ସାନ ଭଉଣୀସହ ବାହା କରିବାକୁ, ବଡ଼ ଭଉଣୀ ଗୋପନରେ କଲେ ଦୁଷ୍କର୍ମ।

ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣାର ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି କିଛି ଏପରି ଅଟେ ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ ଏବଂ ଆଶ୍ଚର୍ଯ୍ୟ ର ବିଷୟ। ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦିଓ ଏମିତି ଘଟଣା ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ଏବେ ପୁଣି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ।ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ କଥା।

ଏଭଳି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଜାଣିବା ସେହି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏହି ଘଟଣା ବର୍ତ୍ତମାନ ସମୟରେ ନିତିଦିନିଆ ଘଟଣା ପାଲଟି ଗଲାଣି।ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।

ତେବେ ବର୍ତ୍ତମାନ ସମୟରେ ସମାଜରେ ଏମିତି ଅନୈତିକ କାର୍ଯ୍ୟ ବଢ଼ିବାରେ ଲାଗିଛି ଯାହାକୁ ସମ୍ଭାଳିବା ମୁସ୍କିଲ ହୋଇ ପଡ଼ିଲାଣି। ଆଉ ବର୍ତ୍ତମାନ ଲୋକେ ଯେତେ ଶିକ୍ଷିତ ହେଉଛନ୍ତି, ସେହି ଶିକ୍ଷିତ ଲୋକ ମାନେ ହିଁ ଏଭଳି ଅନୈତିକ କାର୍ଯ୍ୟ ସବୁ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ସେକ୍ସ ଏମିତି ଗୋଟିଏ ମାରାତ୍ମକ ରୋଗ ହେଲାଣି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏଠାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ସାନ ଭଉଣୀ କୁ ବାହା କରିବାକୁ କହି ବଡ଼ ଭଉଣୀ ଗୋପନରେ କରୁଥାଏ ଦୁଷ୍କର୍ମ। ଆପଣମାନେ ଘଟଣାଟି ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଏଠାରେ ଜଣେ ଝିଅ ଯୁବକଙ୍କୁ ଦୁଷ୍କର୍ମ କରୁଛି। କିନ୍ତୁ ଘଟଣାଟି ସତ।

ତେବେ ଯୁବକ ଜଣକ ଆର୍ମିରେ ଚାକିରି କରିଛନ୍ତି। ଯୁବକଙ୍କର ଦେଢ଼ ଶାଳୀ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ତାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ଏପରିକି ସକାଳୁ ଉଠି ଦେଖିଲେ କି ଯୁବକ ଜଣଙ୍କର ଯୌନାଙ୍ଗ ରୁ ରକ୍ତ ବାହାରୁଛି। ଏହାପରେ ତାଙ୍କୁ ଲୋଭେଇବା ପାଇଁ ତାଙ୍କ ଦେଢ଼ ଶାଳୀ କହିଲେ ଯେ ତୁମେ ମୋତେ ଯେଉଁ ସୁଖ ଦେଇଛ ତାହା ମୋ ସ୍ୱାମୀ ବି ଦେଇ ନଥିଲେ। ଆଉ ଯେତେବେଳେ ସୌନିକ ସବୁ ଘଟଣା ବୁଝି ପାରିଲେ ସେତେବେଳେ ନେଡ଼ି ଗୁଡ଼ କହୁଣିକୁ ବହି ସାରିଥିଲା।

ଆଉ ଯେଉଁ ଫାସରେ ସେ ଫସି ଯାଇଥିଲେ ସେଥିପାଇଁ ସେ ଟଙ୍କା ଦେବା ଆରମ୍ଭ କରିଥିଲେ ତାଙ୍କର ଦେଢ଼ ଶାଳୀକୁ। ଯଦି ଭାରତୀୟ ସେନା ବାହିନୀରେ କାମ କରୁଥିବା ଜଣେ ଯବାନ ଏପରି ଦୁଷ୍କର୍ମର ଶିକାର ହୁଏ, ଆଉ ଭିଡିଓ ଦେଖାଇ ଯେଭଳି ଭାବରେ ବ୍ଲାକମେଲିଂ କରାଯାଉଛି ତେବେ ଜଣେ ସାଧାରଣ ଲୋକଙ୍କ ସହିତ କଣ ଘଟୁଥିବ। ଜଣେ ନାରୀ ବ୍ଲାକମେଲିଂ ର ଯେତିକି ଶିକାର ହୁଏ ଜଣେ ପୁରୁଷ ମଧ୍ୟ ସେତିକି ବ୍ଲାକମେଲିଂ ର ଶିକାର ହୋଇଥାଏ।

Leave a Comment