Lopita ମହୁରୀଆ ଗୀତ ଗାଇ ପୁଣି ଜିତିଲେ ସମସ୍ତଙ୍କ ମନ Unique Voice – ମାତ୍ର 4 ଘଣ୍ଟାରେ 1248k ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବର୍ତ୍ତମାନ ସେହିଭଳି ଏକ ମନଛୁଆଁ ଗୀତ ଗାଇବାକୁ ଲାଗିଛନ୍ତି ଝିଅ ଜଣଙ୍କ। ଆଉ ନିଜର କଣ୍ଠରୁ ନିଃସୃତ ସୁମଧୁର ଗୀତର ଝଲକରେ ସମସ୍ତଙ୍କୁ ମଧ୍ୟ ବେଶ୍ ଦିୱାନା କରିଛି। ତେବେ ଆପଣ ମାନେ ଜାଣିଥିଲେ ସିଦ୍ଧାର୍ଥ ଟିଭି ପରଦାରେ ଏହି ମନଛୁଆଁ ଗୀତ ର ଯାଦୁରେ ସମସ୍ତଙ୍କୁ ପାଗଳ କରିବା ପାଇଁ ଷ୍ଟେଜ୍ ଉପରେ ଗୀତ ଗାଉଛନ୍ତି ଲପିତା। ଆଉ ଉପସ୍ଥିତ ଥିବା ସମସ୍ତଙ୍କୁ ତାଙ୍କ ସ୍ୱର ର ଯାଦୁ ରେ ମଧ୍ୟ ଦିୱାନା କରେଇଛନ୍ତି ସେ। ତେବେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଗୀତ ଟି ଉପରେ ଟିକିଏ ନଜର ପକାଇବା।


ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସ୍ୱର ର ଯାଦୁରେ ଓଡ଼ିଶା ର ଘରେ ଘରେ ବେଶ ପ୍ରସିଦ୍ଧି ଅର୍ଜନ କରିଥିବା ସେହି ସୁନାମ ଧନ୍ୟା କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଙ୍କ ବିଷୟରେ। ତେବେ ସେହି ନମିତା ଅଗ୍ରୱାଲ ଙ୍କ ଭଳି ସ୍ୱରର ଯାଦୁ ଦେଖାଇବା ପାଇଁ ସିଦ୍ଧାର୍ଥ ଟିଭି ଏକ ନିଆରା ପ୍ରୟାସ ଟେ କରିଛି।

ଆଉ ସେଠାରେ ଓଡ଼ିଶା ରେ ଲୁକ୍କାୟିତ ଭାବରେ ରହିଥିବା ସ୍ୱର ର ପ୍ରତିଭା କୁ ପ୍ରକାଶ କରି ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି ସ୍ୱର ର ସେହି ମହା ମଞ୍ଚଟି। ଆଉ ଯେଉଁଠି ମୁଁ ବି ନମିତା ଅଗ୍ରୱାଲ ହେବି ର ମଞ୍ଚ ରେ ନିଜର ସ୍ୱରର ଯାଦୁ ଦେଖାଉଛନ୍ତି ଲପିତା ବେହେରା। ଆଉ ଯିଏକି ସୁନ୍ଦର ଓଡ଼ିଆ ଭଜନ ଗାଇବାକୁ ଲାଗିଛନ୍ତି। ସେ ତାଙ୍କର ସ୍ୱରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି।

ସମସ୍ତେ ତାଙ୍କ ଗୀତକୁ ଶୁଣି ,ତାଙ୍କ ସ୍ବର କୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ସବୁ ଦେଇଛନ୍ତି। ତେବେ ଲପିତା ଯେଉଁ ଭଜନ ଟି ଗାଇଛନ୍ତି ତାର ନାମ ହେଉଛି ମହୁରିଆ ମହୁରିଆ ବଜା ମହୁରି ବଜା। ଏହି ସୁନ୍ଦର୍ ଭଜନ ଗୀତଟି ବେଶ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ ପସନ୍ଦ କରନ୍ତି। ଏହି ଗୀତରେ ବେଶ୍ ସୁନ୍ଦର ଭାବରେ ନିଜର ସ୍ୱରର ଯାଦୁ ଦେଖାଇ ସମସ୍ତଙ୍କ ପାଖରେ ପ୍ରଂଶସା ସାଉଁଟିବାରେ ଲାଗିଛନ୍ତି ଝିଅ ଲପିତା। ଆଉ ନିଜର ସ୍ୱରର ଯାଦୁରେ ଉପସ୍ଥିତ ଥିବା ମେଣ୍ଟର୍ସ ଆଉ ଜୋଜେସ୍ ମାନଙ୍କର ମନକୁ ମଧ୍ୟ ଛୁଇଁଛି ତାଙ୍କର ଏହି ଗୀତଟି।


ତେବେ ସିଦ୍ଧାର୍ଥ ଟିଭି ର ଏହି ନିଆରା ପ୍ରୟାସ ବଳରେ ଆଜି ଓଡ଼ିଶା ରେ କେତେ କଳାକାର ମାନଙ୍କର ସନ୍ଧାନ ମିଳିଛି। ଯେଉଁ ମାନେ କି ନିଜର ପ୍ରତିଭା ଦେଖାଇବା ପାଇଁ ଗୋଟିଏ ସୁନ୍ଦର ପ୍ଲାଟଫର୍ମ ପାଉ ନଥିଲେ। ସେମାନେ ଏହି ସୁଯୋଗ ମାଧ୍ୟମରେ ଅନେକ ପ୍ରକାରର ପ୍ରଂଶସା ସାଉଁଟୁଛନ୍ତି। ଆଉ ଲପିତା ଙ୍କର ଏହି ଗୀତ ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରିଛି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Leave a Comment