ମୁଁ HOT ମୋତେ ଛୁଁଇଲେ ପୁଅମାନେ ବେଶି ବାଥରୁମକୁ ଯାଆନ୍ତି ,ଏମିତି କହିଲେ ନିଶା ମହାରଣା…ଦେଖନ୍ତୁ viral ଭିଡ଼ିଓ ଟିକୁ….

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଯାହାକୁ ଶୁଣିଲେ ଆଉ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ସେହିଭଳି ଏକ ଭିଡ଼ିଓ ହେଉଛି ସନ୍ନି ଲିଅନୀ ଙ୍କ ବିଷୟରେ |

ଯେଉଁଠି ଆପଣ ମାନେ ଜାଣିଥିବେ କି ବଲିଉଡ ର ହଟ କୁଇନ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ସନ୍ନି ଲିଅନୀ ଙ୍କ ଭଳି ଓଡିଶା ରେ ଅସୁବାକୁ ଯାଉଛନ୍ତି ଆଉ ଜଣେ ସନ୍ନି ଲିଅନୀ | ଆଉ ଯିଏ କି ତାଙ୍କ ଭଳି ହେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |


ଆପଣ ମାନେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ କାମ କରୁଥିବା ଅନେକ ପ୍ରକାରର ହିରୋଇନ ମାନଙ୍କ ବିଷୟରେ ଜାଣିଥିବେ ତେବେ ସେ ସମସ୍ତଙ୍କ ମଧ୍ୟରୁ ସନ୍ନି ଲିଅନୀ ହେଉଛନ୍ତି ସମ୍ପୂର୍ଣ୍ଣ ଅଲଗା | କାରଣ ସେ ଅନେକ ହଟ ଡ୍ରେସ ପିନ୍ଧିବା ସହିତ ହଟ କୁଇନ ଓ ହଟ ଡାନ୍ସର ଭାବରେ ମଧ୍ୟ ସମସ୍ତ ଲୋକ ମାନେ ଜାଣିଛନ୍ତି |ତାହା ସହିତ ସନ୍ନି ଲିଅନୀ କୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ନେଇକି ଅନେକ କଥା ମଧ୍ୟ ଭାବିଥାନ୍ତି | ତେବେ ବର୍ତ୍ତମାନ ସେହି ସନ୍ନି ଲିଅନୀ ଙ୍କ ଭଳି ଓଡିଶା ରେ ସନ୍ନି ଲିଅନୀ ବାହାରିଛନ୍ତି ଆଉ ଯିଏ କି ଓଡିଶା ରେ ନିଜର ହୋଇଚଇ ସୃଷ୍ଟି କରିବ ବୋଲି କହିଛନ୍ତି |


ତାହା ବ୍ୟତୀତ କୁହାଯାଉଛି କି ଆମ ଓଡିଶା ରେ ଲିସା ମହାରଣା ମଧ୍ୟ ସନ୍ନି ଲିଅନୀ ହେଉଛନ୍ତି ଜଣେ ହଟ କୁଇନ ଆମ ଓଡିଶା ଆଉ ଯିଏ କି ବଲିଉଡ ର ସନ୍ନି ଲିଅନୀ ହେବା ପାଇଁ ଚାହୁଁଛନ୍ତି | ତେବେ ନିଶା ଙ୍କର କହିବା କଥା କି ସେ ପିଲା ଦିନରୁ ତାଙ୍କୁ ପସନ୍ଦ କରନ୍ତି ଆଉ ସେ ସବୁବେଳେ ସନ୍ନି ଲିଅନୀ ଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି | ଆଉ ତାହା ସହିତ ସେ ଜାଣିଛନ୍ତି କି ସନ୍ନି ଲିଅନୀ ହେଉଛନ୍ତି ଜଣେ ଏଭଳି ଏକ୍ଟର ଯିଏ କି ଅନେକ ହଟ ଡାନ୍ସ କରିବା ସହିତ ପର୍ଣ୍ଣ ଭିଡ଼ିଓ ମଧ୍ୟ କରିଥାନ୍ତି |

କିନ୍ତୁ ସେ ଜୀବନରେ ଆଗକୁ ଯିବା ପାଇଁ ଅନେକ ଷ୍ଟ୍ରୋଗଲ କରିଛନ୍ତି ଆଉ ସେହିଭଳି ନିଶା ମହାରଣା ମଧ୍ୟ ସେହିଭଳି ଓଡିଶା ର ସନ୍ନି ଲିଅନୀ ହେବା ପାଇଁ ଚାହୁଁଛନ୍ତି | ଆଉ ସେଥିପାଇଁ ଲୋକ ମାନେ ଯାହା ଭାବନ୍ତି ଭାବି ପାରନ୍ତି ଏଥିରେ କିଛି ଫରକ ପଡ଼ି ନ ଥାଏ ବୋଲି କହିଛନ୍ତି |ତେବେ ତାଙ୍କର ଘରେ ବାପା ମା ଙ୍କ ସହିତ ତାଙ୍କର ବଡ଼ ଭାଇ ମାନେ ମଧ୍ୟ ତାଙ୍କୁ ଏହି କାମରେ ସପୋର୍ଟ କରିଥାନ୍ତି ବୋଲି କହିଛନ୍ତି | ଏହା ବ୍ୟତୀତ ନିଶା ମହାରଣା କହିଛନ୍ତି କି ଆଜି କାଲିର ମାର୍କେଟରେ ଯେତେ ପର୍ଯ୍ୟନ୍ତ ଦେଖେଇ ନାହିଁ ଆପଣ ତାହେଲେ ସେତେବେଳ ଯାଏ ଆପଣଙ୍କୁ କେହି ଚିନ୍ହିବେ ନାହିଁ | ତାହେଲେ ଏହା ଥିଲା ଭାଇରାଲ ହେଉଥିବା ସେହି ଭିଡ଼ିଓ ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave a Comment