ଦେଖନ୍ତୁ Shocking ଭିଡ଼ିଓ : ମୁଁ ସବୁବେଳେ ଚାହେଁ ମୋ କୋଏଲ୍ ସବୁବେଳେ ଖୁସିରେ ରହୁ – Bobby Mishra ପ୍ରଥମ ଥର ଏମିତି ଦୁଃଖ ପ୍ରକାଶ କରି କହିଲେ….

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ବବି ମିଶ୍ର ଙ୍କର ସ୍ତ୍ରୀ ଅନ୍ୟତ୍ର ବିବାହ କରିଛନ୍ତି ଯାହାକୁ ନେଇ ଏବେ ବବି ମିଶ୍ର ମୁହଁ ଖୋଲିଛନ୍ତି | ସେ କହିଛନ୍ତି କି ଯେଉଁ ମାନେ ମୋ ସହ ମିଶି ଥିବେ ସେମାନେ ଜାଣି ଥିବେ ମୁଁ କିଏ, ବୋଧ ହୁଏ ଅନେକ ଲୋକ ମାନେ ଭାବୁ ଥିବେ କି ବବି ମିଶ୍ର ଗୋଟିଏ ବାଜ୍ୟ ପିଲା ଟିଏ | କିନ୍ତୁ ଯେଉଁ ମାନେ ମୋ ସହ ମିସିଛନ୍ତି ଆପଣ ତାଙ୍କୁ ପଚାରି ତାଙ୍କ ଇଣ୍ଟରଭ୍ୟୁ ନିଅନ୍ତୁ ସେମାନେ କହିବେ ମୁଁ କିଏ |

ମୁଁ ନିଜ ବିଷୟ ରେ ନିଜେ କିଛି କହିବା ତାହା ହେଉଛି ହାସ୍ୟାସ୍ପଦ, ମୁଁ ସବୁବେଳେ ଚାହେଁ କି କୋଏଲ ଖୁସିରେ ରହୁ | ମୋ ଜୀବନ ରେ ମୁଁ ମୋ ନିଜ ଖୁସି କୁ ହରାଇ, ଦୀର୍ଘ 2012 ରୁ 2017 ପର୍ଯ୍ୟନ୍ତ ସିନେମା ମୁଁ ତା ପାଇଁ ଛାଡ଼ି ଦେଇ ଥିଲି ଯେ ମୋ ସ୍ତ୍ରୀ କଷ୍ଟ ନ ପାଉ |

ଯଦି ଆଜି ଲୋକ ମାନଙ୍କ ପାଖରେ ପ୍ରଚାର ହେଉଛି ମୁଁ ଖରାପ ବୋଲି, ତେବେ କୋଏଲ ବାନାର୍ଜୀ ଙ୍କୁ ଆଉ ଥରେ ପଚରା ଯାଉ | ତେବେ ଆମ ଦୁହିଁଙ୍କର ଝଗଡା ଭିତରେ ସେତେ ବେଳେ ଆମର ଡିଭର୍ସ ହୋଇ ନଥିଲା କିନ୍ତୁ ପ୍ରେସରାଇଜ ରେ ମୁଁ ଡିଭର୍ସ ଦେଇଛି |

କିନ୍ତୁ ତାଙ୍କୁ ଆଉ ଥରେ ପଚରା ଯାଉ ସେ ମୋ ପାଖରେ ଖୁସିରେ ଥିଲା ନା ଏବେ ଖୁସି ରେ ଅଛି ସେଇଟା ପଚାରିକି ଆପଣ ମାନେ ନିହାତି ଭାବରେ ବୁଝନ୍ତୁ | ମୁଁ ତାର ସବୁବେଳେ ଖୁସି ହିଁ ଚାହେଁ, କାରଣ ଗୋଟେ ଦିନ ସେ ଯେତେ ବେଳେ ମିନି ସାମଲ ର ସିରିଏଲ କରୁଥିଲା ସେତେ ବେଳେ ସେ ବିନା ଏସି କାର ରେ ଗୋଟେ ଦିନ ପଳେଇଲା ବୋଲି ମୋ ପାଖରେ ଆସି କାନ୍ଦିଲା ଆଉ ତାପରେ ମୁଁ ତାକୁ 13 ଦିନ ଭିତରେ ଗାଡ଼ି ଦେଇଛି | ପୁଣି ଯେତେ ବେଳେ ସେ କଲିକତା ଗଲା କାମ କରିବା ପାଇଁ ସେତେ ବେଳେ ସେ ତାଙ୍କ ଷ୍ଟଡ଼ିଓ ଠାରୁ ତିନି କିଲୋମିଟର ଦୂରରେ ଗୋଟେ ଘରେ ଭଡ଼ା ଦେଇକି ରହୁଥିଲା |

 

ଆଉ ମୁଁ ମଝିରେ ଗଲି କି ମୋ ସ୍ତ୍ରୀ କେମିତି ରହୁଛି ଦେଖିବା ପାଇଁ ସେଠି ସେ ଭଡ଼ା ଦେଇ ପାରୁ ନଥିଲା | ତାପର ଦିନ ସାଇଡ ଘର ଫାଙ୍କା ଥିଲା ସେ ଫ୍ଲାଟ ଟା ମୁଁ କିଣିକି ତାକୁ ଦେଇ ଥିଲି | ଯେଉଁଟା କି ଡିଭର୍ସ ବେଳେ ବି ମୁଁ ତାକୁ ସେ ଫ୍ଲାଟ ଟା ଗିଫ୍ଟ ରେ ଦେଇ ଦେଇଛି |

ମୁଁ ପ୍ରେସ ରେ କହୁଛି ଯଦି କୌଣସି ଦ୍ଵିଧା ଅଛି ତାକୁ ପଚାରି ବୁଝନ୍ତୁ ସେ ଫ୍ଲାଟ ମୁଁ କିଣି ଥିଲି ତାକୁ ଦେଇଛି ନା ନାହି ଆଉ ମୁଁ ଚାହେଁ ମୋ ସ୍ତ୍ରୀ ଖୁସିରେ ରହୁ ବୋଲି ବବି ମିଶ୍ର କହିଛନ୍ତି | ତେବେ ତାଙ୍କର ଏଭଳି କିଛି କଥା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment