ମକର ସଂକ୍ରାନ୍ତି (14 January)ଏହି ୧ ଜିନିଷ ଖାନ୍ତୁ ଧନର ବର୍ଷା ହେବ,ଏହି ଜିନିଷ ଦାନ କରନ୍ତୁ

ତେବେ ଆଜି ଆମେ ଜାଣିବା ମକର ସଂକ୍ରାନ୍ତି ଦିନ କେଉଁ ସବୁ ଜିନିଷ ଦାନ କରିବା ଦ୍ୱାରା ଆମକୁ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ | ପ୍ରତିବର୍ଷ ସୂର୍ଯ୍ୟ ଙ୍କର ମକର ରାଶିକୁ ଗୋଚର କରିବାର ଦିନକୁ ମକର ସଂକ୍ରାନ୍ତି ର ପର୍ବ ବୋଲି ମାନା ଯାଇଥାଏ | ଏହା ପଛରେ ଏକ କାରଣ ରହିଅଛି ଯାହାକି ସୂର୍ଯ୍ୟଙ୍କ ପୁତ୍ର ଶନିଙ୍କ ସହିତ ସାକ୍ଷାତ କରିବା ପାଇଁ ସ୍ୱୟଂ ମକର ରାଶିକୁ ଯାଇଥାନ୍ତି ତେବେ ଏଥିପାଇଁ ମକର ସଂକ୍ରାନ୍ତି କୁହାଯାଇ ଥାଏ | ଏହି ଦିନରେ ଭଗବାନ ବିଷ୍ଣୁ ଦଇତ ଙ୍କୁ ସଂହାର କରି ସମାଜକୁ ଭୟ ମୁକ୍ତ କରି ଥିଲେ | ଏଥିପାଇଁ ଖୁସିରେ ମକର ସଂକ୍ରାନ୍ତି ମାନା ଯାଇଥାଏ, ଧର୍ମୀକ ମତ ଅନୁଯାଇ ଏହିଦିନ ଦାନ, ପୁର୍ଣ୍ୟ, ସ୍ନାନ ବହୁତ ମହତ୍ୱପୂର୍ଣ୍ଣ ମାନା ଯାଇଥାଏ |

ଆପଣ ଦେଖି ଥିବେ କି ମନୁଷ୍ୟ ବହୁତ ଅଧିକ ଜ୍ଞାନୀ ହୋଇ ଥିଲେ ମଧ୍ୟ ତାର ଆତ୍ମ ବିଶ୍ୱାସ ତାକୁ ସାଥ ଦେଇ ନଥାଏ ଯାହାଦ୍ୱାରା ସେମାନେ ହାର ମାନି ଯାଇଥାନ୍ତି | ଏମିତି ସ୍ଥିତିରେ ସୋମବାର ଦିନ ଆପଣ ରାଶିର ଦାନ କରିବା ଉଚିତ ଆଉ ଯଦି କଳା ରାଶି ଦାନ କରୁଛନ୍ତି ତେବେ ଶନିବାର ଦିନ କରି ପାରିବେ ଏହି ଦିନକୁ ମଧ୍ୟ ବହୁତ ଶୁଭ ମାନା ଯାଇଥାଏ | ଯଦି ଶନିବାର ଦିନ ରାଶି ବା ରାଶି ଲଡ଼ୁ ଦାନ କରୁଛନ୍ତି ତେବେ ଶନିଦେବ ଙ୍କର ରହିଥିବା କୋପ ଆପଣଙ୍କ ନିକଟରୁ ଦୂରେଇ ଯାଇଥାଏ | ଖୋସା କୌଣସି ସାଧାରଣ ଜିନିଷ ନୁହେଁ ଏହା ଭଗବାନ ବିଷ୍ଣୁଙ୍କ ନିକଟରୁ ଉତ୍ପନ ହୋଇଥିଲା |


ଏହି ଦିନ ଯଦି କୌଣସି ଗରିବ ଲୋକଙ୍କୁ ବସ୍ତ୍ର ଦାନ କରୁଛନ୍ତି ତେବେ ଆପଣଙ୍କର ରହୁ ଦୋଷ କଟିଯିବ ଏବଂ କମ୍ବଳ ଦାନ କରିବା ଦ୍ୱାରା ଲୋକ ଆରୋଗ୍ୟ ପ୍ରାପ୍ତି ହୋଇଥାଏ | ଯଦି ଆପଣ ଏହି ଦିନରେ ଗୁଡ଼ର ଦାନ କରିବେ ତେବେ ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଭଲ ରହିଥାଏ ଏବଂ ଘର ପରିବାର ରେ ହସଖୁସିର ବାତାବରଣ ଦେଖା ଯାଇଥାଏ | ଯଦି ଆପଣଙ୍କ ସମ୍ପର୍କରେ ଫାଟ ଆସି ଯାଇଛି ତେବେ ସୋମବାର ଦିନ ମହାଦେବ ଙ୍କ ଶରଣକୁ ଯାଆନ୍ତୁ ଆଉ ଗୁଡ଼ ଅର୍ପଣ କରନ୍ତୁ |

ଗୁଡ଼ ଆଉ ରୁଟି ଗାଈ କୁ ଖୁଆଇବା ଦ୍ୱାରା ମଧ୍ୟ ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ | ମକର ସଂକ୍ରାନ୍ତି ଦିନ ଯଦି ଘିଅର ଦାନ କରୁଛନ୍ତି ତେବେ ଦେବଗୁରୁ ବୃହସ୍ପତି ଙ୍କର ପ୍ରଭାବ ବଢ଼ି ଯାଇଥାଏ | ଏହା କରିବା ଦ୍ୱାରା ସବୁ କାର୍ଯ୍ୟ କରିବା ପାଇଁ ସହଜ ଲାଗିଥାଏ ଏବଂ ବହୁତ ଶୀଘ୍ର ଧନ ଐଶର୍ଯ୍ୟ ପ୍ରାପ୍ତ ହୋଇଥାଏ | ଯଦି ଆପଣଙ୍କର କୌଣସି ଚର୍ମ ରୋଗ ହୋଇ ଅଛି ତେବେ ନିହାତି ଭାବରେ ଏହି ଦିନରେ ଘିଅର ଦାନ କରନ୍ତୁ |

ଚିରାଫଟା କପଡ଼ା କେବେ କାହାକୁ ଦାନ କରିବା ଉଚିତ ନୁହେଁ, ଗନ୍ଧିଆ ଖାଦ୍ୟ କାହାକୁ କେବେ ଦାନ କରନ୍ତୁ ନାହିଁ | ଯଦି ଘରେ ଛିଣ୍ଡା ଚପଲ ପଡ଼ିଅଛି ତାହେଲେ ତାହାକୁ ବି ଦାନ କରିବା ଅନୁଚିତ ଅଟେ, ଏହା ଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ି ନଥାଏ | ଏହି ଦିନରେ ଧଳା କପଡ଼ା କେବେ ଦାନ କରନ୍ତୁ ନାହିଁ ଲାଲ କିମ୍ବା କଳା କପଡ଼ା ଦାନ କରନ୍ତୁ |

Leave a Comment