ଦେଖନ୍ତୁ viral ଭିଡିଓ .. ମୋର ବହୁତ ଲଙ୍ଗଳା ଫଟୋ ଅଛି …ମିଡିଆ ସାମ୍ନାରେ ଏମିତି କହିଲେ ମହିଳା ଜଣଙ୍କ

ପ୍ରେମିକ ହୋଇ ନିଜ ପ୍ରେମିକା କୁ ଧମକ ଦଉଛି କହୁଛି ତୁ ଯଦିମୋ କଥା ନ ଶୁଣିବୁ ତା ହେଲେ ତ ଲଙ୍ଗଳା ଫୋଟ ସୁସିଆଲ୍ ମିଡିଆ ରେ ଭାଇରଲ୍ କରିଦେବି। ଆପଣ ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଅନେକ ଖବର ଶୁଣିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଦୁଃଖ ପ୍ରକାଶ କରିବେ |ପ୍ରେମ କରି ଶରୀରକ ସମ୍ପର୍କ ରଖିଲେ ପରେ ବାଧ୍ୟ ହୋଇ ବାହା ମଧ୍ୟ ହେଲେ ମାତ୍ର ବାହାଘର ଚାରିଦିନ ପରେ ଛାଡି ପଳେଇଲେ ସ୍ୱାମୀ |ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଦୀର୍ଘ ସାତ ବର୍ଷ ଧରି ପ୍ରେମ କଲେ ପରେ ବାଧ୍ୟ ହୋଇ ବାହା ମଧ୍ୟ ହେଲେ ମାତ୍ର ବାହାଘର ଚାରିଦିନ ପରେ ଛାଡି ପଳେଇଲେ ସ୍ୱାମୀ |ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଖଲିକୋର୍ଟ ଥାନା ଅନ୍ତର୍ଗତ ମଧୁରା ପଂଚାୟତର ସିଧାପଲ୍ଲୀ ଗ୍ରାମରେ |ଏହି ସିଧାପଲ୍ଲୀ ଗ୍ରାମର ଲକ୍ଷଣ ବେହେରାଙ୍କ ପୁଅ ସୁବ୍ରତ ବେହେରାଙ୍କ ସହିତ ଏହି ଗ୍ରାମର ରଘୁନାଥ ବେହେରାଙ୍କ ଝିଅ ସନ୍ତୋଷିନୀ ବେହେରାଙ୍କ ମଧ୍ୟରେ ବିଦ୍ୟାଳୟରେ ପାଠ ପଢା ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା |

ଓ ନିବିଡ଼ ରହିବା ସହିତ ବିବାହର ପ୍ରଲୋଭନ ଦେଖାଇ ସନ୍ତୋଷିନୀଙ୍କ ସହିତ ଶରୀରକ ସମ୍ପର୍କ ରଖିଥିଲେ ସୁବ୍ରତ |ଏମାନଙ୍କ ପ୍ରେମ ଘଟଣା ପ୍ରାଘଟ ହେବା ପରେ ଗ୍ରାମର କିଛି ଭଦ୍ର ବ୍ୟକ୍ତି ବୈଠକ କରି ଉଭୟଙ୍କ ବିବାହଗତ ଅକ୍ଟୋବର ମାସ 19 ତାରିଖରେ ସମ୍ପନ୍ନ କରିଥିଲେ |

 କିନ୍ତୁ ଏହି ବିବାହରେ ସୁବ୍ରତଙ୍କ ବାପା ମା ଓ ତାଙ୍କର ପରିବାର ଲୋକ ରାଜି ନଥିଲେ ତେଣୁ ପରିବାର ଚାପରେ ସୁବ୍ରତ ଅସ୍ତବ୍ୟସ୍ତ ହୋଇ ବିବାହର ଚାରିଦିନ ପରେ ଅର୍ଥାତ ଚତୁର୍ଥୀ ଦିନ ରାତିରେ ନବ ବିବାହିତା ସ୍ତ୍ରୀକୁ ଛାଡି ଫେରାର ହୋଇ ଯାଇଥିଲା |ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ପ୍ରମିକ ପ୍ରମିକା କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି।

ଆଉ ସେଠାରେ ରୁମ ଭଡା ନେଇ ତାଙ୍କୁ ରଖିବା ସହିତ 3 ମାସ ଧରିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ | ତେବେ ମହିଳା ଜଣଙ୍କ ପାଟି ଚିରିବାରୁ ରୁମ ନିକଟକୁ ସ୍ଥାନୀୟ ଲୋକ ମାନେ ଆସିଥିଲେ ଆଉ ଘଟଣା କୁ ଦେଖିବା ପରେ ମହିଳା ଜଣଙ୍କୁ ଉଦ୍ଧାର କରି ତାଙ୍କର ଗାଁ ରେ ଛାଡିଥିଲେ | ଆଉ ଯେଉଁ ଘଟଣା କୁ ନେଇକି ମିତାରାଣୀ ଥାନା ରେ ମଧ୍ୟ ଅଭିଯୋଗ କରିଛନ୍ତି | ମାତ୍ର ଗୋଟିଏ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ସୁକାନ୍ତ ଙ୍କୁ ଧରି ପାରି ନ ଥିଲା | ଆଉ ଯେଉଁଥିପାଇଁ ବର୍ତ୍ତମାନ ଅଭିଯୁକ୍ତ ଙ୍କର ଘର ସାମ୍ନା ରେ ଧାରଣା ରେ ବସିଛନ୍ତି ମହିଳା ଜଣଙ୍କ | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

Leave a Comment