ମୃତ୍ୟୁ ପୂର୍ବରୁ ଦୁଇ ପୁଅ ବିଷୟରେ ଏମିତି କହିଥିଲେ ମିହିର ଦାସ… ଦେଖନ୍ତୁ ଭିଡ଼ିଓ

ଜଣେ ସାଧରଣ ମଣିଷର ଜୀବନ ଶୈଳୀ ଏବଂ ଜଣେ କଳାକାର ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ହେଲେ ଜନ୍ମ ରହିଛି ତୋ ମୃତ୍ୟୁ ମଧ୍ୟ ରହିଛି କିନ୍ତୁ ମୃତ୍ୟୁ ଯେତେବେଳେ ଆସିଥାଏ କିଛି ବି ଦେଖି ନଥାଏ। ସେ ସେଲିବ୍ରେଟି ହୁଅନ୍ତୁ ବା ସାଧରଣ ଲୋକ ହୋଇ ଥାନ୍ତୁ। ହେଲେ ଯଦି ଜଣେ ସାଧାରଣ ଲୋକର ମୃତ୍ୟୁ ହେଲେ କେବଳ ଗାଁ ସାଇ ପଡ଼ିଶା ସମ୍ପର୍କୀୟ ହିଁ ଦୁଃଖ ପ୍ରକାଶ କରିଥାନ୍ତି। ହେଲେ ଯଦି ଜଣେ କଳାକାରଙ୍କ ମୃତ୍ୟୁ ହୁଏ ସେ ସବୁ ଦିନ ପାଇଁ ଲୋକ ମାନଙ୍କ ମଧ୍ୟରେ ଲୋକର ଛାୟା ଖେଳି ହୋଇଯାଏ।

ଅଭିଶାପ ପଡ଼ିଲା ପରି ଜଣକ ପରେ ଜଣେ ଭଲ ଭଲ ଆଗଧାଡ଼ିର କଳାକାର ବିୟୋଗ ହୋଇଛନ୍ତି। ଯଦି ଦେଖିବା ଏହିଭଳି ଅପୁରଣୀୟ ସ୍ଥାନ କେହି ପୂରଣ କରିପାରିବେ ବେନାହିଁ। କାରଣ ବର୍ତ୍ତମାନ ନୂଆ ନୂଆ କଳାକର ସବୁ ସେମାନଙ୍କ ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ।

ସେହିପରି ଗତ ବର୍ଷ ଏଭଳି ଜଣେ କଳାକାରଙ୍କ ମୃତ୍ୟୁ ହୋଇଥିଲା ଯାହାଙ୍କୁ ଆଜି ମଧ୍ୟ ସାରା ଓଡ଼ିଶାବାସୀ କୁରୁଛନ୍ତି । ତେବେ ସେହି କଳାକାରଙ୍କ ନା ଜାଣିଲା ପରେ ଆପଣ ମାନଙ୍କ ପାଦ ହୁଏତ ମାଟି ତଳୁ ଖସି ଯିବ ଦୁଖଃ ପ୍ରକାଶ କରିବେ। ତେବେ ଆମ ଓଡ଼ିଶାର ବରିଷ୍ଠ ଅଭିନେତା ତଥା ଶ୍ରେଷ୍ଟ ଅଭିନେତା ମିହିର ଦାସ ଆଉ ଆମ ଗଣରେ ନାହାନ୍ତି। ସୂଚନା ଅନୁସାରେ ମିହିର ଦାସ ଅନେକ ଦିନ ଧରି କିଡନୀ ରୋଗରେ ପୀଡ଼ିତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ଯାଇ ଡ଼ାଇଗନସିସ କରିବା ପାଇଁ ପଡୁଥିଲା।

ଏହାପରେ ସେ ହଠାତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଫଳରେ ତାଙ୍କୁ କଟକ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ଡାକ୍ତର ମଧ୍ୟ ତାଙ୍କର ବଞ୍ଚିବାର ଆଶା ବହୁତ କମ ଥିଲା ବୋଲି କହିଥିଲେ। ତେବେ ତାଙ୍କ ପୁଅ ଅମ୍ଳାନ ମଧ୍ୟ ତାଙ୍କ ପାଖରେ ସବୁବେଳେ ରହୁଥିଲେ। ଏହା ସହିତ ତାଙ୍କର ସମ୍ପର୍କୀୟ ମଧ୍ୟ ତାଙ୍କ ପାଖରେ ଥିଲେ। ତାଙ୍କର ବଞ୍ଚିବାର ଆଶା ମଧ୍ୟ ବହୁତ କମ ଥିବାର ମଧ୍ୟ କହିଥିଲେ। ଏହାପରେ ଗତବର୍ଷ ତାଙ୍କର ନିଧନ ହେଲା ଯାହା ଫଳରେ ତାଙ୍କୁ ସାରା ଓଡିଶା ବାସୀ ଝୁରୁଛନ୍ତି। ତାଙ୍କର ଅକାଳ ବିୟୋଗ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେତେ ବି କଳାକାର ରହିଛି।

ତେବେ ଅଭିନେତା ମିହିର ଦାସଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ସମ୍ପତ୍ତି ଦୁଇ ପୁଅ ବୋଲି କହିଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେଥିରେ ସେ କହିଛନ୍ତି, ଧନ ଓ ସମ୍ପତ୍ତିରେ ତାଙ୍କର କୌଣସି ପ୍ରଭାବ ପଡେ ନାହିଁ ମାତ୍ର ଦଶ ଟଙ୍କା ହେଲେ ମଧ୍ୟ ସେ ରାଜା ଭଳି ବଞ୍ଚି ପାରିବେ ବୋଲି ନିଜକୁ ଭାବି ଥାଆନ୍ତି। ତେଣୁ ସମ୍ପତ୍ତି ବୋଲି କହିଲେ ତାଙ୍କର ଦୁଇ ପୁଅ ଓ ଦର୍ଶକ ମାନଙ୍କର ଭଲ ପାଇବାର । ତେଣୁ ମରିଗଲା ପରେ ଏହାକୁ ସବୁ ହିଁ ନେଇକି ସାଙ୍ଗରେ ଯିବି ଓ ମରିଗଲା ପରେ ଲୋକ ମାନେ ତାଙ୍କ ପାଇଁ ଲୁହ ଟୋପାଏ ଗଡେଇବେ ବୋଲି କହିଛନ୍ତି । ଯାହାକୁ ଶୁଣି ସମସ୍ତେ ଏବେ ଭାବବିଭୂର ହୋଇ ପଡୁଛନ୍ତି ।

Leave a Comment