breaking news- ପୁଣି ସ୍କୁଲ ପିଲାଙ୍କ ପାଇଁ ଆସିଲା ବଡ ଖବର ! 16 ତାରିଖ ପରେ ଏତେ ଦିନ ଯାଏଁ ବନ୍ଦ ରହିବ ସ୍କୁଲ…ଜାଣନ୍ତୁ ସଂମ୍ପୂର୍ଣ୍ଣ ଖବର…

ତେବେ ଏହି କିଛି ଦିନ ହେବ ଖରା ର ତାପମାତ୍ରା ବଢ଼ିବାରେ ଲାଗିଛି ଯାହାକି ଘରୁ ବାହାରିବା ମଧ୍ୟ କଷ୍ଟ ହୋଇ ପଡ଼ୁଛି | କିନ୍ତୁ ଏହି ଖରା ସମୟରେ ସ୍କୁଲ ଚାଲି ଥିଲା ଆଉ ଏଭଳି ପ୍ରବଳ ଖରା ରେ ପିଲା ମାନଙ୍କୁ ସ୍କୁଲ ଯିବା ମଧ୍ୟ ବହୁତ କଷ୍ଟ ହୋଇ ପଡ଼ୁ ଥିଲା | ତେବେ ଆପଣ ନିହାତି ଭାବରେ ଜାଣି ଥିବେ କି ଏବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେ ସରକାରୀ ସ୍କୁଲ ହେଉ କି ପ୍ରାଇଭେଟ ସ୍କୁଲ ହେଉ, ଏମିତି କି ଅଙ୍ଗନବାଡି ମଧ୍ୟ ଗତ କାଲି ଠାରୁ ଏପ୍ରିଲ 16 ତାରିଖ ପର୍ଯ୍ୟନ୍ତ ଅନାଉସମେଣ୍ଟ ହୋଇ ଯାଇଛି | ଯାହାକି ଏବେ ଏବେ ସରକାର ଙ୍କ ପକ୍ଷରୁ ନୂଆ ବଡ଼ ଘୋଷଣା ଶୁଣିବା ପାଇଁ ମିଳିଛି କି ଯାହାକି ପୁଣି 16 ତାରିଖ ରୁ ସ୍କୁଲ ଛୁଟି ହୋଇ ପାରେ | ତେବେ ସରକାର ଙ୍କ ନିର୍ଦ୍ଧେଶ କଣ ରହିଛି ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ଗତ କାଲିଠାରୁ ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କୁ ଛୁଟି କରି ଦିଆଯାଇଛି ଯାହାକି ଏପ୍ରିଲ 16 ତାରିଖ ପର୍ଯ୍ୟନ୍ତ ଏହି ସବୁ ବନ୍ଦ ରହିବ | ଆଉ ବନ୍ଦ ରହିବାର କାରଣ ଏହା ଥିଲା କି ଗ୍ରୀଷ୍ମ ପ୍ରଭାବ ଅଧିକ ବଢ଼ିବା ହେତୁ ସରକାର ନିଜେ ଘୋଷଣା କରି ଜଣାଇ ଥିଲେ କି ଯାହାକି 5 ଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ | କିନ୍ତୁ କଲେଜ ପାଇଁ ଏପର୍ଯ୍ୟନ୍ତ କୌଣସି ଅପଡେଟ ଆସି ନାହିଁ କାରଣ କଲେଜ ପିଲା ଙ୍କର ଛୁଟି ହେବ କି ନାହିଁ ତାହାକୁ ନେଇ ଏପର୍ଯ୍ୟନ୍ତ କନଫର୍ମ ନ୍ୟୁଜ ମିଳିନାହିଁ |

କିନ୍ତୁ ଏବେ ଏବେ ଆଉ ଏଇ ବଡ଼ ଅପଡେଟ ଆସି ପହଞ୍ଚିଛି ଯଦି 16 ତାରିଖ ଭିତରେ ଖରା ନ କମୁଚି ଯଦି 16 ତାରିଖ ପରେ ବି ଗ୍ରୀଷ୍ମ ର ପ୍ରଭାବ ଆହୁରି ଅଧିକ ରହୁଛି ତେବେ ପୁଣି 16 ତାରିଖ ରୁ ସ୍କୁଲ ଛୁଟି ହୋଇ ପାରେ | 16 ତାରିଖ ରୁ ଛୁଟି କରାଯିବ କି ନାହିଁ କନଫର୍ମ ହୋଇ ନାହିଁ କିନ୍ତୁ ଏଭଳି କିଛି ଖବର ଏବେ ସାମ୍ନା କୁ ଆସିଛି | କେବଳ ସରକାର ଙ୍କ ପକ୍ଷରୁ ଏଭଳି କିଛି ନିର୍ଦ୍ଧେଶ ଆସିଛି ଗଣଶିକ୍ଷା ମନ୍ତ୍ରୀ ଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି କି ଯଦି 16 ତାରିଖ ଭିତରେ ଖରା ନ କମି ଥିବ ତେବେ ପୁଣି 16 ଏପ୍ରିଲ ରୁ ଛୁଟି ବୋଲି ଘୋଷଣା କରାଯିବ |

Leave a Comment