ଓଃ..କି..ଡ୍ୟାନ୍ସ ! Stage ରେ ଯୁବକ ଯୁବତୀ କଲେ ଏମିତି ହଟ ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ଦେଖନ୍ତୁ ଏହି Viral ଭିଡ଼ିଓ ଟିକୁ….

ନୃତ୍ୟ ଏମିତି ଏକ କଳା ଯାହା ଲୋକ ମାନଙ୍କୁ ବେସ ଖୁସି ପ୍ରଦାନ କରିଥାଏ କାରଣ ଡ୍ୟାନ୍ସ କୁ ପ୍ରାୟ ଲୋକ ମାନେ ଦେଖିବା ପାଇଁ ଖୁବ ପସନ୍ଦ କରି ଥାଆନ୍ତି | କେଉଁଠି ଯଦି ଆମେ ଜବରଦସ୍ତ ନାଚ ଦେଖି ଥାଉ ତେବେ ଆମ ପାଦ ମଧ୍ୟ ସେହି ସମୟରେ ନାଚି ଉଠେ | ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ସମୟରେ ଅନେକ କିଛି ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହା ଦେଖିବା ପାଇଁ ଖୁବ ପସନ୍ଦ ଆସି ଥାଏ |

ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଲୋକ ମାନେ କିଛି ଭିଡ଼ିଓ ପ୍ରସ୍ତୁତ କରି ଉପଲୋଡ କରି ଥାଆନ୍ତି ଯାହା ଦ୍ୱାରା ଜଣେ ବ୍ୟକ୍ତି ଲୋକ ଲୋଚନ ସାମ୍ନା କୁ ଆସି ଫେମସ ହୋଇ ପାରି ଥାଏ | ବିଭିନ୍ନ ସ୍ଥାନରେ ଆମେ ଭିନ୍ନ ଭିନ୍ନ ଶୈଳୀ ର ଡ୍ୟାନ୍ସ ଦେଖି ଥାଉ ଏହି ସେହି ସୁନ୍ଦର ଡ୍ୟାନ୍ସ ଦେଖି ଦର୍ଶକ ଆକର୍ଷିତ ମଧ୍ୟ ହୋଇ ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ଏକ ଅଭିନେତ୍ରୀ ଙ୍କର ଡ୍ୟାନ୍ସ ଦେଖିବା ପାଇଁ ମିଳିଛି ଯାହାକି ସେ ଷ୍ଟେଜ ଉପରେ ପରିବେଷଣ କରିଛନ୍ତି |

ଅଭିନେତ୍ରୀ ଜଣଙ୍କ ଡ୍ୟାନ୍ସ କରୁଥିବା ସମୟରେ ତାଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି | ଆପଣଙ୍କୁ କହି ରଖୁଛୁ ଯେ ଏହି ଅଭିନେତ୍ରୀ ଜଣଙ୍କ ଏକ ଗୀତର ଲଞ୍ଚ ପାଇଁ ହୋଇଥିବା ଏକ ଷ୍ଟେଜ ପ୍ରୋଗ୍ରାମ ରେ ତାଙ୍କର ଡାନ୍ସ କୁ ପ୍ରଦର୍ଶନ କରୁଛନ୍ତି |

ଗାନ୍ଧାରୀ ଗୀତର ଲଞ୍ଚ ପାଇଁ ଏହି କାର୍ଯ୍ୟକ୍ରମ ଟି ଆୟୋଜିତ କରା ଯାଇଥିବା ବେଳେ ଏହି ପ୍ରୋଗ୍ରାମ ରେ ଯୋଗ ଦେଇଥିଲେ | ତାଙ୍କ ସହ ଫିଲ୍ମ୍ ଦୁନିଆର ଅନେକ କଳାକାର ଏବଂ ସହ କଳାକାର ମାନେ ମଧ୍ୟ ଥିଲେ ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |

ସେହି ଷ୍ଟେଜ ରେ ଏକ ଗାୟିକା ଗୀତ ଗାଉଛନ୍ତି ଯେଉଁ ଗୀତ ଟି ହେଉଛି ଦିଲ ତୁ ହି ବତା ଯାହାକି ବେସ ସୁନ୍ଦର ଭାବରେ ସେ ପରିବେଷଣ କରିଛନ୍ତି | ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନଲୋଜି ତରଫରୁ ଏହି ପ୍ରୋଗ୍ରାମ ଟି ଆୟୋଜିତ ହୋଇଛି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଦର୍ଶକ ଖୁବ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

Leave a Comment