ଦେଖନ୍ତୁ Exclusive ଭିଡିଓ ! ,ମୋତେ ଲାଗେ ପୁଅମାନେ ମୋତେ ଖାଇଯିବେ ଭାବନ୍ତି :…ମିଡିଆ ସାମ୍ନାରେ ପ୍ରଥମ ଥର ଏମିତି କହିଲେ ସୋନମ୍…

ସୁନମ ଜଣେ ଓଡିଆ କଥାଚିତ୍ର ଅଭିନେତ୍ରୀ। ଓଲିଉଡ଼ ସିନେମା ଜଗତର ଆଗଧାଡିର ନାୟିକା ମାନଙ୍କ ମଧ୍ୟରୁ ଅଭିନେତ୍ରୀ ସୁନମ୍ ଅନ୍ୟତମ।ତେବେ ଅଭିନେତ୍ରୀ ସୁନମ୍ ନିଜ ପ୍ରଫେସନାଲ ଲାଇଫ୍ କୁ ନେଇ ଯେତିକି ଚର୍ଚ୍ଚିତ ତା ଠାରୁ ଅଧିକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ରହିଥାନ୍ତି।ସୁଟିଂ ସେଟରୁ ଭଲପାଇ ସୁନମ୍ ଓଲିଉଡର ସୁପରଷ୍ଟାର ତଥା କେନ୍ଦ୍ରାପଡ଼ା ସାଂସଦ ବିବାହ କରିନାହାନ୍ତି ତାଙ୍କୁ ବହୁତ ପୁଅ ପ୍ରପୁଜ୍ଯ କରିଛନ୍ତି। ଆପଣମାନେ ଅଭିନେତ୍ରୀ ସୁନମ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର ଆକର୍ଷଣୀୟ ଲୁକସ୍ ଏବଂ ନିଜର ଚମତ୍କାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି ସୁନମ୍


୧୯୮୪ ମସିହା ଅଗଷ୍ଟ ୭ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ସୁନନ। ସୁନମ୍ ମା ଦୀପା ସାହୁ ମଧ୍ୟ ଜଣେ କଥାଚିତ୍ର ଅଭିନେତ୍ରୀ। ସୁନମ୍ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଧାରାବାହିକରେ ମଧ୍ୟ ଶିଶୁ କଳାକାର ଭାବେ ନଜର ଆସିଥିଲେ ଅଭିନେତ୍ରୀ ସୁନମ୍ ଏହା ପରେ ୨୦୦୩ ମସିହାରେ ଓଡିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ ନିଜର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ ସୁନମ୍। ଆଉ ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମାରେ ଅଭିନେତ୍ରୀ ସୁନମ୍ ଚମତ୍କାର ଅଭିନୟ ଦର୍ଶକ ଦେଖିବାକୁ ପାଇଥିଲେ। କେବଳ ଓଡ଼ିଆ କଥାଚିତ୍ର ନୁହେଁ ଏକାଧିକ ବଙ୍ଗଳା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ସୁନମ୍

ତେବେ ଅଭିନେତ୍ରୀ ସୁନମ୍ ନିଜ ପ୍ରଫେସନାଲ ଲାଇଫ୍ କୁ ନେଇ ଯେତିକି ଚର୍ଚ୍ଚିତ ତା ଠାରୁ ଅଧିକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ରହିଥାନ୍ତି।ସୁଟିଂ ସେଟରୁ ଭଲପାଇ ସୁନମ୍ ଓଲିଉଡର ସୁପରଷ୍ଟାର ତଥା କେନ୍ଦ୍ରାପଡ଼ା ସାଂସଦ ବିବାହ କରିନାହାନ୍ତି ତାଙ୍କୁ ବହୁତ ପୁଅ ପ୍ରପୁଜ୍ଯ କରିଛନ୍ତି। କିନ୍ତୁ ସୁନମ ଙ୍କ ବୈବାହିକ ଜୀବନ ତିଷ୍ଠି ପାରି ନଥିଲା।

ଆଉ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ। ବିଚ୍ଛେଦ ପାଇଁ ସୁନମ୍ ପ୍ରଥମେ ରାଜି ନଥିଲେ ମାତ୍ର ଏବେ ସୁନମ୍ ମଧ୍ୟ ବିଚ୍ଛେଦ ପାଇଁ ରାଜି ହୋଇଛନ୍ତି। ଆଉ ଏବେ ମଧ୍ୟ ସୁନମ୍ ଓ ବିବାହ ବିଚ୍ଛେଦ କୋର୍ଟରେ ବିଚାରଧିନ ହୋଇ ରହିଛି। ଆଉ ଏହି ସମୟରେ ସୋସିଆଲ ମିଡିଆରେ ସୁନମ ଙ୍କ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଯେଉଁ ଭିଡିଓରେ ଅଭିନେତ୍ରୀ ସୁନମ ତାଙ୍କ ପରିବାର ସହିତ ଖୁବ୍ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି।କେତେବେଳେ ସିଏ ନିଜ ମା ଓ ଭଉଣୀ ମାନଙ୍କ ସହିତ ଡିନର କରୁଛନ୍ତି ତ ଆଉ କେତେବେଳେ ତାଙ୍କ ଭଉଣୀ ମାନଙ୍କ ସହିତ ବୁଲାବୁଲି କରୁଥିବାର ଦେଖିବା ପାଇଁ ମିଳିଛି। ଭିଡିଓରେ ସୁନମ ନିଜ ପରିବାର ସହିତ ବେଶ୍ ଖୁସି ଥିବାର ନଜର ଆସିଛନ୍ତି।

ତେବେ ସୁନମ୍ ତାଙ୍କର ଏହି ଖୁସିର ମୁହୂର୍ତ୍ତକୁ ଫ୍ୟାନସ୍ ମାନଙ୍କ ସହିତ ସେୟାର କରିଛନ୍ତି ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି। ସୁନମ ଙ୍କ ଏହି ଖୁସିର ମୁହୂର୍ତ୍ତରେ କାହାର ବି ନଜର ନଲାଗୁ ବୋଲି କିଛି ପ୍ରସଂଶକ ମାନେ ମତ ରଖିଛନ୍ତି। ତେବେ ବର୍ଷାଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment