ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆମେ ଜାଣିଛୁ କି ଆମ ଦେଶରେ ଧନୀ ଅପେକ୍ଷା ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ ଅଧିକ ବାସ କରିଥାନ୍ତି | ଆଉ ଯାହା କୁହାଯାଉଛି କି ଏହି ମଧ୍ୟବିତ୍ତ ଆଉ ଗରିବ ଶ୍ରେଣୀର ଲୋକ ମାନଙ୍କର ଜୀବନ ରେ ଅନେକ ସମୟରେ ଟଙ୍କା ଜନିତ ଅଭାବ ଦେଖିବାକୁ ମିଳିଥାଏ |
ତାହା ଛଡା ବୃଦ୍ଧ କାଳରେ ସେମାନଙ୍କୁ କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ ବୋଲି କହିଛନ୍ତି | ତାହାଲେ ବର୍ତ୍ତମାନ ଆମ କେନ୍ଦ୍ର ସରକାର ଙ୍କ ଯୋଗୁ ଏକ ନୂଆ ନିୟମ ଟି ଲାଗୁ ହେବାକୁ ଲାଗିଛି ଆଉ ଯାହା ମାଧ୍ୟମରେ ଆପଣ ମାନେ 5 ଟଙ୍କା ଦିନକୁ ଜମା ରଖି ବର୍ଷରେ ପାଇପାରିବେ 8 ଲକ୍ଷ ଟଙ୍କା ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଂ ପୋଷ୍ଟ ଅଫିସ୍ ସବୁ ବେଳେ କିଛି ନାଁ କିଛି ନୂଆ ଯୋଜନା ଭେଟି ଦେଇ ଥାଏ । ଯାହା ଫଳରେ ପୋଷ୍ଟ ଅଫିସ୍ ର ବିଭିନ୍ନ ସ୍କିମ୍ ରେ ଗ୍ରାହକ ଙ୍କ ଜମା ଟଙ୍କା ର ସୁରକ୍ଷା ଏବଂ ଗ୍ୟାରେଣ୍ଟି ରିଟର୍ନ ମଧ୍ୟ ମିଳି ଥାଏ । କିନ୍ତୁ ଏବେ ପୋଷ୍ଟ ଅଫିସ୍ ରେ ଥି୍ବା ସେଭିଙ୍ଗ ଆକାଉଣ୍ଡ କୁ ନେଇ ଆସିଛି ଏକ ବହୁତ ବଡ ଖବର ।ଦେଶର ଭରସା ଯୋଗ୍ୟ ସରକାରୀ ସଂସ୍ଥା ତଥା ପୋଷ୍ଟ ଅଫିସ୍ ବର୍ତ୍ତମାନ ସେଭିଙ୍ଗ୍ ଆକାଉଣ୍ଡ ସହ ଜଡିତ କିଛି ନିୟମ ରେ ପରିବର୍ତ୍ତନ ଆଣିଛି । ତେବେ ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଆରଡି ଏବଂ ରିକୋର୍ଡିଂ ଡିପୋଜିଟ ବାବଦରେ କହିବାକୁ ଯାଉଛୁ। ଯାହା ଜରିଆରେ ଆପଣ ପାଞ୍ଚ ହଜାର ଟଙ୍କା ନିବେଶ କରି ଲକ୍ଷପତି ବନି ପାରିବେ।
ତେବେ ପୋଷ୍ଟ ଅଫିସର 5 ବର୍ଷର ଆରଡି ପରେ ଆପଣଙ୍କୁ ବର୍ତ୍ତମାନ 5.8% ଦରରେ ସୁଧ ମିଳୁଛି।ଏଥିରେ ଆପଣ କେବଳ 100 ଟଙ୍କାର ଛୋଟ ରାଶିରୁ ମଧ୍ୟ ନିବେଶ ଆରମ୍ଭ କରିପାରିବେ । ଏହାସହ ସିଙ୍ଗେଲ୍ ଆକାଉଣ୍ଟ କିମ୍ଵା 3 ଜଣ ମିଶି ଜଏଣ୍ଟ ଆକାଉଣ୍ଟ ଖୋଲି ପାରିବେ।
କିନ୍ତୁ ଟଙ୍କା ଠିକ୍ ଟାଇମ୍ ରେ ଜମା କରିବାକୁ ପଡ଼ିଥାଏ ନଚେତ୍ କିସ୍ତି ଦେବାକୁ ବିଳମ୍ବ କରିଲେ ଲେଟ୍ ଫି ଦେବାକୁ ପଡିଥାଏ। ହେଲେ ଲାଭର ବିଷୟ ହେଉଛି ଯଦି ପ୍ରତି ମାସରେ 5 ହଜାର ଟଙ୍କା ଲେଖାଏଁ ଡିପୋଜିଟ କରୁଛନ୍ତି, ତେବେ ଆପଣଙ୍କୁ 5 ବର୍ଷ ପରେ 5.8% ସୁଧ ମିଳିଥାଏ ଏବଂ 5 ବର୍ଷ ପର୍ଯ୍ୟନ୍ତ ଲଗାତାର ନିବେଶ କରିଲେ 348480 ଟଙ୍କା ମିଳିବ। ଏହା ଉପରୁ ଆପଣଙ୍କୁ ପ୍ରାୟ 16% ରିଟର୍ନ ମିଳିବ। ଯଦି ଆପଣ ଏହି ସ୍କମକୁ 5 ବର୍ଷ ପାଇଁ ବଢ଼ାଉ ଛନ୍ତି ତେବେ ଏହି ଆରଡି 10 ବର୍ଷ ପାଇଁ ହୋଇଯିବ। ଏଥିରେ ଆପଣଙ୍କୁ ଟଙ୍କା ମେଚୁରୁଟି ଆକାରରେ ମିଳିବ ଏବଂ ଜମା ରାଶି 6ଲକ୍ଷ ଟଙ୍କା ହେବ।