୋରିଷ ତେଲ :-

ପ୍ରଥମେ ଜାଣିବା ସୋରିଷ ତେଲ ବିଷୟରେ , ସୋରିଷ ତେଲ ହେଉଛି ଶନି ଦ୍ରଵତାଙ୍କ ର ପ୍ରିୟ ହେଇ ଥାଏ । ତେବେ ଆପଣ ପ୍ରତେକ ଶନି ବାର ଦିନ କିଛି ସୋରିଷ ତେଲ ନେଇ ଶନି ଦେବତାଙ୍କ ମଥାରେ ଢାଳାନ୍ତୁ । ଯଦି ଆପଣ ନେଇକି ଢାଳି ପାରୁ ନାହାନ୍ତି , ତେବେ ଆପଣ ବ୍ରାହ୍ମଣ କୁ ଦେଇ ଢାଳି ପାରନ୍ତି । ତେବେ ଏହା କରିବା ଦ୍ୱାରା ଶନି ଦେବତା ପ୍ରସନ୍ନ ହୋଇ ଯାଇ ଥାନ୍ତି । ଏବଂ ଆପଣଙ୍କର ସବୁ ସମସ୍ୟା କୁ ଦୂର କରି ଦେଇ ଥାନ୍ତି ।

2, କୁଆ ପକ୍ଷୀ :-

ଦ୍ୱିତୀୟରେ ଜାଣିବା କୁଆ ପକ୍ଷୀ ବିଷୟରେ , ଏହି କୁଆ କୁ ପ୍ରତେକ ଦିନ ଚାଉଳ ଖାଇବାକୁ ଦିଅନ୍ତୁ । କୁଆ ହେଉଛି ଶନି ଦେବତାଙ୍କ ବାହାନ ଅଟେ ତେଣୁ ଆପଣ ଯଦି ପ୍ରତେକ ଶନି ବାର ଦିନ କୁଆ କୁ ଚାଉଳ ଖାଇବା ପାଇଁ ଦେବେ ତାହାଲେ ଆପଣ ଙ୍କର ସବୁ ସମସ୍ୟା ଦୂର ହୋଇ ପାରିବ । ଦେଖି ବାକୁ ଗଲେ ଶନି ଦେବତା ଯଦି ଖୁସି ହୋଇ ଗଲେ ତାହାଲେ ଆପଣଙ୍କର ସବୁ କିଛି ସମସ୍ୟା ଦୂର ହୋଇ ଯିବ ।

3, ଲୁହାର ବସ୍ତୁ :-

ତୃତୀୟ ରେ ଜାଣିବା ଲୁହା ବିଷୟରେ , ଶନିବାର ଦିନ ଲୁହା ପରି ବସ୍ତୁ କୁ କାହାରିକୁ ଦିଅନ୍ତୁ ନାହିଁ । ଲୁହାର ଦା , କଟରୀ , କୁଦାଲ , କାହାକୁ ଦିଅନ୍ତୁ ନାହିଁ , ବିଶେଷ କରି ଶନିବାର ଦିନ । ଯଦି ଆପଣ ଦେଉ ଛନ୍ତି ତାହାଲେ ଆପଣ ପୁରା କାଙ୍ଗାଳ ହୋଇ ଯିବେ । ଆପଣଙ୍କ ସମସ୍ୟା କେବେ ହେଲେ ଦୂର ହେବ ନାହିଁ । ତେବେ ବନ୍ଧୁ ମାନେ ଏହା ଥିଲା ସେହି ତିନୋଟି କାରଣ । ତେବେ ଏହି ତିନୋଟି କାମ ଯୋଡି ଆପଣ କରି ଦେବେ ତାହେଲେ ଆପଣଙ୍କ ର ସମସ୍ୟା କେବେ ହେକେ ଆପଣଙ୍କ ଆଖି ଆଗରେ ରହିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment