ମାଘ ପୂର୍ଣ୍ଣିମା (5 February)ଏହି ୧ ଜିନିଷ ନିଶ୍ଚୟ ଖାନ୍ତୁ ପୁରା ବର୍ଷ ଜମିକି ପଇସା ଆସିବ,

୫ ଫେବୃଆରୀ ୨୦୨୩ ମାଘ ପୂର୍ଣ୍ଣିମା। ଏହି ମାଘ ପୂର୍ଣ୍ଣିମା ଦିନ ଖାଇ ନିଅନ୍ତୁ ଗୋଟିଏ ଜିନିଷ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଧନ ଜନିତ ସମସ୍ୟା ଦୂର ହେବ। ଗଙ୍ଗା ସ୍ନାନ କରିବାରେ ଯେଉଁ ପୁଣ୍ୟ ମିଳିଥାଏ ମାତ୍ର ମାଘ ପୂର୍ଣ୍ଣିମା ଦିନ ଏହି କାମ କରିବା ଦ୍ୱାରା ସେତିକି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସର ପୂର୍ଣ୍ଣିମା ତିଥିକୁ ଧନ ଦାୟକ ଏବଂ ଲାଭଦାୟକ, ଶୁଭ ଦାୟକ, ମଙ୍ଗଳ ଦାୟକ ମାନାଯାଇଥାଏ। କିନ୍ତୁ ବର୍ଷର କିଛି ଖାସ୍ ପୂର୍ଣ୍ଣିମା ତିଥିକୁ ସବୁଠୁ ଶୁଭ ଏବଂ ସମୃଦ୍ଧ ଶାଳୀ ମାନାଯାଇଥାଏ। ପୁରାଣରେ ପୂର୍ଣ୍ଣିମା ଦିନକୁ ବହୁତ ମହାନ ମାନାଯାଇଥାଏ। ଏହି ଦ୍ୱାର ପାଖକୁ ଆସିଥିବା ଭିକାରୀଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ତାଙ୍କୁ କିଛି ନା କିଛି ଅବଶ୍ୟ ଦାନ କରନ୍ତୁ। ଏହି ଦିନ ଚାଉଳର ବି ଦାନ କରିବା ବହୁତ ଶୁଭ ମାନାଯାଇଥାଏ।

ଏହା ଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟ ରେ ପରିଣତ ହୋଇଥାଏ। ଏହା ଦ୍ଵାରା ଚନ୍ଦ୍ର ସମ୍ବନ୍ଧୀୟ ଦୋଷ ଦୂର ହୋଇଥାଏ। କିନ୍ତୁ ମାଘ ପୂର୍ଣ୍ଣିମା ଏହି ଗୋଟିଏ ଜିନିଷ ଖାଇବା ଦ୍ଵାରା ଆପଣ ଯାହାବି ଚାହିଁବେ ଆପଣଙ୍କୁ ସବୁ ମିଳିବ। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। କୌଣସି ବି ଛୋଟ ବଡ଼ ପୂଜା ହେଉ ବା ମଙ୍ଗଳ କାର୍ଯ୍ୟ ହେଉ କିନ୍ତୁ ଗୋଟିଏ ତୁଳସୀ ପତ୍ର ଖାଇବାକୁ ଅଧିକ ଲାଭକାରୀ ମାନାଯାଇଥାଏ। ନିୟମିତ ଭାବେ ସକାଳ ସମୟରେ ତୁଳସୀ ପତ୍ର ଖାଇବା ଦ୍ଵାରା ଯାହା ବଡ଼ରୁ ବଡ଼ ପୁଣ୍ୟ ପ୍ରାପ୍ତି ହୋଇଥାଏ। ବୈଜ୍ଞାନିକ ତଥ୍ୟ ଅନୁସାରେ ତୁଳସୀ ପତ୍ର ରେ ମଧ୍ୟ ଭରପୁର ହୋଇ ରହିଛି ଅନେକ ଶକ୍ତି। ଏହାକୁ ଏକ ଚମତ୍କାରୀ ଗଛ ମାନିଥାନ୍ତି। ଏହି ପତ୍ର ଖାଇବା ଦ୍ଵାରା ନା କେବଳ କ୍ୟାନସର ରୋଗ ଭଲ ହୋଇଥାଏ ବରଂ ପେଟର ରୋଗ ଭଲ ହେବାକୁ ଲାଗିଥାଏ।

ତ୍ୱଚାରେ ସୁନ୍ଦରତା ଆଣିବା ପାଇଁ ତୁଳସୀ ପତ୍ର ଅବଶ୍ୟ ଖାଇବା ଉଚିତ୍। ଚିନ୍ତାକୁ କମ କରିବା ପାଇଁ ବହୁତ ସାହାଯ୍ୟ କରିଥାଏ ଏହି ତୁଳସୀ ପତ୍ର। ଥଣ୍ଡା କାଶ କୁ ଭଲ କରିବା ପାଇଁ ନିୟମିତ ତୁଳସୀ ପତ୍ର ଖାଇବା ଉଚିତ୍। ଏଥିପାଇଁ ଲୋକେ ନିଜ ଘରେ ତୁଳସୀ ଗଛ ବା ତଳସୀ ଚଉରାରେ ଲଗାଇଥାନ୍ତି ଏବଂ ପୂଜା କରିଥାନ୍ତି। ଯେବେ ଆପଣ ତୁଳସୀ ପତ୍ର ଖାଇବେ ତାହାକୁ ଦାନ୍ତରେ ଚୋବେଇ ଖାଇବେ ନାହିଁ ଢୋକି ଦିଅନ୍ତୁ। ତୁଳସୀ ପତ୍ର ଖାଇବା ଦ୍ୱାରା ମଣିଷ ଭିତରେ ସକରାତ୍ମକ ଉର୍ଯା ବାସ କରିଥାଏ। ଏହା ବ୍ୟତୀତ ମା ଲକ୍ଷ୍ମୀ ଓ ବିଷ୍ଣୁ ଙ୍କର ଶକ୍ତି ମିଳିଥାଏ। ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ର ରେ ଗଙ୍ଗା ଜଳ ନେଇ ମୁଣ୍ଡ ପାଖରେ ରଖନ୍ତୁ। ସକାଳୁ ଉଠି ତାକୁ ନିଜ ବସ୍ତ୍ର ଉପରେ ଚିଞ୍ଚି ତାପରେ ଜଳକୁ ସେବନ କରନ୍ତୁ। ନିୟମିତ ଏମିତି କାଲେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କର କୃପା ପ୍ରାପ୍ତ ହୋଇଥାଏ।

Leave a Comment