New Twist – ମୁଁ ସବୁ ପୁରୁଷ ଙ୍କୁ ଖୁସି ଦିଏ |ମିଡିଆ ଆଗରେ ପ୍ରଥମ ଥର ଏମିତି କହିଲେ ମହିଳା ,ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ viral ଭିଡ଼ିଓ

ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ।ତେବେ ଯାତ୍ରା ର ସମସ୍ତ ସିନ ଗୁଡ଼ିକ କୁ ଆମକୁ ସତ ପରି ଲାଗିଥାଏ କାରଣ ଏମାନେ ବାସ୍ତବିକ ଭଳି ଅଭିନୟ କରିଥାନ୍ତି।

ତେବେ ଏହି ଯାତ୍ରା ର ଅଭିନୟ ଦେଖି ଦର୍ଶକ ମାନେ ଉପଭୋଗ କରିବା ସହ ତାଙ୍କର ଅଭିନୟ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବିଶେଷକରି ଅଭିନେତା କାହ୍ନାଙ୍କ ଦମଦାର ଅଭିନୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି ।

 

ପାରିବାରିକ କାହାଣୀକୁ ନେଇ ଆଖି ତୋର, ଲୁହ ମୋର ନାଟକରେ ନାୟକ କାହ୍ନା ଓ କମେଡି କିଙ୍ଗ ବ୍ରଜ ପାଣି ଏବଂ ନାୟିକା ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କରୁଛି କିମିଆ ।କଂପୁଛି ଖଣ୍ଡଗିରି ପଡିଆ। ଷ୍ଟେଜ୍‌ ଉପରେ ଗୀତ ବାଜିବା ମାତ୍ରେ ତଳେ ହାତ ହଲାଇ ଅଣ୍ଟା ଦୋହଲାଇ ମତୁଆଲ ହେଉଛନ୍ତି ଦର୍ଶକ। ନିଇତି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଖଣ୍ଡଗିରି ପଡିଆରେ ।

ସଂଧ୍ୟା ଯେତିକି ଯେତିକି ନଉଁଛି, ଦର୍ଶକଙ୍କ ସଂଖ୍ୟା ସେତିକି ସେତିକି ବଢୁଛି। ଆଇଟମ୍‌ ଡ୍ୟାନ୍ସ ସାଙ୍ଗକୁ କଳାକାରଙ୍କ ଜବରଦସ୍ତ ଡାଇଲଗ୍‌ରେ କଂପୁଛି ମେଳା ପଡିଆ।ଆଉ ଯାତ୍ରାରେ କଳାକାରଙ୍କ ଡାଇଲଗ୍‌ ଶୁଣିଲେ ଆପଣ ବି ହସି ହସି ବେଦମ ହେବେ। ଆଉ ଥରେ ନୁହେଁ ବାରମ୍ବାର ଯାତ୍ରା ଦେଖିବାକୁ ଧାଇଁବେ। ହେଲେ ଖଣ୍ଡଗିରି ପଡିଆକୁ ଘାଂଟୁଛି ଶିବାନୀ ଗଣନାଟ୍ୟର ସୁପରହିଟ୍‌ ବହି ଆଖି ତୋର, ଲୁହ ମୋର ଅପେରା।ଭାଇ-ଭଉଣୀର ସମ୍ପର୍କକୁ ନେଇ ପ୍ରସ୍ତୁତ କାହାଣୀରେ ଯେତିକି ଡ୍ରାମା ରହିଛି ସେତିକି ସସପେନ୍ସ ବି ରହିଛି। କାରଣ ନାଟକର ମୁଖ୍ୟ ନାୟକର ଏଣ୍ଟ୍ରି ହେଉଛି ଖଳନାୟକ ଭାବରେ।

ଷ୍ଟେଜ୍‌ ଉପରେ ନିଇତି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଖଣ୍ଡଗିରି ପଡିଆରେ । ଲିପିନା ପାଲ ଶିବାନୀ ଗଣନାଟ୍ୟ ରେ ଅଙ୍ଗନୱାଡ଼ି ଦିଦି ର ରୋଲ କରିଛନ୍ତି।ସେ ଏଥିରେ ସେ ତାଙ୍କର ଅଭିନୟରେ ଦର୍ଶକ ମାନଙ୍କୁ ବେଶ୍ ଭଲ ଭାବରେ ନାଟକ ରେ ବାନ୍ଧି ରଖିଛନ୍ତି। ତାଙ୍କର ଏହି ମଞ୍ଚ ଉପରେ ସିନ ଟି ଖୁବ୍ ମଜାଦାର ଥିଲା ଓ ସେ କହିଛନ୍ତି ଯେ ତାଙ୍କୁ ଏହି ଚରିତ୍ର ମିଳିଥିବାରୁ ସେ ବହୁତ ଖୁସି ରେ ଅଛନ୍ତି। ଲୀପିନା ଜଣେ ଯାତ୍ରା କଳାକାର ଙ୍କ ଝିଅ ସୁର ସାର୍ ଙ୍କ ସାନଝିଅ ଲିପୀନା ପିଲାଟି ବେଳରୁ ତାଙ୍କୁ ଅଭିନୟ କରିବା ବହୁତ ଭଲ ଲାଗିଥାଏ ।

Leave a Comment