ମିଡ଼ିଆ ଆଗରେ ନିଜ କଥା କହୁ କହୁ ତାଙ୍କ ଲାଇଫର ସବୁ ସିକ୍ରେଟ ଖୋଲି କହିଦେଲେ.. OLYWOD ଅଭିନେତା ସୁକାନ୍ତ ( sukanta ) ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

ଆପଣମାନେ ସବୁଦିନ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବା ପାଇଁ ପାଉଥିବେ। ସେହି ଭିଡିଓ ମାନଙ୍କ ବ୍ୟତୀତ କିଛି ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲା ମାତ୍ରେ ଆପଣ ମାନେ ଖୁସି ହୋଇଯାନ୍ତି। ତେବେ ଓଡ଼ିଆ ସେଲିବ୍ରେଟିଙ୍କ କଥା ଆସିଲେ ସମସ୍ତେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ସେହିପରି ଆଜି ଏମିତି ଜଣେ ଏକ୍ଟରଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯିଏକି ଗଣମାଧ୍ୟମ ସାମ୍ନାରେ ନିଜର ମନର କଥାକୁ ସେୟାର କରିଛନ୍ତି।

ଆଉ ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ କଳାକାର ଯାହାଙ୍କ ନାମ ହେଉଛି ସୌମ୍ୟ। ତେବେ ସେ ଅଭିନୟ ଜଗତରେ ତାଙ୍କର ଜୀବନ ଆରମ୍ଭ କରିବା ପାଇଁ କଣ ସବୁ କରିଥିଲେ ତାହା ସବୁ କହିଛନ୍ତି। ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ ସୌମ୍ୟ କୁ ଯିଏ କି ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ ।


ଆଉ ଅଭିନୟ ଜଗତରେ ଅନେକ କାମ କରି ଓଡିଶା ର ଘରେ ଘରେ ପ୍ରତେକ ଲୋକଙ୍କ ହୃଦୟରେ ଘର କରିଥିବା କଥା ଆପଣ ମାନେ ଜାଣିଥିବେ ।ତେବେ ସେ ଖାଲି ଜଣେ ଭଲ ଅଭିନେତା ନୁହନ୍ତି ଜଣେ ବହୁତ ଭଲ ଏଙ୍କର ମଧ୍ୟ । ରିୟୋଲିଟ ଶୋ ମାନଙ୍କରେ ଏଙ୍କୋରିଂ କାମ କରିଥାନ୍ତି। ଆଉ ଯିଏ କି ଅନେକ କାମ କରିଛନ୍ତି ତାଙ୍କର ଫିଲ୍ମ କ୍ୟାରିୟର ରେ ।

ତାଙ୍କର ସେ ସମୟରେ ଗୋଟିଏ ଡାଇଲଗ ଥିଲା ମଣି ମତେ ଜାଣିଛୁ ନା ମୁଁ ମାଳ ଫୋପାଡ଼ି ତାଳ ତୋଳିବା ଲୋକ ଏମିତି କିଛି ଡାଇଲଗ କହିବାକୁ ଲାଗିଥିଲେ ।ସୌମ୍ୟ ଙ୍କ କହିବା ଅନୁସାରେ ତାଙ୍କ ସମୟରେ ସିନେ ଜଗତକୁ ଆସିବା ପାଇଁ ସେତେ ସୁବିଧା ସୁଯୋଗ ନ ଥିଲା ଯିଏ ଫେମସ ତାକୁ ହିଁ କେବଳ ଫିଲ୍ମ ରେ କାମ କରିବା ପାଇଁ ଅଫର ମିଳୁଥିଲା ବୋଲି ମଧ୍ୟ କୁହାଯାଉଥିଲା ।


ତେବେ ତାଙ୍କୁ ସେ ସମୟରେ ପ୍ରଥମେ ଗୋଟିଏ ଫିଲ୍ମ ପାଇଁ ଅଫର ମିଳିଥିଲା ମାତ୍ର ସୁଟିଂ ର ୫ ଦିନ ଆଗରୁ ମନା କରି ଦିଆଗଲା ଆଉ ଯେଉଁଥିପାଇଁ ତାଙ୍କୁ ବହୁତ ଖରାପ ଲାଗିଥିଲା ।ତାହା ପରେ 1998 ମସିହାରେ ସେ ଏକ ସିରିଏଲ ରେ କାମ କରିବାର ସୁଯୋଗ ପାଇଥିଲେ ଆଉ ସେଥିରେ ଜ୍ୟୋତି ମିଶ୍ର ଥିଲେ ହିରୋଇନ ବୋଲି କୁହାଯାଉଛି ।

ତାହା ପରେ ଗୋଟିଏ ଫିଲ୍ମ ରେ ମଧ୍ୟ ସେ କାମ କରିଛନ୍ତି ତାହା ହେଉଛି ସମୟ ଚକ ରେ ସଂସାର ରଥ ଫିଲ୍ମ ରେ ଅଭିନୟ କରିକି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ଆଉ ସେତେବେଳେ କେବଳ ଗୋଟିଏ ମାତ୍ର ଟେଲିଭିଜନ ଥିଲା ତାହା ହେଉଛି ଦୂରଦର୍ଶନ, ଆଉ ସେଥିରେ ମଧ୍ୟ ସେ କାମ କରିଥିଲେ ବୋଲି କହିଛନ୍ତି । ତେବେ ସୌମ୍ୟ ଙ୍କ କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Leave a Comment