Viral Video -ସରିଲା କଲିଯୁଗ ! ମନ୍ଦିର ଭିତରୁ ବାହାକୁ ପଡ଼ିଛି ନାଲି ଅଳତାର ପାଦ ଚିହ୍ନ… ଲୋକେ ଦେଖି ଆଶ୍ଚର୍ଯ୍ୟ…

ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଅଟେ?

ଆମେ ଅନେକ ସମୟରେ ଅନେକ କିଛି ଏମିତି ଘଟଣା ସଂସ୍ପର୍ଶରେ ଆସିଥାଉ। କିଛି ଘଟଣାର ଭିଡିଓ ଆମକୁ ସାଧାରଣ ଲାଗୁଥିବା ବେଳେ ଆଉ କିଛି ଘଟଣା ଆମକୁ ଅସାଧାରଣ ଲାଗିଥାଏ। ଆଜିବି ଅନେକ ସମୟରେ କିଛି ଏମିତି ଅଲୌକିକ ଘଟଣା ର ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତେବେ ସେହିପରି ଏକ ଘଟଣା ବିଷୟରେ ଆଜି ଆମେ ଜାଣିବା। ଆଜିର ଏହି ବିଜ୍ଞାନ ଯୁଗରେ ଲୋକେ ପ୍ରାୟତଃ ଅନେକ ଘଟଣାକୁ ଶୁଣି ହେୟ ଜ୍ଞାନ କରି ଦିଅନ୍ତି ଏବଂ ଅନେକ ଏପରି ଘଟଣାକୁ ବିଶ୍ୱାସ ମଧ୍ଯ କରି ପାରନ୍ତି ନାହିଁ।

ତେବେ ଆମ ହିନ୍ଦୁ ଧର୍ମରେ ଆମେ ଅନେକ ଦେବା ଦେବୀଙ୍କୁ ବିଶ୍ୱାସ ସହକାରେ ପୂଜା କରିଥାଉ। ଆମ ଭାରତ ବର୍ଷରେ ଦେବା ଦେବୀଙ୍କ ଅନେକ ମନ୍ଦିର ରହିଛି। ବେଳେ ବେଳେ ଆମେ ଏହି ସବୁ ଦେବା ଦେବୀଙ୍କ ବିଷୟରେ ଅନେକ ଅଲୌକିକ ମହିମା ବିଷୟରେ ଶୁଣିବା ପାଇଁ ପାଇଥାଉ।

ଯାହା ଆମକୁ ଭଗବାନଙ୍କ ଅସ୍ତିତ୍ବ କୁ ବିଶ୍ୱାସ କରିବା ପାଇଁ ବାଧ୍ୟ କରିଥାଏ। ବାସ୍ତବରେ ଆମ ସୃଷ୍ଟିରେ ସ୍ରଷ୍ଟାଙ୍କ ମହିମା ବଡ ବିଚିତ୍ର।ଆମେ ଜାଣିଛୁ ଓଡ଼ିଶା ଏକ ମନ୍ଦିର ମାଳିନୀ ରାଜ୍ୟ ଭାବରେ ଜଣା ଶୁଣା। ଏଠାରେ ଅନେକ ମନ୍ଦିର ରହିଛି ଏବଂ ଲୋକ ମାନଙ୍କ ମନ ମଧ୍ୟରେ ଅନେକ ବିଶ୍ୱାସ ରହିଛି।

ବେଳେ ବେଳେ ଆମେ ଏପରି କିଛି ଅଲୌକିକ ଘଟଣା ବିଷୟରେ ଶୁଣିବା ପାଇଁ ମିଳିଥାଏ, ଯାହା ଆମେ ବିଶ୍ଵାସ ନକରି ରହି ପାରୁନା। ତେବେ ଆଜି ଆମେ ଆପଣଂକୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗ୍ରୀନବାଡି ଗାଁରେ । ସେଠାରେ ଥିବା ରାତ୍ରୀ ମା’ଙ୍କ ମନ୍ଦିରରେ ଦେଖିବାକୁ ମିଳିଛି ମନ୍ଦିର ଭିତରୁ ବାହାରକୁ ପଡିଛି ନାଲି ରଙ୍ଗର ଅଳତାର ପାଦଚିହ୍ନ , ଆଉ ଯାହାକୁ ଦେଖି ଲୋକେ କହୁଛନ୍ତି ରାତ୍ରୀମା କୁଆଡେ ଭ୍ରମଣ କରିବାକୁ ଯାଇଛନ୍ତି ଏବଂ ଏହା ହେଉଛି ତାଙ୍କର ପାଦ ଚିହ୍ନ । ସକାଳୁ ସକାଳୁ ଗାଁଲୋକ ଦେଖିଥିଲେ କି ମନ୍ଦିର ଭିତରୁ ମାଁଙ୍କ ପାଦଚିହ୍ନ ବାହାରକୁ ପଡିଛି ତାହା ପୁଣି ପୂରା ଲାଲ ରଙ୍ଗର ଅଳତାର ପାଦଚିହ୍ନ ପରି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଆଉ ଏହାପରେ ଦକ୍ଷିଣକାଳୀଙ୍କ ମନ୍ଦିରରେ ମା’ଙ୍କ ପାଦଚିହ୍ନ ଦେଖିବାକୁ ଲୋକଙ୍କ ଭିଡ ଜମିଛି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Comment