ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ଏଭଳି କିଛି ଯାତ୍ରା ଜଗତର ସିନ ଗୁଡିକ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଆପଣ ମାନେ ଦେଖିଲେ ସେହି ଅଭିନୟ ର ଯାଦୁ ରେ ମୋଜିଯିବେ ବୋଲି କୁହାଯାଉଛି । ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଠିକ ସେହିଭଳି ଦେଖିବାକୁ ମିଳିଛି ଏକ ହଟ୍ ରୋମାଣ୍ଟିକ ସିନ୍ ,ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଯାହା ଦର୍ସକ ମାନଙ୍କର ମନକୁ ଆକୃଷ୍ଟ କରେଇଛି ଓ ଯାତ୍ରା ର ସେହି ମନୋଛୁଆଁ ଅଭିନୟ କୁ ଦେଖି ଦର୍ଶକ ସେହି ଡ୍ୟାନ୍ସ ର ମଜା ଉଠାଇଛନ୍ତି ଏବଂ ବହୁତ ଏନଜୟ କରିଛନ୍ତି ବୋଲି କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆପଣ ମନର ଜାଣିଥିବେ ଯାତ୍ରା ରେ କିଛି ଏଭଳି ଯାଦୁ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ ଆଉ ଏଭଳି କିଛି ଅଭିନୟ ର କମାଲ ଦେଖାଇଥାନ୍ତି ଯାତ୍ରା କଳାକାର ମାନେ ଯାହାକୁ ଆପଣ ମାନେ ଦେଖିଲେ ଆପଣ ଙ୍କୁ ସତ ବୋଲି ଲାଗିଥାଏ ।
କୁହାଯାଉ ଛି କି ଅଭିନୟ କେତେବେଳେ ଲୋକ ମାନଙ୍କୁ ହସାଉଥିବା ବେଳେ ସେହି ଅଭିନୟ କେତେବେଳେ ଲୋକ ମାନଙ୍କୁ କନ୍ଦାଇ ମଧ୍ୟ ଥାଏ । ଆଉ ବିଶେଷ କରିକି ଆଜି କାଲି ଲୋକ ମାନେ ଯାତ୍ରା ଜଗତ ପ୍ରତି ନିଜର ଭଲ ପାଇଵା କୁ ଦେଖାଉଛନ୍ତି ଓ ଯାତ୍ରା ଜଗତ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି ।
କିନ୍ତୁ ବର୍ତ୍ତମାନ ଯେଉଁ ହଟ୍ ଡ୍ୟାନ୍ସ ସିନ୍ ଟି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ,ତାହା ସମସ୍ତଙ୍କର ମନକୁ କିଣି ନେଇଛି ବୋଲି ମଧ୍ୟ କୁହାଯାଉଛି। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ରୁ ସ୍ବର୍ଣ୍ଣ ମନ୍ଦିର ର ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି । ଆଉ ଯେଉଁଠି ଯାତ୍ରା ମଞ୍ଚ ରେ ନିଜର ହଟ ଆଲବମ ଡାନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି ହଟ କଳାକାର ମାନେ ବୋଲି କୁହାଯାଉଛି ।ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଗ୍ରୁପ ରେ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ହଟ ରୋମାଣ୍ଟିକ ଡାନ୍ସ ଯାତ୍ରା କଳାକାର ମାନେ ।
ଆଉ ତାଙ୍କର ସେହିଭଳି ଡାନ୍ସ ର କମାଲ ରେ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି ।ସାଧାରଣତଃ ଆପଣ ମାନେ ଜାଣିଥିବେ ଯାତ୍ରା କଥା ଉଠିଲେ ଆପଣ ମାନେ ଅଭିନୟ କଥା ବୁଝିଥାନ୍ତି, କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଲବମ ଦେଖିବାକୁ ମିଳିଥାଏ ଯାତ୍ରା ମଞ୍ଚରେ । ଆଉ ବର୍ତ୍ତମାନ ସେହି ଭଳି ଏକ ଆଲବମ ଡାନ୍ସ ଟି ଦେଖିବାକୁ ମିଳିଛି ଯାତ୍ରା ମଞ୍ଚରେ ଯାହା ସମସ୍ତଙ୍କର ମନକୁ କିଣି ନେଇଛି ଆଉ ସେମାନଙ୍କର ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ଏନଜୟ କରିଛନ୍ତି ।ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।