ମୋ Tattoo ଆଉ Size ଦେଖିକି ଟୋକାସବୁ ବାଥରୁମ ଯାଇ ହଲାନ୍ତି : ନିଶା ମହାରଣା

ଛୋଟ ବେଳୁ ତାଙ୍କର ଗୋଟିଏ ନିଶା ସେ ଜଣେ ମଡେଲ ହେବେ। ଆଉ ବର୍ତ୍ତମାନ ସମୟରେ ନିଜର ବୋଲ୍ଡ ଅନ୍ଦାଜ୍ କୁ ନେଇ ସେ ବେଶ୍ ଚର୍ଚ୍ଚିତ। ନିଜ ବୋଲ୍ଡ ଲୁକ୍ ନେଇ ସେ କିପରି ଲୋକଙ୍କୁ ଘାଇଲା କରିବେ ସେ ବିଷୟରେ ସେ ଭାବନ୍ତି। ସେଥିପାଇଁ ସେ ତାଙ୍କର ଜର୍ଣି ଷ୍ଟାର୍ଟ କରି ଛନ୍ତି। ଆଉ ନିକଟରେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି ଆଉ ଖୁବ୍ ଶୀଘ୍ର ସେ ସିରିଏଲ୍ ରେ ମଧ୍ୟ ନଜର ଆସିବା ପାଇଁ ଯାଉଛନ୍ତି।

ତେବେ ସେ ହେଉଛନ୍ତି ବୋଲ୍ଡ ମଡେଲର ନିଶା ମହାରଣା।ତେବେ ନିଶା ମହାରଣାଙ୍କ ଘର ହେଉଛି କେନ୍ଦ୍ରାପଡ଼ା। ଆଉ ନିଶା ବର୍ତ୍ତମାନ ସମୟରେ କେନ୍ଦ୍ରାପଡ଼ାରୁ ଆସି ଭୁବନେଶ୍ଵରରେ ରହୁଛନ୍ତି। ତେବେ ଛୋଟ ବେଳୁ ନିଶାଙ୍କର ନିଶା ଥିଲା କି ସେ ଜଣେ ହଟ୍ ବୋଲ୍ଡ ମଡେଲ ହେବେ।

ଆଉ ସେଥିପାଇଁ ସେ ବହୁତ୍ ପରିଶ୍ରମ ମଧ୍ୟ କରିଛନ୍ତି ଏବଂ ଖୁବ୍ କଷ୍ଟ ମଧ୍ୟ କରିଛନ୍ତି। ଏଥିପାଇଁ ତାଙ୍କୁ ବହୁତ୍ ନିନ୍ଦା ଅପବାଦ ମଧ୍ୟ ସହ୍ୟ କରିବା ପାଇଁ ପଡିଛି। ତେବେ ବର୍ତ୍ତମାନ ସମୟରେ ନିଶା ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କରି ସୋସିଆଲ ମିଡିଆରେ ସେ ବେଶ୍ ଭାଇରାଲ। ସୋସିଆଲ ମିଡିଆରେ ତାଙ୍କର ବହୁତ୍ ଫ୍ୟାନସୁ। ଆଉ ତାଙ୍କର ଗୋଟିଏ ଗୋଟିଏ ବୋଲ୍ଡ ରିଲସ୍ କୁ ଲକ୍ଷ ଲକ୍ଷ ଭ୍ୟୁଅର୍ସ ଦେଖିଥାନ୍ତି।ନିଶା ମହାରଣା ନିଜକୁ ଓଡ଼ିଶାର ସନିଲିଓନ ବୋଲି ମଧ୍ୟ କହିଛନ୍ତି।

ତେବେ ବର୍ତ୍ତମାନ ସେ ଫିଲ୍ମ ଇଣ୍ଡୋଷ୍ଟ୍ରି କୁ ନେଇକି କିଛି କହିଛନ୍ତି ।ନିଶା ଙ୍କ ର କହିବା କଥା କି ବଲିଉଡ ରେ ପାଦ ଦେବାକୁ ହେଲେ ସେ କହିଛନ୍ତି ମୁମ୍ବାଇ କୁ ଯାଇକି ଦେଖିଲେ ଜାଣି ପାରିବେ କି ସେମାନେ ଇଣ୍ଡୋଷ୍ଟ୍ରି ରେ କାମ କରିବା ପୂର୍ବରୁ ସେମାନଙ୍କୁ ନେଇକି ଝିଅ ମାନଙ୍କୁ ୧୫ ଦିନ ବା ମାସେ ରଖି ଦେଉଛନ୍ତି ।

ଆଉ ତାହା ପରେ ସେମାନଙ୍କର ସହିତ କଣ କରୁଛନ୍ତି ତାହା ଆପଣ ମାନେ ଜାଣି ପାରୁଥିବେ ବୋଲି କହିବା ସହିତ ସେମାନଙ୍କୁ ପରେ ଫିଲ୍ମ ପାଇଁ ବିଭିନ୍ନ ଅଫର ଗୁଡିକ ଦେବାକୁ ଲାଗୁଛନ୍ତି ବୋଲି କହିଛନ୍ତି ନିଶା ।କିନ୍ତୁ ଯେତେବେଳେ ବଲିଉଡ ରେ ଏହି ଭଳି ବିଭିନ୍ନ ଅଫର ମାନ ମିଳୁଛି କିନ୍ତୁ ଅଲିଉଡ ରେ ସେମିତି କିଛି ସୁବିଧା ସୁଯୋଗ ମିଳୁନାହିଁ ବୋଲି କହିଛନ୍ତି ନିଶା ।

ଆଉ ସେମାନଙ୍କୁ ବାରମ୍ବାର ଫିଲ୍ମ ରେ କାମ କରିବା ପାଇଁ ହେଲେ ବିଭିନ୍ନ କାମ କରିବାକୁ ପଡୁଛି ବୋଲି ମଧ୍ୟ କହିବାକୁ ଲାଗିଛନ୍ତି । ଆଉ ଯେଉଁଥିପାଇଁ ଆଜି ଆମ ଫିଲ୍ମ ଇଣ୍ଡୋଷ୍ଟ୍ରି ର ଏହି ଭଳି ଦୋଷ ବୋଲି କହିବା ସହିତ ଆଉ ଗୋଟିଏ କଥା ସେ ଖୁବ ଶୀଘ୍ର ପ୍ରକାଶ କରିବାକୁ ଯାଉଛନ୍ତି ଯାହା ସାରା ଓଡିଶା କୁ ହଲାଇ ଦେବ ବୋଲି କହିବାକୁ ଲାଗିଛନ୍ତି ନିଶା । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment