ମୋ ସ୍ତ୍ରୀକୁ ମୋ ବାପା ଦେହ ସୁଖ ଦିଏ ରାତିରେ ସମୟ କଟାଏ …ମୁଁ ଖାଲି ବାହା ହୋଇଛି କିନ୍ତୁ ବାପା ସବୁ କାମ କରନ୍ତି ?

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ନିଜର ସମ୍ପର୍କ ର ଡୋରି କୁ ମଧ୍ୟ ଭୁଲି ଯାଇଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଭାରତୀୟ ସଂସ୍କୃତିରେ ଶଶୁର ଓ ବୋହୂ ର ସମ୍ପର୍କ କୁ ବାପ ଓ ଝିଅର ସମ୍ପର୍କ ବୋଲି କୁହା ଯାଏ।ତେଣୁ ଏହି ସମ୍ପର୍କ କୁ ଅତି ପବିତ୍ର ସମ୍ପର୍କ ବୋଲି କୁହା ଯାଏ।କିନ୍ତୁ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟ ରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ତାର ସମ୍ପର୍କ ର ମୂଲ୍ୟ ବୋଧ କୁ ଭୁଲି ଯାଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ତେବେ ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ଏଠାରେ ସୁକାନ୍ତ ବେହେରା ନାମକ ଜଣେ ଯୁବକଙ୍କ ସହିତ ଏପରି ଘଟଣାଟି ଘଟିଛି । ସୁକାନ୍ତ କାମ କରିବାକୁ ମୁମ୍ବାଇ ଯିବା ବେଳେ ସୁକାନ୍ତଙ୍କ ପାଖକୁ ଆସିଥିଲା ତାଙ୍କ ସ୍ତ୍ରୀଙ୍କ ଫୋନ କଲ୍ ଆଉ କିଛି ସମୟ କଥା ହୋଇସାରି ସୁକାନ୍ତ କହିଥିଲେ ଫୋନ ରଖି ଶୋଇପଡ । ହେଲେ କଲ୍ ଟି କାଟିବାକୁ ସୁକାନ୍ତ ଭୁଲି ଯାଇଥିଲେ ସେପଟେ ସ୍ତ୍ରୀ ମଧ୍ୟ ଫୋନ୍ କାଟିବା ପାଇଁ ଭୁଲି ଯାଇଥିଲେ । ହେଲେ ସୁକାନ୍ତଙ୍କ ମୋବାଇଲରେ ଅଟୋ ରେକଡିଂ ଥିଲା ରେକଡିଂ ଶୁଣିବା ପରେ ସୁକାନ୍ତଙ୍କ ଆଖିରୁ ଲୁହର ବନ୍ୟା ସୃଷ୍ଟି ହୋଇଥିଲା ।

ରେକଡିଂରେ ସୁକାନ୍ତ ଜାଣିବା ପାଇଁ ପାଇଥିଲେ ତାଙ୍କର ବାପା ତାଙ୍କ ସ୍ତ୍ରୀ ସହିତ ଶାରିରୀକ ସଂପର୍କ ଏବଂ ଅନୈତିକ ସଂପର୍କ ଅଛି । ସୁକାନ୍ତ ଘରକୁ ଫେରି ସ୍ତ୍ରୀ ଗାଳିଗୁଲଜ ସହିତ ମାଡ ମାରି ତାଗିଦ ମଧ୍ୟ କରିଥିଲେ । ଏହାପରେ ଘଟଣାଟି ଥାନାରେ ଯାଇ ପହଞ୍ଚିଲା ଏବଂ ଥାନାରେ ସୁକାନ୍ତ ବିରୋଧରେ ସୁକାନ୍ତଙ୍କ ଶାଶୁ ଏବଂ ସ୍ତ୍ରୀ ଅଭିଯୋଗ କରିଥିଲେ । ସୁକାନ୍ତଙ୍କ ସ୍ତ୍ରୀ ଆଉ ଭୁଲ କରିବେନି ବୋଲି କଥା ଦେଇଥିଲେ ସେହିଦିନ ଠାରୁ କିଛି ଦିନ ଭଲରେ ରହିବା ପରେ ସୁକାନ୍ତ ବାହାରକୁ ଯାଇଥିଲେ । ହେଲେ ପୁଣି ସେହି ଫୋନରେ ଧରା ପଡିଲା ସୁକାନ୍ତଙ୍କ ସ୍ତ୍ରୀ ଏବଂ ତାଙ୍କ ବାପାଙ୍କର ପାପ ସଂପର୍କ ।

ଅତିଷ୍ଠ ହୋଇ ସୁକାନ୍ତ ନିଜ ସ୍ତ୍ରୀକୁ ଗାଳି ଦେବାକୁ ସୁକାନ୍ତଙ୍କୁ ମିଳୁଛି ଥାନା ଧମକ । ଯଦି ମୁହଁ ଖୋଲିବେ ତେବେ ତାଙ୍କୁ ଜେଲ୍ ରେ ପୁରେଇ ଦେବାକୁ ମିଳୁଛି ଧମକ । କେବଳ ସେତିକି ନୁହେଁ ଲୋକଲଜ୍ୟାକୁ ଡରି ସୁକାନ୍ତ ପରିବାକୁ ଜଣେଇବା ପରେ ପରିବାର ଲୋକେ ସୁକାନ୍ତଙ୍କ କୌଣସି ସହଯୋଗ କରିନଥିଲେ ଓଲଟା ଗ୍ରାମବାସୀଙ୍କୁ ପରିବାର ଲୋକେ କହୁଛନ୍ତି ସୁକାନ୍ତ ଗୋଟେ ଅର୍ଦ୍ଧ ପାଗଳ । ତେଣୁ ସୁକାନ୍ତ ନ୍ୟାୟ ପାଇଁ ଏବେ ସମସ୍ତଙ୍କୁ ନିବେଦନ କରୁଛନ୍ତି ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ସୁକାନ୍ତଙ୍କୁ ନ୍ୟାୟ ।

Leave a Comment