Sadhu Bani – ମାସିକ ଧର୍ମ ସମୟରେ ମହିଳା ମାନେ କରନ୍ତୁ ନାହିଁ ଏହି ଜିନିଷ, ନଚେତ ଦାମ୍ପତ୍ୟ ଜୀବନରେ ଘଟିପାରେ ଅଘଟଣ

ମାସିକ ଧର୍ମ ବା ପିରିୟଡ଼ ମହିଳା ମାନଙ୍କ ଶରୀରର ଏକ ଏମିତି ସ୍ଥିତି ଯେଉଁ ସମୟରେ ସେମାନଙ୍କ ପାଖରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଯାଇଥାଏ। ପିରିୟଡ଼ ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ଅଂଶ ହୋଇଥାଏ। କିନ୍ତୁ ଅଧିକାଂଶ ସମୟରେ ଏହା ଦ୍ବାରା ହେଉଥିବା ଯନ୍ତ୍ରଣା ବହୁତ୍ ବଡ ସମସ୍ୟା ହୋଇ ଯାଇଥାଏ। ଏମିତିରେ ପିରିୟଡ଼ ସମୟରେ ହେଉଥିବା ଯନ୍ତ୍ରଣା ସ୍ଵାଭାବିକ ହୋଇଥାଏ। କିନ୍ତୁ ଯଦି ଏହି ଯନ୍ତ୍ରଣା ଅସହ୍ୟ ହୋଇ ପଡେ ତେବେ ଏହା ଦୈନଦିନ ଜୀବନରେ ପ୍ରଭାବ ପକାଇ ଥାଏ। ହେଲେ କିଛି ମହିଳା ଥାନ୍ତି ସେସାନଙ୍କୁ ପିରିୟଡ୍ସ ବେଳେ ସେମିତି କିଛି କଷ୍ଟ ହୁଏନି। ତେବେ ପିରିୟଡ୍ସ ସମୟରେ ମହିଳା ମାନଙ୍କୁ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ୍। ନଚେତ୍ ଭବିଷ୍ୟତରେ ବହୁତ ଅସୁବିଧା ହୋଇଥାଏ। ତାହେଲେ ପିରିୟଡ୍ସ ବେଳେ କେଉଁ ନିୟମ ମାନିବା ଉଚିତ୍ ସେ ବିଷୟରେ ଜଣେଇବୁ।

୧ -ପ୍ରତ୍ୟେକ ମହିଳା ମନେ ରଖନ୍ତୁ କି ମାସିକ ଧର୍ମ ବା ପିରିୟଡ଼ ସମୟରେ ଆପଣ ଅଧିକ ସମୟ ଧରି ବାଥ୍ ରୁମ୍ ରେ ରୁହନ୍ତୁ ନାହିଁ, କାରଣ ଟଏଲେଟ ରେ ଥିବା ଜର୍ମ ଆପଣଙ୍କ ଶରୀର ଭିତରକୁ ପ୍ରବେଶ କରିଯାଏ ।ଆଉ ଯେଉଁଥି ପାଇଁ ଭବିଷ୍ୟତରେ ଆପଣଂକୁ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ ।

୨-ଯଦି ପିରିୟଡ଼ ସମୟ ଆପଣ ଚାହା ପିଉଛନ୍ତି ତାହେଲେ ଚାହା ପିଅନ୍ତୁ ନାହିଁ କାରଣ ଏହା ପିରିୟଡ଼ ସମୟରେ ଅଣ୍ଟା ପେନ କୁ ବଡାଇଥାଏ ।

୩ -ଯଦି ପିରିୟଡ଼ ବେଳେ ମହିଳା ମଦ୍ୟପାନ କରୁଛନ୍ତି ତାହେଲେ ମହିଳାଙ୍କୁ ମୁଡ ସୁଇଁ, ମୁଣ୍ଡ ବ୍ୟଥା ଆଦି ହେଇପାରେ ।ଆଉ ଏହା ପିରିୟଡ଼ ବେଳେ ବହୁତ ମାତ୍ରା ରେ ବଡିଯାଏ।

୪ -ତେବେ ଗବେଷଣା ରୁ ଜଣା ପଡ଼ିଛି ଯେଉଁ ମହିଳା ମାନେ ଅଧିକ ସିଗାରେଟ ପିଉଛନ୍ତି ତାହେଲେ ପିରିୟଡ଼ ସମୟରେ ତାଙ୍କୁ ଅଧିକ କଷ୍ଟ ହେଇଥାଏ ।

 


୫ -ଯେଉଁ ମହିଳାଙ୍କ ର ଅଧିକ ଚିନି ଖାଇବା ଅଭ୍ୟାସ ଥାଏ ତାହେଲେ ଏହା ମହିଳା ଙ୍କ ଶରୀର ରେ ହରମୋନ କୁ କମ କରିଥାଏ ଆଉ ପିରିୟଡ଼ ବେଳେ ଏହାର ଖରାପ ପ୍ରଭାବ ପଡିଥାଏ ସେହି ମହିଳାଙ୍କ ଉପରେ ।

୬ -କିଛି କିଛି ମହିଳା ଅଧିକ ଲୁଣ ଖାଇଥାନ୍ତି ଆଉ ସେହିପାଇଁ ସେହି ମହିଳାଙ୍କ ର ପେଟ ଫୁଲିବା ସମସ୍ୟା ଆସିଥାଏ ।ତେଣୁ ବିଶେଷ କରି ପିରିୟଡ଼ ବେଳେ ମହିଳା ମାନେ ଲୁଣ ଖାଇବା କମ କରିବା ଉଚିତ ।

୭ -ବହୁତ ମହିଳା ପିରିୟଡ଼ ବେଳେ ଖାଦ୍ୟ ଖାଆନ୍ତି ନାହିଁ ଆଉ ସେଥିପାଇଁ ତାଙ୍କ ଶରୀର ରେ ଏସିଡ ମାତ୍ରା କମିଯାଏ ଯେଉଁଥି ପାଇଁ ପିରିୟଡ଼ ଅନେକ ଦିନ ଧରି ଚାଲିଥାଏ ।

୮ -ଅନେକ ମହିଳା ପିରିୟଡ଼ ବେଳେ ରାତି ଅନିଦ୍ରା ରହିଥାନ୍ତି ଯାହାର ପ୍ରଭାବ ଆପଣଙ୍କ ପିରିୟଡ଼ ଉପରେ ପଡିଥାଏ ।ଆଉ ସେଥିପାଇଁ ପିରିୟଡ଼ ର ସମୟ ବଢ଼ିବା ସହିତ ଅଧିକ ଯନ୍ତ୍ରଣା ହେଇଥାଏ ।

Leave a Comment