ମାଳିକା ଦେଲା ବଡ ଭବିଷ୍ୟବାଣୀ… ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ କେହି ରହିବେନି ମାତ୍ର 12 ଘଣ୍ଟା ଭିତରେ ଚକ୍ର ଆସି ସବୁ କାଟିଦେବ ।

ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହିମା ଏବଂ ତାଙ୍କର ଦିବ୍ୟ ଦର୍ଶନ ଅନେକଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରିତ କରିଛି। ତାଙ୍କ ଭଳି ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।

ତେବେ ‘ଇନ୍ଦ୍ର ଗୋବିନ୍ଦ ଗୀତା’ ନାମକ ଏକ ମାଳିକା ଶାସ୍ତ୍ର ରହିଛି ଯାହା ସବୁ ଭକ୍ତ ମାନଙ୍କୁ ମିଳିଥାଏ। ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା।

 

ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ।

ତେବେ ମାଳିକା ରେ ବର୍ଣ୍ଣିତ ଥିବା କୌଣ ଅନୁକୋଣରେ ଲୁଚି ରହିଥିବା ଭକ୍ତ ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ନିଜର ସ୍ବତନ୍ତ୍ର ଚେଷ୍ଟା ଜାରି ରଖି ଥିବା ସତ୍ୟଭଞ୍ଜ ୟୁଟ୍ୟୁବ୍ ଚ୍ୟାନାଲ୍ ଆଜି ପୁଣି ଜଣେ ମାଳିକା ଭକ୍ତ ଙ୍କ ପାଖରେ ପହଞ୍ଚି ଯାଇଛି । ଆଉ ଯେଉଁ ମାଳିକା ଭକ୍ତ ମାଳିକା ବିଷୟରେ ଏବଂ ଦେଶର ଆଗତ ଭବିଷ୍ୟତ ତଥା ରାଜନୀତି ବିଷୟରେ ଏବଂ କଳି ଯୁଗର ଅନ୍ତ ବିଷୟରେ ଅନେକ କିଛି ତଥ୍ୟ ପ୍ରଦାନ କରିଛନ୍ତି, ଯାହା ଆଗାମୀ ସମୟରେ ସତ ହେବାକୁ ଯାଉଛି ବୋଲି ସେ ପ୍ରମାଣ ସହକାରେ କହିଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ କହୁଛନ୍ତି ମାଳିକା ଭକ୍ତ ଦେଶର ଆଗାମୀ ଶାସନ ବ୍ୟବସ୍ଥା ଏବଂ ଭବିଷ୍ୟତ ବିଷୟରେ,

ତେବେ ମାଳିକା ଭକ୍ତଙ୍କ କହିବା କଥା ଯେ ଏକ ଅଚିହ୍ନା ବ୍ୟାଥି ଆସିବ ଏବଂ ତାର ଔଷଧ ମିଳିବ ନାହିଁ । ଆଉ ତାହାରି ପଛେ ପଛେ ବହୁତ ଦୁଃଖ ଆସୁଥିବା ସେ କହିଛନ୍ତି । ରୁଦ୍ରସଂରଚନା କେଉଁ ମୂହୂର୍ତ୍ତରେ ପଡିଯିବ କେହି କହି ପାରିବେ ନାହିଁ ଏବଂ ଯାହାର ଫଳ ସ୍ବରୂପ ସମସ୍ତେ ଧ୍ବଂସ ହୋଇଯିବେ । ଏହଛଡା ବାବା କହିଛନ୍ତି ୟେ ଓଡିଶାର ହୀରାକୁଦ ବନ୍ଧ ଭାଙ୍ଗିବନାହିଁ ବରଂ ପଞ୍ଜାବର ଭାକ୍ରା ଡ୍ୟାମ ଏବଂ ଉତ୍ତରାଖଣ୍ଡର ଥିବା ଦୁଇଟି ଡ୍ୟାମ ଭାଙ୍ଗିଯିବ । ଲିଙ୍ଗରାଜ କ୍ଷେତ୍ରରେ ଭୈରବୀ ଡାକ ଦେବ ଏବଂ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ କେହି ରହିବେନି ମାତ୍ର 12 ଘଣ୍ଟା ଭିତରେ ଚକ୍ର ଆସି ସବୁ କାଟିଦେବ । ତେବେ ବାବାଙ୍କର ଏହା ହେଉଛି କେବଳ ସତର୍କବାଣୀ ଏଥିରେ ଭୟଭୀତ ନହୋଇ ଭଗବାନଙ୍କୁ ସ୍ମରଣ କରନ୍ତୁ ଏଥିରୁ ନିଶ୍ଚିତ ଭାବରେ ଉଦ୍ଧାର ପାଇବା କଥା ସେ କହିଛନ୍ତି ।

Leave a Comment