Exclusive: ମୋ ଭଉଣୀ କୋଉ ସାଇଜର ବ୍ରା ପିନ୍ଧିଛି, ତାର ପିରିୟ୍ଡ଼ସ କେବେ ଏସବୁ ରେକର୍ଡିଙ୍ଗ କରି ଭାଇରାଲ କରୁଛି… ଏ ନେଇ କଣ କହୁଛି ନିଜ ଭାଇ, ଦେଖନ୍ତୁ ଭିଡ଼ିଓ… .

ତେବେ ବର୍ତ୍ତମାନ ସମୟରେ ପୁଣି ଏକ ଘଟଣା ଆସି ପହଞ୍ଚିଛି ଯେଉଁଠି ଜଣେ ବ୍ୟକ୍ତି ଏକ ମହିଳା ଙ୍କର ଫଟୋ ଭାଇରାଲ କରି ଦେବାର ଧମକ ଦେଉଛି | ତେବେ ଏହାକୁ ନେଇ ସେହି ମହିଳା ଙ୍କର ଭାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି | ତାଙ୍କ ଭାଇ ମିଡ଼ିଆ ସାମ୍ନାରେ କହିଛନ୍ତି କି, ବିଗତ କିଛି ଦିନ ତଳେ ଗୋଟେ ଲୋକ ମୋ ସହିତ ପରିଚିତ ହୋଇ ମୋର ବିଶ୍ୱାସ ଜନ୍ମେଇ ଓ ମୋର ବାପା ମାଙ୍କ ବିଶ୍ୱାସ ଜନ୍ମେଇ ମୋ ଭଉଣୀ ର ଫାଇଦା ଉଠାଇଛି |

ମୋ ଭଉଣୀ ର ଯେହେତୁ ପାରିବାରିକ କଲହ ଥିଲା ଆମର ଏହାକୁ ନେଇ କେସ ମଧ୍ୟ ଚାଲି ଥିଲା ଯାହାକୁ ନେଇ ସେ ଲୋକ କୁ ଆମେ ଏହି ସମ୍ପର୍କ ରେ ଜଣେଇ ଦେଇ ଥିଲୁ ଆଉ ସେ ମଧ୍ୟ କହି ଥିଲା କି ସେ ଆମକୁ ସ୍ୱତନ୍ତ୍ର ହେଲ୍ପ କରିବ ବୋଲି | କିନ୍ତୁ ହେଲ୍ପ କରିବା ବଦଳରେ ମୋ ଭଉଣୀର କିଛି କଥାବାର୍ତା କୁ ରେକର୍ଡ କରି ମୋ ଭଉଣୀ କଣ ପିନ୍ଧିଛନ୍ତି, କଣ ଖାଇଛନ୍ତି ତାଙ୍କର ପ୍ରଶନାଲ ଡିଟେଲସ ତାଙ୍କର ଭଲ ମନ୍ଦ ଏବଂ ତାଙ୍କର ପିରିୟଡ଼ସ ହୋଇଛି କି ନାହିଁ ଜାଣିଶୁଣି ଏହି ସବୁ କଥାକୁ ରେକର୍ଡିଙ୍ଗ କରିକି ତାକୁ ବ୍ଲାକମେଲିଙ୍ଗ କରୁଛି ଓ ଥାନାରେ ଦେବ ବୋଲି କହିକି ଫଟୋ ମଗେଇକି ତାକୁ ନେକେଡ଼ କରି ଏଡିଟିଂ କରି ଧମକ ଦେଉଛି ଆଉ ମାରି ଦେବ ବୋଲି ବି ଧମକ ଦେଉଛି |

ଏହା ଜାଣିବା ପରେ ସେ ଲୋକ କୁ ମୁଁ 30 ହଜାର ଟଙ୍କା ଆକାଉଣ୍ଟ ପେମେଣ୍ଟ କରିଛି, ତା ସହିତ ଦେଢ଼ ଲକ୍ଷ ଟଙ୍କା ମୁଁ ତାକୁ ନେଟ କ୍ୟାସ ଦେଇଛି ଓ ଗୋଟେ ସୁନା ଚେନ ଓ ହାର ମୋ ଭଉଣୀ ର ମୁଁ ତାକୁ ନିଜେ ନେଇ ଦେଇଛି | ସେ ଲୋକ ଟିର ନାଁ ହେଉଛି ସମ୍ବିତ କୁମାର ମହାପାତ୍ର ତା ଘର କୋଉଠି ମୁଁ ଜାଣି ନାହିଁ ଆଉ ସେ ମତେ କହି ଥିଲା କି ମୁଁ ସିବିଆଇ ରେ ଅଛି କିନ୍ତୁ ମୁଁ ଜାଣିଛି ସେ କୌଣସି ସିବିଆଇ ରେ ନାହିଁ |

ସେ ଫେକ ପରିଚୟ ଦେଇ ଏଭଳି କାମ କରୁଛି ଅନେକ ମା ଭଉଣୀ ଙ୍କର ଫଟୋ କୁ ନେଇକି ସେ ଏମିତି ଅଶ୍ଳୀଳ ବ୍ଲାକମେଲ କରି ପଇସା ମାଗୁଛି ଆଉ ପଇସା ଣ ଦେଲେ ଭାଇରାଲ କରି ଦେଉଛି | ମୋ ଭଉଣୀ ର ଫଟୋ କୁ ଭାଇରାଲ ନ କରିବା ପାଇଁ ମୁଁ ତାକୁ ଲକ୍ଷେ 80ହଜାର ଟଙ୍କା ଦେଇଛି ସୁନା ଦେଇଛି | ଯେହେତୁ ମୋର ପାରିବାରିକ କଳହ ଥିଲା ତେଣୁ ନିଜ ସମ୍ମାନ ବଞ୍ଚାଇବାକୁ ଯାଇ ମୁଁ ତାକୁ ଟଙ୍କା ଦେଇ ଥିଲି | ମୋ ଭଉଣୀ ଏହାକୁ ନେଇ ଯେତେ ଆତ୍ମହତ୍ୟା କରିବ ବୋଲି କହିଲା ସେତେବେଳେ ମୁଁ ସାଇବର ଥାନାରେ ଅଭିଯୋଗ କଲି ପୁଣି ମଞ୍ଚେଶ୍ୱର ଥାନାରେ ମଧ୍ୟ ଅଭିଯୋଗ କରିଛି, ପୋଲିସ ପରେ ପୋଲିସ ଦେଖେଇ ଚାଲିଛନ୍ତି କିନ୍ତୁ କୌଣସି ଥାନା ଏଫେୟାର ରଖୁ ନାହାଁନ୍ତି ବୋଲି ସେ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment