ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ବର୍ତ୍ତମାନ ସମୟରେ ଦୀପିକା ଓ ଦିନେଶ ଙ୍କର ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଘଟଣା କୁ ନେଇ ଏକ ନୂଆ ଖବର ଆସି ପହଞ୍ଚିଛି, ଯାହାକି ଜଣା ପଡ଼ିଛି କି ଦିନେଶ ଙ୍କର ଓକିଲ ତପସ୍ୱିନୀ ଙ୍କୁ ଆକ୍ଷେପ କରି ଅନେକ କଥା କହିଛନ୍ତି ଆଉ ଯାହାକୁ ନେଇ ଏକ ଭିଡ଼ିଓ ମାଧ୍ୟମ ରେ ତପସ୍ୱିନୀ କିଛି କହିଛନ୍ତି | ତେବେ ତପସ୍ୱିନୀ କହିଛନ୍ତି କି ଦୀପିକା ଆମ ବ୍ରହ୍ମପୁର ରେ ପୁଣି ଧାରଣା ରେ ବସିଛନ୍ତି ତାଙ୍କର ସ୍ୱାମୀ ଯିଏ ଅଛନ୍ତି ଦିନେଶ ତାଙ୍କର ଓକିଲ ମତେ ଡାଇରେକ୍ଟ କିଛି ଇଣ୍ଡିକେଟ କରି କହିଛନ୍ତି |
ଦୀପିକା ତପସ୍ୱିନୀ ଠାରୁ ଏମିତି ସବୁ ଶିଖିକି କରିଛି ଆଉ ତପସ୍ୱିନୀ ଏମିତି କରିକି ବହୁତ ନିନ୍ଦିତ ହୋଇଛି ଏମିତି ବହୁତ କିଛି କଥା ମତେ ଆକ୍ଷେପ କରି କହିଛନ୍ତି ଯେଉଁଟା କି ମୁଁ ଠିକ ସେ କହି ମଧ୍ୟ ପାରୁ ନାହିଁ | କିନ୍ତୁ ସେହି ଓକିଲ ସାର ଙ୍କୁ ମୁଁ ଗୋଟେ କଥା କହିବା ପାଇଁ ଚାହିଁବି କି ସାର ଆପଣ ଙ୍କୁ ଏମିତି ଅଧିକାର ଦେଲା କିଏ ମତେ ଆକ୍ଷେପ କରି କହିବା ପାଇଁ |
ଆପଣ ଏଇଟା ଗୋଟେ ଭୁଲ ଭାଲ ଗାଇଡ଼ କରୁଛନ୍ତି ଲୋକ ମାନଙ୍କୁ ଆଉ କୋର୍ଟ କୁ ମଧ୍ୟ ଆପଣ ଅସମ୍ମାନ କରିଛନ୍ତି | ମୁଁ ଆପଣ ଙ୍କୁ ଅନୁରୋଧ କରୁଛି କି ଏଭଳି ଅସମ୍ମାନ କୋର୍ଟ କୁ କରନ୍ତୁ ନାହିଁ କି ଲୋକ ମାନଙ୍କୁ କରନ୍ତୁ ନାହିଁ | ଆଉ ଆପଣ ମୋ ଓକିଲ ନୁହଁନ୍ତି କିମ୍ବା ମୋ ସ୍ୱାମୀ ଙ୍କର ଓକିଲ ନୁହଁନ୍ତି ଆଉ ପ୍ଲିଜ ସାର ଆପଣ ଏଥିରୁ ନିବୃତ ରୁହନ୍ତୁ କାରଣ ମତେ ଆପଣ ଜଜ କରିବେ ଆଉ ମୁଁ କଣ ଭୁଲ କରିଛି ଠିକ କରିଛି ତାହା କହିବା ପାଇଁ ଆପଣ ଙ୍କୁ କେହି ହକ ଦେଇ ନାହାଁନ୍ତି |
ଏଥିପାଇଁ ମୋର ହାଇକୋର୍ଟ ଅଛି, ତ ମୁଁ ଯଦି ଭୁଲ କରିଛି ମତେ ଶାସ୍ତି ନିହାତି ମିଳିବ କିନ୍ତୁ ଆପଣ ଏଥିରେ କିଛି କୁହନ୍ତୁ ନାହିଁ | ନାଁ ମୁଁ ଆପଣ ଙ୍କୁ ହକ ଦେଇଛି ମତେ ଜଜ କରିବା ପାଇଁ ଯେ ଆପଣ ମତେ କରିବେ ଆଉ ଏଇଟା ଆପଣ କୋର୍ଟ କୁ ଅପମାନ କଲା ଭଳି କାମ କରୁଛନ୍ତି |
ଆପଣ ନିଜ କ୍ଲାଇଣ୍ଡ ପାଇଁ ମତେ ଆକ୍ଷେପ କରୁଛନ୍ତି, ତେଣୁ ଆପଣ ମତେ ଜଜ ନକରି ଆପଣଙ୍କ କାମରେ ଆପଣ ଗୁରୁତ୍ୱ ଦିଅନ୍ତୁ ଆଉ ଯଦି ମୁଁ ଭୁଲ କରି ଥିବି ସେଥିପାଇଁ କୋର୍ଟ ମତେ ଶାସ୍ତି ଦେବ ଆପଣ କେବଳ ନିଜ କ୍ଲାଇଣ୍ଡ ଉପରେ ଧ୍ୟାନ ରଖନ୍ତୁ ବୋଲି ତପସ୍ୱିନୀ କହିଛନ୍ତି | ତେବେ ଏହି ଭିଡ଼ିଓ ଟିକୁ ଦେଖି ଅନେକ ଲୋକ ତପସ୍ୱିନୀ ଙ୍କର କଥା କୁ ସମର୍ଥନ ମଧ୍ୟ କରିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।