ହଠାତ୍ ମହିଳା ଜଣଙ୍କ ଶାଢୀପିନ୍ଧି ବୁଲେଟ ଚଲେଇ ଆସିଲେ ଆଉ ତାପରେ ଯାହା ହେଲା 60 କୋଟି ଲୋକ ଦେଖିସାରିଲେନି ଏହି ଭିଡିଓ

ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ୍ ହିଟ୍ ହେବାର ଲାଗିଛି।

ଯାହାକୁ ଦେଖି ଲୋକେ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି। ତେବେ ବର୍ତ୍ତମାନ ସମୟରେ ଟ୍ରାଫିକ୍ ନିୟମ କୁ ସରକାରୀ କଡ଼ା ସୁରକ୍ଷା ଭାବରେ ଲାଗୁ କରିଛନ୍ତି। ଯିଏବି ଟ୍ରାଫିକ୍ ନିୟମ କୁ ଉଲଘଂନ କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି।


ତେବେ ଆପଣ ବହୁତ ସମୟରେ ଦେଖିଥିବେ ପୋଲିସ ରାସ୍ତାରେ ଟ୍ରାଫିକ ରୂଲ ଯାଂଚ କରିଥାଏ ଆଉ ସେହି ସମୟରେ ବହୁତ ଲୋକ ହେଲମେଟ ପିନ୍ଧି ନଥାଆନ୍ତି,ପାଖରେ ଡ୍ରାଭିଂ ଲାଇସେନ୍ସ ଆଦି ରଖି ନଥାନ୍ତି ।ସେହି ଲୋକ ମାନଙ୍କର ଚାଲାଣ କଟା ଯାଇଥାଏ ।କିନ୍ତୁ ଜଣେ ଲେଡି ବାଇକର ଟ୍ରାଫିକ ରୂଲ ନମାନି ବିନା ହେଲମେଟରେ ଗାଡି ଚଳାଉଥିଲେ ଆଉ ତାଙ୍କୁ ପୋଲିସ ଅଟକାଇବାକୁ ସେ ଏମିତି ପୋଲିସଙ୍କ ଉପରେ ହୁକୁମତ ଦେଖାଇଛନ୍ତି ।

ବହୁତ ସମୟରେ କିଛି ଏମିତି ଲୋକ ଦେଖିବାକୁ ମିଳିଥାନ୍ତି ଯେଉଁ ମାନେ ନିଜ ଭୁଲ ଦେଖି ନଥାନ୍ତି ଆଉ ଓଲଟା ପୋଲିସ ଙ୍କୁ ଗାଳି ଗୁଲଜ ଓ ଧମକ ଦେଇ ଥାଆନ୍ତି ।ଆଉ ଆଜି ସେମିତି ଜଣେ ଯୁବତୀ ଙ୍କୁ ଆମେ ଦେଖିବାକୁ ପାଇଛୁ ଯିଏ ପୋଲିସ ଚାଲାଣ କାଟିବାକୁ ଯାଉଥିଲା ବେଳେ ତାଙ୍କ ଏମିତି ହଇରାଣ କରୁଛି ଦେଖିଲେ ମୁଣ୍ଡ ଖରାପ ହେଇଯିବ ।

ତେବେ ଏହି ଭିଡ଼ିଓରେ ଆପଣ ଦେଖି ପାରିବେ ଦୁଇ ଜଣ ପୋଲିସ ରାସ୍ତା ଉପରେ ବାଇକରେ ଯାଉଥିବା ଲୋକଙ୍କୁ ଦେଖୁଥିଲେ ଆଉ ଯେଉଁ ମାନେ ହେଲମେଟ ପିନ୍ଧି ନଥିଲେ ତାଙ୍କୁ ଫାଇନ କରୁଥିଲେ ।ତେବେ କିଛି ସମୟ ପରେ ଜଣେ ରାଜସ୍ତାନି ମହିଳା ବାଇକରେ ଆସିଲେ ବିନା ହେଲମେଟ ଲଗେଇ ଆଉ ତାଙ୍କୁ ପୋଲିସ ଅଟକାଉଛନ୍ତି ।

ଆଉ ତାପରେ ସେହି ଲେଡିଙ୍କୁ ପୋଲିସ ହେଲମେଟ କାହିଁକି ପିନ୍ଧି ନାହାନ୍ତି ପଚାରିଥିଲେ,ତାପରେ ପୋଲିସ ତାଙ୍କର ଚାଲାଣ କଟିବା କଥା କହିବାରୁ ସେ କହିଥିଲେ ମୋ ମାଆ MLA ଆଉ ମୋ ବାପା ସରପଞ୍ଚ ମୁଁ କାହିଁକି ପଇସା ଦେବୀ ।ତାପରେ ମହିଳା ତାଙ୍କ ବାପା ଓ ମାଆ ଙ୍କୁ କଲ କରି ସେହି ପୋଲିସ ଙ୍କ ସହ କଥା କରାଉଛନ୍ତି ଆଉ ପୋଲିସ ସେମାନଙ୍କୁ ତାଙ୍କ ଝିଅର ବ୍ୟବହାର କଥା ଜଣାଉଛନ୍ତି ଓ ଉଭୟଙ୍କୁ ପୋଲିସ ଷ୍ଟେସନ ଆସିବାକୁ କହୁଛନ୍ତି ।

ପରେ ସେହି ମହିଳାଙ୍କୁ ସେହି ପୋଲିସ ମାନେ ପୋଲିସ ଷ୍ଟେସନ ନେଇ ଆସିଥିଲେ ।ପୋଲିସ ଷ୍ଟେସନରେ ବି ମହିଳା ତାଙ୍କର ହୁକୁମତ ଦେଖାଇ ଥିଲେ, ଆଉ ପୋଲିସଙ୍କୁ ହଇରାଣ କରିଥିଲେ ।ତେବେ ଏହା ଦେଖିଲେ ବହୁତ ମଜା ଲାଗିବ ଜଣେ ଲେଡି କେମିତି ପୋଲିସଙ୍କ ଉପରେ ଦାଦାଗିରି ଦେଖାଉଛନ୍ତି ।ତେବେ ଏହା କିଛି ସତ ଘଟଣା ନୁହେଁ ଏହା ଏକ ପ୍ରାଙ୍କ ଭିଡ଼ିଓ ଅଟେ ଯାହା ହୁଏତ ଲୋକ ମାନଙ୍କ ସଚେତନ କରାଇବାର ଉଦ୍ଦେଶ୍ୟ ଅଟେ ବୋଲି କୁହାଯାଉଛି।

Leave a Comment