Viral ଭିଡ଼ିଓ- ମିଡିଆ ଆଗରେ ଅଭିନେତା ସିନ୍ଧାନ୍ତ ମହାପାତ୍ର ଦେଲେ ବଡ ବୟାନ୍…ପୁଅର ଆଖି କାନ ମୋ ପରି ହୋଇଛି…

ଆପଣ ମାନ ଙ୍କ ପାଇଁ ଚଳଚ୍ଚିତ୍ର ଜଗତରେ ଅନେକ ଚଳଚ୍ଚିତ୍ର ନିର୍ମିତ ହେଉଛି । ଏହି ଚଳଚ୍ଚିତ୍ର ଗୁଡ଼ିକୁ ଦର୍ଶକ ମାନେ ମଧ୍ୟ ବହୁତ୍ ସାରା ଭଲ ପାଇବା ଦେଉଛନ୍ତି । ଅତି ନିକଟ ରେଓଡ଼ିଆ ଚଳଚ୍ଚିତ୍ର ଓଡ଼ିଶା ବାହାରେ ଭଲ ନାମ ଅର୍ଜନ କରିଛି । ବର୍ତ୍ତମାନ ସମୟ ରେ ଭଲ ବିଷୟ ବସ୍ତୁ କୁ ନେଇ ପ୍ରସ୍ତୁତ ହେଉଛି ।ଯାହାକୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଛନ୍ତି ।

ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ବେଶ୍ ଚର୍ଚ୍ଚା ରେ ଅଛନ୍ତି ଏକ ନୂଆ ଫିଲ୍ମ କୁ ନେଇ , ଏହି ଚଳଚ୍ଚିତ୍ର ର ନାମ ହେଉଛି ମୋ ବାପା ମୋ ପାଇଁ ସୁପର ମ୍ୟାନ । ଏହି ଚଳଚ୍ଚିତ୍ର ରେ ସିଦ୍ଧାନ୍ତ ମହାପାତ୍ର ବାପା ଚରିତ୍ର ରେ ନଜର ଆସୁଛନ୍ତି ।


ଏହି ଚଳଚ୍ଚିତ୍ର ପୁଅ ଚରିତ୍ର ରେ ନଜର ଆସୁଥିବା ଶିଶୁ କଳାକାର ଜଣକ ନିଜ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର ସ୍ବପ୍ନ ଥିଲା ସେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ଚଳଚ୍ଚିତ୍ର କରିବେ ବୋଲି , ଏହି ଫିଲ୍ମ ପାଇଁ ସେ ବହୁତ୍ କଷ୍ଟ କରିଛନ୍ତି ଫିଲ୍ମ ଟି କେମିତି ଭଲ ହେବ ବୋଲି । ବାପା ଫିଲ୍ମ ର ସମସ୍ତ ଟିମ୍ ବହୁତ୍ ପରିଶ୍ରମ କରିଛନ୍ତି ।

ଏହି ଚଳଚ୍ଚିତ୍ର ଟି ନିଶ୍ଚିନ୍ତ ଭାବେ ସମସ୍ତ ଙ୍କୁ ପସନ୍ଦ ଆସିବ , ଆପଣ ମାନେ ନିଶ୍ଚିନ୍ତ ଭାବ ରେ ଏହି ଫିଲ୍ମ ଟି କୁ ଦେଖିବାକୁ ଯିବେ । ଏହି ଦୁନିଆ ରେ ଆମେ ଯାହାକୁ ରିଅଲ ହିରୋ କହୁଛେ , ଯାହାଙ୍କ ପାଇଁ ଆଜି ଆମେ ଦୁନିଆ କୁ ଆସିଛେ, କେମିତି ଆମ କୁ ସେ ଭଲ ମଣିଷ କରାଇ ନିଜେ ପରିଶ୍ରମ କରି ପିଲା ଙ୍କ ଭବିଷ୍ୟତ କୁ ଉଜ୍ଜ୍ବଳ କରିଛନ୍ତି ।

ସେ ହେଉଛନ୍ତି ବାପା । ବାପା ଙ୍କ ବିଷୟ ରେ ଯେତେ ପ୍ରଶଂସା କରି କହିଲେ କମ୍ ହେବ । ବାପା ଙ୍କୁ ନେଇ ଚଳଚ୍ଚିତ୍ର ଟି ହୋଇଛି ମାନେ ନିଶ୍ଚୟ ଏହା କୁ ଦର୍ଶକ ମାନେ ପସନ୍ଦ କରିବେ । ପିଲା ଙ୍କ ଆଶା କୁ ଯଦି କିଏ ପୂରଣ କରିଥାଏ ସେ ହେଉଛି ବାପା । ବାପା ସୁପର ମ୍ୟାନ ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନଜର ଆସିବେ ।

ଅଭିନେତା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯିଏ କୁ ମୁନା ଭାଇ ନାମ ରେ ବେଶ୍ ପରିଚିତ ।ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହୋଇ ରହିବା ର କାରଣ ଏହି ଅଭିନେତା ଙ୍କ ପାଇଁ , ଦର୍ଶକ ମାନେ ଏହି ଅଭିନେତା ଙ୍କ ଜବରଦସ୍ତ ଅଭିନୟ ଦେଖିବା ପାଇଁ ବେଶ୍ ଇଚ୍ଛୁକ ଥାଆନ୍ତି । ସେଥି ପାଇଁ ଏକ ଭଲ କଣ୍ଟେଣ୍ଟ ଙ୍କୁ ନେଇ ଫିଲ୍ମ ଟି ଆସି ସାରିଛି । ଦେଖାଯାଉ ଆପଣ ମାନେ ଏହି ଚଳଚ୍ଚିତ୍ର ଟି କେତେ ଭଲ ପାଇବା ଦେଉଛନ୍ତି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment