ବର୍ତ୍ତମାନ ସାରା ଓଡ଼ିଶାରେ ସିଦ୍ଧାର୍ଥ ଟିଭି ଚ୍ୟାନେଲ ନମ୍ବର ୱାନରେ ରହିଛି। ସେ ଚ୍ୟାନେଲରେ ଅନେକ ରିୟାଲିଟି ଶୋ ଯଥା ସମ୍ପୂର୍ଣ୍ଣ ଲକ୍ଷ୍ମୀ, ରଜ ସୁନ୍ଦରୀ ଓ ମୁଁ ବି ନମିତା ଅଗ୍ରୱାଲ ହେବି ଭଳି ଆଦି ରିୟାଲିଟି ଶୋ ଦେଉଛି। ସେଥି ମଧ୍ୟରୁ ମୁଁ ବି ନମିତା ଅଗ୍ରୱାଲ ହେବି ଏକ ବଡ଼ ରିୟାଲିଟି ସୋ ଅଟେ। ସେହି ଶୋ ରେ ଅନେକ ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି। ସେହିପରି ବର୍ତ୍ତମାନ ଜଣେ ପ୍ରତିଯୋଗୀର ଗୀତ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେଉଛି। ତେବେ ନିଶ୍ଚିତ ଭାବରେ ଅନେକ କୁନି ପିଲା ମାନଙ୍କର ସଙ୍ଗୀତ ଆପଣ ଅନେକ ସମୟରେ ଶୁଣିବାକୁ ପାଉଥିବେ। ତେବେ ସଙ୍ଗୀତ ଆମ ଜୀବନର ଏକ ଏପରି ଅବଚ୍ଛେଦ୍ୟ ଅଙ୍ଗ ଅଟେ ଯାହା ବିନା ଜୀବନଟା ରସହୀନ ରଙ୍ଗ ହୀନ ଲାଗିଥାଏ।
ତେବେ ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଆମ ମନ ଭିତରେ ଏକ ନୂତନ ସଞ୍ଚାର ସୃଷ୍ଟି ହୁଏ ସଙ୍ଗୀତ ଶୁଣିବା ପରେ। ତେବେ ବିଭିନ୍ନ ପ୍ରକାର ମନଛୁଆଁ, ହୃଦୟସ୍ପର୍ଶ ସଙ୍ଗୀତ ଆପଣ ତ ଶୁଣିଥିବେ। ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇଥାଏ।
କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।
ତେବେ ନମିତା ଅଗ୍ରୱାଲଙ୍କ ଭଳି ଗାୟିକା ହେବା ପାଇଁ ସମସ୍ତେ ଉତ୍ସାହର ସହିତ ଏହି ଶୋକୁ ଆସୁଛନ୍ତି। ଆଉ ଏହି ମଞ୍ଚରେ ଜଣେ ଝିଅ ତାଙ୍କର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛି,ଏହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି।ଏହି ଝିଅ ଜଣଙ୍କର ନାମ ହେଉଛି ଲୋପିତା ବେହେରା।ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି।
ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି।ବିଚାରକ ମାନେ ତାଙ୍କର ଏହି ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଛନ୍ତି।ତେବେ ଏହି ଝିଅଟି ଗାଉଛି ଯେ, ମହୁରିଆ ମହୁରିଆ ବଜା ମହୁରୀ ବଜା।ଏହି ସୁନ୍ଦର୍ ଭଜନ ଗୀତଟି ବେଶ୍ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ୍ ପସନ୍ଦ କରନ୍ତି। ଲୋପିତାଙ୍କ ସ୍ଵରରେ ଏହି ଗୀତକୁ ଶୁଣି ଏବେ ସମସ୍ତେ ବହୁତ୍ ଖୁସି।ଯାହାକୁ ନେଇ ସମସ୍ତେ ଅନେକ ପ୍ରଶଂସା ମଧ୍ଯ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।