ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ କେତୋଟି ଛୁଆ ହେବ….100 % ଗ୍ୟାରେଣ୍ଟି

ଆଜିର ଏହି ଅତ୍ୟାଧୁନିକ ଯୁଗରେ ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାନ୍ତି ଏବଂ ନିଜ ଆଗାମୀ ଜୀବନ କିପରି ବିତିବ ତାହା ମଧ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଏହାଛଡା ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ରୁ ହିଁ ଅନେକ କିଛି ଜାଣି ହୋଇଥାଏ। ସେମାନଙ୍କ ବ୍ୟକ୍ତିତ୍ୱ, ସ୍ୱଭାବ ଦର୍ଶାଇଥାଏ। ତେବେ ବର୍ତ୍ତମାନ ସେହିଭଳି କିଛି କଥା କୁହାଯାଉଛି ଯାହା ବିଷୟରେ ଜାଣିବା ପାଇଁ ଅଧିକାଂଶ ଲୋକ ମାନେ ପସନ୍ଦ କରିଥାନ୍ତି। ଆଉ ତାହା ହେଉଛି ନାମର ପ୍ରଥମ ଅକ୍ଷର ରୁ ଜାଣି ପାରୁଥିବା ବ୍ୟକ୍ତିର ସ୍ୱଭାବ ଓ ତାଙ୍କର କେତୋଟି ପିଲା ଛୁଆ ହେବ। ପ୍ରତ୍ୟେକ ଅକ୍ଷର ର କିଛି ଅଲଗା ଅଲଗା ମହତ୍ତ୍ୱ ରହିଥାଏ। ତେବେ ଜାଣିବା ସେହି ଅକ୍ଷର ଗୁଡ଼ିକ ବିଷୟରେ।


ତେବେ ଆଜି ମାନେ ଜାଣିବାକୁ ଯାଉଛି A,S,M,I,V ଏବଂ Y ଏହି ୬ ଟି ଅକ୍ଷର ରେ ଥିବା ବ୍ୟକ୍ତି ମାନଙ୍କର ସ୍ଵଭାବ ଓ ବ୍ୟକ୍ତି ର କେତୋଟି ପିଲା ହେବ ସେ ବିଷୟରେ ଜାଣିବା।

୧- A,S,M ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ବିଷୟରେ ସୂଚନା –

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି A,S,M ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି ତାହା ସହିତ ଏହି ଅକ୍ଷରର ବ୍ୟକ୍ତି ମାନେ ଖର୍ଚ୍ଚ ଅଧିକ କରିବାକୁ କେବେବି ପସନ୍ଦ କରି ନ ଥାଆନ୍ତି ବୋଲି କୁହାଯାଉଛି । ଏମାନେ ମିଠା ମିଠା କଥାରେ ସମସ୍ତଙ୍କ ମନ କିଣିଥାନ୍ତି।

ତେବେ ଏମାନେ ସବୁବେଳେ ପରିବାର କୁ ବାନ୍ଧି ରଖିବାକୁ ଭଲ ପାଇଥାନ୍ତି ଓ ପରିବାର ର କାହାରି ମନରେ ଦୁଃଖ ଦେବାକୁ ମଧ୍ୟ ଏମାନେ ଚାହିଁ ନ ଥାଆନ୍ତି ବୋଲି କୁହାଯାଉଛି । ଏହି ନାମର ବ୍ୟକ୍ତି ନରମ ହୃଦୟର ହୋଇଥାନ୍ତି, ଏମାନେ ଘର ଲୋକଙ୍କ ସହିତ ବାହାର ଲୋକ ମାନଙ୍କୁ ମଧ୍ୟ ସ୍ନେହ ଶ୍ରଦ୍ଧା କରିଥାନ୍ତି। ଏହା ସହିତ ଏମାନେ ପ୍ରେମ ସମ୍ପର୍କ ରେ ଥିଲେ ବିବାହ ପୂର୍ବରୁ କୌଣସି ବି ସମ୍ପର୍କ ରଖି ନ ଥାଆନ୍ତି ବୋଲି ମଧ୍ୟ କୁହାଯାଇଛି ।ତେବେ ଏମାନଙ୍କର ୨ ଟି ପିଲା ହେବ ବୋଲି କୁହାଯାଉଛି ।

୨- I,V,Y ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ବିଷୟରେ ସୂଚନା –


କୁହାଯାଉଛି କି ଏହି I,V,Y ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ବହୁତ ମଜାଳିଆ ସ୍ଵଭାବ ର ହୋଇଥାନ୍ତି ।ଏମାନେ ସବୁବେଳେ ନିଜର ସାଙ୍ଗ ମାନଙ୍କ ସହିତ ସମୟ ବିତାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଏମାନେ ଚାକିରୀ କ୍ଷେତ୍ରକୁ ନେଇକି ମଧ୍ୟ ଅଧିକ ଚିନ୍ତା କରନ୍ତି ନାହିଁ, କାରଣ ଏମାନେ ଜାଣିଥାନ୍ତି କି ଏମାନେ ଏମାନଙ୍କର ଜୀବନରେ କିଛି ନା କିଛି କରିବେ ବୋଲି ।ଏହା ଛଡା କୁହାଯାଉଛି କି ଏହି ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କର ଭାଗ୍ୟରେ ୩ ଟି ସନ୍ତାନ ର ଯୋଗ ରହିଛି ବୋଲି ।

Leave a Comment